ETV Bharat / city

ରାଉରକେଲାରେ ସରକାରୀ ବସ ଦୁର୍ଘଟଣା; 20 ଆହତ - ଯାତ୍ରୀବାହି ବସ ଦୁର୍ଘଟଣାଗ୍ରସ୍ତ

ରାଉରକେଲାରେ ସରକାରୀ ବସ ଦୁର୍ଘଟଣା । ଚିକିତ୍ସା ପାଇଁ ଆହତଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ରାଉରକେଲା
author img

By

Published : Sep 6, 2019, 5:22 PM IST

ରାଉରକେଲା: ପୁଣି ଏକ ବସ ଦୁର୍ଘଟଣା। ବୀରମିତ୍ରପୁରରୁ ରାଉରକେଲା ଆସୁଥିବା ଏକ ସରକାରୀ ବସ 143 ଜାତୀୟ ରାଜପଥ କୁଆରମୁଣ୍ଡା ଠାରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହା ଯୋଗୁଁ ପ୍ରାୟ 20 ଜଣ ଯାତ୍ରୀ ଆହତ ହୋଇଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ରାଉରକେଲା

ଦୁର୍ଘଟଣାର ଖବର ପାଇ ଦମକଳ ବାହିନୀ ଓ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆହତଙ୍କୁ ଉଦ୍ଧାର କରି ସ୍ଥାନୀୟ ଆଇଜିଏଚ ଓ ସରକାରୀ ହସ୍ପିଟାଲରେ ଭର୍ତ୍ତି କରିଛି। ପୋଲିସ ଏ ଘଟଣାରେ ଏକ ମାମଲା ରୁଜୁ କରି ଏହାର ତଦନ୍ତ କରୁଛି।

ରାଉରକେଲାରୁ ରାଜେନ୍ଦ୍ର ନାଥ ମିଶ୍ର, ଇଟିଭି ଭାରତ

Intro:ରାଉରକେଲା-ବିରମିତ୍ରପୁର ର ଝୁରମୁର ରୁ ରାଉରକେଲା ଆସୁଥିବା ସରକାରୀ ବସ ଆମ ଗାଁ ବସ ସହ ଏକ ଟ୍ରକ ମୁହାଁ ମୁହିଁ ଧକ୍କା ହେବା ଫଳରେ 15ରୁ 20 ବସ ଯାତ୍ରୀ ଆହତ ହୋଇଛନ୍ତି । 143 ନମ୍ବର ଜାତୀୟ ରାଜପଥ କୁଆରମୁଣ୍ଡା ଠାରେ ଏହି ଦୁର୍ଘଟଣା ଘଟିଛି ।Body:ଚଦରି ରେ ମର୍ମନ୍ତୁକ ଦୁର୍ଘଟଣା ର କାରଣ ଥିଲା ଅନିୟନ୍ତ୍ରିତ ଗାଡି ଚାଳନା। ଖବର ପାଇ ଫାୟାର ବ୍ରିଜେଡ ର ଯବାନ ମନେ ଗୁରୁତର ମାନଙ୍କୁ ଆରଜିଏଚ ଆଣି ଥିଲେ। । ଆହତ ମାନଙ୍କୁ ରାଉରକେଲା ସରକାରୀ ହସ୍ପିଟାଲ ଚିକିତ୍ସା ଲାଗି ଅଣାଯାଉଛି ।Conclusion:ପରେ କ୍ରେନ ସହାୟତା ରେ ଦୁର୍ଘଟଣା ସ୍ଥଳ ରୁ ଦୁଇ ଗାଡି କୁ ରାସ୍ତା ରୁ ହାତ ଯାଇ ଥିଲା। ବିରମିତ୍ରପୁର ପୋଲିସ ଏକ ମାମଲା ରୁଜୁ କରି ଘଟଣା ର ତଦନ୍ତ କରୁଛି।

ବାଇଟ-ପରିବାର ସଦସ୍ୟ
ବାଇଟ- ଅଗ୍ନିଶମ ବିଭାଗ କର୍ମୀ
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.