ETV Bharat / city

ପୃଥକ ପୃଥକ ସଡକ ଦୁର୍ଘଟଣାରେ 3 ମୃତ, 2 ଗୁରୁତର

author img

By

Published : Apr 15, 2020, 7:52 PM IST

ସୁନ୍ଦରଗଡ ଜିଲ୍ଲାର ବଣାଇ ଅଞ୍ଚଳରେ ବୁଧବାର ପୃଥକ୍ ସ୍ଥାନରେ ଦୁର୍ଘଟଣା ଘଟି 3 ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଦୁଇ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି । ଉକ୍ତ ଘଟଣା ପରେ ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ପଠାଇବା ସହ ତଦନ୍ତ କରୁଛି । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

ସଡକ ଦୁର୍ଘଟଣାରେ 3 ମୃତ, 2 ଗୁରୁତର
ସଡକ ଦୁର୍ଘଟଣାରେ 3 ମୃତ, 2 ଗୁରୁତର

ରାଉରକେଲା: ସୁନ୍ଦରଗଡ ଜିଲ୍ଲାର ବଣାଇ ଅଞ୍ଚଳରେ ବୁଧବାର ପୃଥକ୍ ପୃଥକ୍ ସ୍ଥାନରେ ଦୁର୍ଘଟଣା ଘଟି 3 ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଦୁଇ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି । ଗୁରୁତରଙ୍କୁ ରାଉରକେଲାକୁ ସ୍ଥାନାନ୍ତରିତ କରାଯାଇଛି ।

ସଡକ ଦୁର୍ଘଟଣାରେ 3 ମୃତ, 2 ଗୁରୁତର

ଗୁରୁଣ୍ଡିଆ ଥାନାର କୁଣ୍ଡେଇ ଡିହା ଅଞ୍ଚଳରେ ଏକ ମୋଟର ସାଇକେଲରେ ତେଲ ନେବାକୁ ଆସିଥିବା ବେଳେ ରାସ୍ତା କଡରେ ଏକ ପିଲରରେ ବାଇକ ପିଟି ହେବାରୁ ଘଟଣାସ୍ଥଳେ କାର୍ତିକ ଓଢାଙ୍କର ମୃତ ହୋଇଛି । ସେପଟେ ଗୋବିନ୍ଦ ନାୟକ, ପୁନେଇ ଓରାମ୍ ଗୁରୁତର ଭାବେ ଆହତ ହୋଇ ରାଉରକେଲାକୁ ଚିକିତ୍ସା ପାଇଁ ସ୍ଥାନାନ୍ତରିତ କରାଯାଇଛି ।

ସେହିପରି ଟିକାୟତ୍ ପାଲି ଥାନାର ନାଗାଡ଼ିହି ଅଞ୍ଚଳରେ ଏକ ବାଇକ ପିଲାରରେ ପିଟି ହୋଇ ଘଟଣାସ୍ଥଳେ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି । ସେମାନେ ହେଲେ ଶୁରୁ କିଷାନ ଏବଂ ପୁନିଆ କିଷାନ । ତେବେ ଉକ୍ତ ଘଟଣା ପରେ ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ପଠାଇବା ସହ ତଦନ୍ତ କରୁଛି ।

ରାଉରକେଲାରୁ ରାଜେନ୍ଦ୍ରନାଥ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.