ETV Bharat / city

ସାମାଜିକ ଦୂରତାକୁ ଫୁ, ବିହନ ନେବାକୁ ଲୋକଙ୍କ ଲମ୍ବା ଲାଇନ - corona update

ରାଜ୍ୟରେ କୋରୋନା ସଂକ୍ରମଣ ଦ୍ରୁତ ଗତିରେ ବଢିବାରେ ଲାଗିଛି । ରାଉରକେଲାରେ ସାମାଜିକ ଦୂରତାକୁ ପାଳନ କରୁନାହାଁନ୍ତି ଲୋକେ । ଅଧିକ ପଢନ୍ତୁ...

ସାମାଜିକ ଦୂରତାକୁ ଫୁ, ବିହନ ନେବାକୁ ଲୋକଙ୍କ ଲମ୍ବା ଲାଇନ

author img

By

Published : May 18, 2020, 3:08 PM IST

ରାଉରକେଲା: ଷ୍ଟିଲ ଷ୍ଟିଟିରେ ସାମାଜିକ ଦୂରତାକୁ ଫୁ । ବିଶେଷ କରି ସରକାରୀ କାର୍ଯ୍ୟକ୍ରମ ଦେଖିବାକୁ ମିଳୁଛି ପ୍ରବଳ ଭିଡ । ସରକାରୀ ଅଧିକାରୀମାନେ ଯେତେ ତାଗିଦ କଲେ ମଧ୍ୟ କେହି ନିୟମକୁ ପାଳନ କରୁନଥିବାର ଦେଖିବାକୁ ମିଳିଛି ।

ସାମାଜିକ ଦୂରତାକୁ ଫୁ, ବିହନ ନେବାକୁ ଲୋକଙ୍କ ଲମ୍ବା ଲାଇନ

କୋରୋନା ସଂକ୍ରମଣରୁ ବଞ୍ଚିବା ପାଇଁ ଏକ ମାତ୍ର ବିକଳ୍ପ ସାଜିଛି ସାମାଜିକ ଦୂରତା । ହେଲେ ରାଉରକେଲାର ବିଭିନ୍ନ ସ୍ଥାନରେ ଲୋକେ ଏହି ନିୟମକୁ ପାଳନ କରୁନଥିବା ଦେଖିବାକୁ ମିଳୁଛି । ଚାଉଳ ବିତରଣ ହେଉ କିମ୍ବା ବିହନ ବିତରଣ, ଶତାଧିକ ଗ୍ରାମବାସୀ ଏକତ୍ରିତ ହେବା ସହ ଭିଡ ଜମାଉଛନ୍ତି ।

ଆଜି ଧାନ ବିହନ ପାଇଁ ବିଶ୍ରା ବ୍ଲକର ଚାଷୀ ଲେମ୍ପ କୁ ଆସି ଥିଲେ। ବିହନ ନେବା ଚକ୍କରେ ସାମାଜିକ ଦୂରତାକୁ ଭୁଲି ଯାଇଥିଲେ । ସେପଟେ, ରାଜ୍ୟରେ ଦିନକୁ ଦିନ ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି । ବର୍ତ୍ତମାନ ସୁନ୍ଦରଗଡରେ କେବଳ 27 ଜଣ ଆକ୍ରାନ୍ତ ହୋଇଛନ୍ତି ।

ରାଉରକେଲାରୁ ରାଜେନ୍ଦ୍ର ନାଥ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.