ETV Bharat / city

ରାଉରକେଲାରେ ବାମପନ୍ଥୀ ଦଳ ପକ୍ଷରୁ CAAକୁ ବିରୋଧ

author img

By

Published : Dec 19, 2019, 3:12 PM IST

ରାଉରକେଲାରେ ସିପିଆଇ, ସିପିଆଇ ଏମମଏଲ ଓ ସିପିଆଇ ଏମ ପକ୍ଷରୁ ନାଗରିକତା ସଂଶୋଧନ ଆଇନକୁ ବିରୋଧ । ଅଧିକ ପଢନ୍ତୁ....

Protest againest CAA in rourkela
ଫଟୋ ସୌଜନ୍ୟ: ସମ୍ବାଦଦାତା, ରାଉରକେଲା

ରାଉରକେଲା: ରାଉରକେଲାରେ ନାଗରିକତା ସଂଶୋଧନ ଆଇନକୁ ବିରୋଧ । ଏହା ଦ୍ବାରା ଦେଶ ବିଭାଜନର ରାସ୍ତା ଖୋଲିବ ବୋଲି ଅଭିଯୋଗ କରି ବୁଧବାର ଏହି ଆଇନ ପ୍ରତ୍ୟାହାର ଦାବି କରି ସିପିଆଇ, ସିପିଆଇ(ଏମ), ସିପିଆଇ (ଏମମଏଲ) ପକ୍ଷରୁ ରାଉରକେଲାର ଉଦିତନଗର ସ୍ଥିତ ବି.ଆର ଆମ୍ବେଦକରଙ୍କ ପ୍ରତିମୂର୍ତ୍ତି ସାମ୍ନାରେ ଗଣଧାରଣା ଦିଆଯାଇଥିଲା।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ରାଉରକେଲା

ସମ୍ବିଧାନକୁ ବଞ୍ଚାଇବା ପାଇଁ ହୋଇଥିବା ଏହି ଗଣଧାରଣାରେ କଂଗ୍ରେସ ନେତା ତଥା ପୂର୍ବତନ ବିଧାୟକ ପ୍ରଭାତ ମହାପାତ୍ର ମଧ୍ୟ ଯୋଗଦେଇଥିଲେ।

ତେବେ ଅଭିଯୋଗ ଅନୁଯାୟୀ, 2024 ମଧ୍ୟରେ ନାଗରିକ ପଞ୍ଜିକରଣ ଶେଷ ହେବ ତଥା ଯେଉଁ ଭାରତୀୟ ମାନେ ନିଜର ନାଗରିକତା ପ୍ରମାଣପତ୍ର ଦେଇପାରିବେ ନାହିଁ ସେହିମାନେ ଦେଶ ହରା ହେବେ। ଏହା ଦ୍ବାରା ଦେଶ ବିଭାଜନ ହେବ ବୋଲି ଆନ୍ଦୋଳନକାରୀ ମାନେ କହିଛନ୍ତି ।

ରାଉରକେଲାରୁ ରାଜେନ୍ଦ୍ର ନାଥ ମିଶ୍ର, ଇଟିଭି ଭାରତ

Intro:ରାଉରକେଲା-ନାଗରିକତା ସଂଶୋଧନ ଆଇନ-2019 ଦ୍ୱାରା ଦେଶ ବିଭାଜନ ର ରାସ୍ତା ଖୋଲି ବୋଲ ଅଭିଯୋଗ କରି ଆଜି ଏହି ଆଇନ ପ୍ରତ୍ୟାହାର ଦାବି କରି cpi,. cpi(m), cpi _ml(liberation) ତରଫରୁ ରାଉରକେଲା ର ଉଦିତନଗର ର dr.b.r.ambedkar ଙ୍କ ପ୍ରତିମୂର୍ତ୍ତି ସାମ୍ନା ରେ ଗଣଧାରଣା ଦିଆ ଯାଇ ଥିଲା। ସମ୍ବିଧାନ କୁ ବଞ୍ଚାଇବା ପାଇଁ ହୋଇ ଥିବା ଏହି ଗଣଧାରଣା ରେ କଂଗ୍ରେସ ନେତା ତଥା ପୂର୍ବତନ ବିଧାୟକ ପ୍ରଭାତ ମହାପାତ୍ର ମଧ୍ୟ ଭାଗ ନେଇ ଥିଲେ।

Body:ଅଭିଯୋଗ କର ଯାଇ ଥିଲା କି 2024 ମଧ୍ୟ ରେ ନାଗରିକ ପଞ୍ଜିକରଣ ଶେଷ ହେବ ତଥା ଯେଉଁ ଭାରତୀୟ ମନେ ନିଜ ର ନଗରିକତା ପ୍ରମାଣପତ୍ର ଦେଇ ପାରିବେ ନାହିଁ ସେହି ମନେ ଦେଶହର ହେବେ। ଏହା ଦ୍ୱାରା ଦେଶ ବିଭାଜନ ହେବ ବୋଲି ବକ୍ତ ମନେ ସନ୍ଦେହ ପ୍ରକଟ କରିଥିଲେ।

Conclusion:ନେତା ମାନେ କହି ଥିଲେବିକ ଏହି ଆଇନ ତିଆରି ହେବ ପରଠାରୁ ଏହାର ବିରୋଧ ଜାରି ରହିଛି।
ବାଇଟ- ବିଷ୍ଣୁ ମହାନ୍ତି, ବରିଷ୍ଠ cpim ନେତା
ବାଇଟ-ପ୍ରଭାତ ମହାପାତ୍ର, ପୁର୍ବତନ ବିଧାୟକ ତଥା କଂଗ୍ରେସ ନେତା
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.