ରାଉରକେଲା: ରାଉରକେଲା ଜେଲରେ ଅଭାବନୀୟ ଘଟଣା । ସୋମବାର ଜେଲରେ ଜଣେ ବିଚାରାଧୀନ କଏଦୀର ମୃ୍ତ୍ୟୁ ହୋଇଥିବା ଜଣାପଡିଛି । ମୃତକ ଜଣଙ୍କ ହେଉଛନ୍ତି ଜୋସେଫ ତୀର୍କି ।
ସୂଚନା ଅନୁଯାୟୀ, ସୋମବାର ଜେଲରେ ଥିବା ଜୋସେଫଙ୍କ ସ୍ବାସ୍ଥ୍ୟାବସ୍ଥା ଖରାପ ହେବାରୁ ତାଙ୍କୁ ରାଉରକେଲା ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ହେଲେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ ।
ରାଉରକେଲାରୁ ରାଜେନ୍ଦ୍ରନାଥ ମିଶ୍ର, ଇଟିଭି ଭାରତ