ରାଉରକେଲା: ଏନଆରସି ଓ ସିଏଏକୁ ବିରୋଧ କରି ଶାହୀନ୍ବାଗରେ ଚାଲିଥିବା ଆନ୍ଦୋଳନକୁ ଅଲ ଇଣ୍ଡିଆ ମହିଳା ସାଂସ୍କୃତିକ ସଙ୍ଗଠନ ସମର୍ଥନ କରିଛି। ଏହାକୁ ସମର୍ଥନ କରି ସାରା ଭାରତ ସଂହତି ଦିବସ ରାଉରକେଲାର ବିର୍ସା ଛକରେ ପାଳନ କରାଯାଇଥିଲା। ଛବିରାଣୀ ମହାନ୍ତିଙ୍କ ନେତୃତ୍ବରେ ଶତାଧିକ ମହିଳା ଏକତ୍ରୀତ ହୋଇ ଏନଆରସି ଓ ସିଏଏକୁ ପ୍ରତ୍ୟାହାର ପାଇଁ ସ୍ଲୋଗାନ ଦେଇଥିଲେ ।
ରାଉରକେଲାରୁ ରାଜେନ୍ଦ୍ରନାଥ ମିଶ୍ର, ଇଟିଭି ଭାରତ