ETV Bharat / city

ରାଉରକେଲାରେ ରାଜମହଲ ତାତି: ପୋଲିସର ନିୟମ ଉଲଙ୍ଘନ ନେଇ ତାତିଲେ ଲୋକେ - ରାଉରକେଲାରେ ରାଜମହଲ ତାତି

ଆଜି ଦିନ 11ଟାରେ ରାଉରକେଲା ମୁଖ୍ୟ ମାର୍ଗରେ ଏକ ପିସିଆର ବାଇକ ପାଟ୍ରୋଲିଂରେ ଥିବାବେଳେ ରଙ୍ଗ ପାର୍କିଙ୍ଗ କରିଥିଲା । ଫଳରେ ନିୟମ ଉଲଙ୍ଘନକୁ ନେଇ ପୋଲିସକୁ ଘେରିଥିଲେ ସ୍ଥାନୀୟ ଲୋକେ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ରାଉରକେଲା
author img

By

Published : Sep 9, 2019, 1:57 PM IST

ରାଉରକେଲା: ନୂଆ ମୋଟରଯାନ ଆଇନ ପ୍ରଣୟନ ହେବା ପରଠୁ ପ୍ରତ୍ୟେକ ଦିନ କିଛି ନା କିଛି ଖବର ସାମନାକୁ ଆସୁଛି । ନିକଟରେ ଭୁବନେଶ୍ବର ରାଜମହଲ ଛକରେ ପୋଲିସ-ଜନତା ମୁହାଁମୁହିଁ ହେବାପରେ, ରାଉରକେଲାରେ ଆଜି ପୁଣି ସେହିଭଳି ଏକ ଘଟଣା ସାମନାକୁ ଆସିଛି ।

ଆଜି ଦିନ 11ଟାରେ ରାଉରକେଲା ମୁଖ୍ୟ ମାର୍ଗରେ ଏକ ପିସିଆର ବାଇକ ପାଟ୍ରୋଲିଂରେ ଥିବାବେଳେ ରଙ୍ଗ ପାର୍କିଙ୍ଗ କରିଥିଲା । ଫଳରେ ନୂଆ ନିୟମ ପୋଲିସ ପ୍ରଥମେ ମାନିବା ଦରକାର ବୋଲି ପୋଲିସକୁ ପ୍ରଶ୍ନ କରିଥିଲେ ସ୍ଥାନୀୟ ଲୋକେ । ନିୟମ ଉଲଙ୍ଘନକୁ ନେଇ ପୋଲିସକୁ ଘେରିଥିଲେ ସ୍ଥାନୀୟ ଲୋକେ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ରାଉରକେଲା

ତେବେ ଏହାକୁ ନେଇ କିଛି ସମୟ ପାଇଁ ପୋଲିସ ଏବଂ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଚାପା ଉତ୍ତେଜନା ଦେଖାଦେଇଥିଲା । ଏହାପରେ ପ୍ଲାଣ୍ଟସାଇଟ ଆଇଆଇସି ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରି ଶାନ୍ତ କରିଥିଲେ ।

ରାଉରକେଲାରୁ ରାଜେନ୍ଦ୍ରନାଥ ମିଶ୍ର, ଇଟିଭି ଭାରତ

Intro:ରାଉରକେଲା-ରାଉରକେଲା ମୁଖ୍ୟ ମାର୍ଗ ରେ ପିସିଆର ବାଇକ ରଙ୍ଗ ପାର୍କିଙ୍ଗ । ନିୟମ ଉଲଂଘନ କୁ ନେଇ ପୋଲିସ କୁ ପ୍ରଶ୍ନ କଲେ ସ୍ଥାନୀୟ ଲୋକ। ପୋଲିସ କୁ ଘେରିଲେ ସ୍ଥାନିୟ ଲୋକ।

Body:ପୋଲିସ ପବ୍ଲିକ ମଧ୍ୟରେ ଯୁକ୍ତି ତର୍କ ହୋଇଥିଲା। ପ୍ଲାଣ୍ଟସାଇଟ ଆଇଆଇସିଙ୍କ ଙ୍କ ହସ୍ତକ୍ଷେପ ପରେ ଘଟଣା ଶାନ୍ତ ହୋଇ ଥିଲା । ଆଜି ଦିନ 11 ଟା ବେଳେ ପେଟ୍ରୋଲିଂ ରେ ଥିବା ଏକ ପିସିଆର ବାଇକ ରାଉରକେଲା ମୁଖ୍ୟ ମାର୍ଗରେ ଥିବା ଇନ୍ଦିରା ଟେକ୍ସ ଟାଇଲ ସମ୍ନା ରେ ରଙ୍ଗ ପାର୍କଙ୍ଗ କରିଥିବାରୁ ସ୍ଥାନିୟ ଲୋକ ମାନେ ଏହାକୁ ନେଇ ପୋଲିସ କୁ ଘେରିଥିଲେ। ନୂଆ ନିୟମ ପୋଲିସ ପ୍ରଥମେ ମନିବା ଦରକାର ବୋଲି ପ୍ରଶ୍ନ କରିଥିଲେConclusion: ତେବେ ଏହାକୁ ନେଇ କିଛି ସମୟ ପାଇଁ ପୋଲିସ ଏବଂ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଚାପା ଉତ୍ତେଜନା ଦେଖାଦେଇଥିଲା। ଏହାପରେ ପ୍ଲାଣ୍ଟସାଇଟ ଆଇଆଇସି ଘଟଣା ସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝା ସୁଝା କରି ଶାନ୍ତ କରିଥିଲେ।
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.