ETV Bharat / city

ପୋଲିସର ଭିଡିଓ ଭାଇରାଲ ସନ୍ଦେହରେ ଯୁବକଙ୍କୁ ମାଡ ଅଭିଯୋଗ - ଭାଟିରୋଡ଼ ବାସିନ୍ଦା

ପୋଲିସର ଭିଡିଓ ଭାଇରାଲ କରିଥିବା ସନ୍ଦେହରେ ସୁନ୍ଦରଗଡ଼ ଜିଲ୍ଲାର ବିରମିତ୍ରପୁର ଥାନା ଅଞ୍ଚଳରେ ଏକ ଯୁବକକୁ ପୋଲିସ ନିସ୍ତୁକ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଅଧିକ ପଢନ୍ତୁ...

ପୋଲିସର ଭିଡିଓ ଭାଇରାଲ ସନ୍ଦେହରେ ଯୁବକଙ୍କୁ ମାଡ ଅଭିଯୋଗ

author img

By

Published : Mar 31, 2020, 9:15 PM IST

ରାଉରକେଲା: ପୋଲିସର ଭିଡିଓ ଭାଇରାଲ କରିଥିବା ସନ୍ଦେହରେ ସୁନ୍ଦରଗଡ଼ ଜିଲ୍ଲାର ବିରମିତ୍ରପୁର ଥାନା ଅଞ୍ଚଳରେ ଏକ ଯୁବକକୁ ପୋଲିସ ନିସ୍ତୁକ ମାଡ଼ ମାରିଥିବା ଅଭିଯୋଗ ହୋଇଛି।

ପୋଲିସର ଭିଡିଓ ଭାଇରାଲ ସନ୍ଦେହରେ ଯୁବକଙ୍କୁ ମାଡ ଅଭିଯୋଗ

ତେବେ ନିଜ ପୁଅକୁ ବଞ୍ଚାଇବା ପାଇଁ ପ୍ରୟାସ କରୁଥିବା ତାର ବୃଦ୍ଧମା’କୁ ମଧ୍ୟ ପୋଲିସ ଠେଲାପେଲା କରିଥିବା ଅଭିଯୋଗ ହୋଇଛି। ଏନେଇ ଭାଟିରୋଡ଼ ବାସିନ୍ଦା ରାଜକୁମାର ପସାୟତ ବିରମିତ୍ରପୁର ଏସଡିପିଓଙ୍କୁ ଘଟଣାର ଲିଖିତ ସୂଚନା ଦେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଅନୁରୋଧ କରିଛନ୍ତି।

ଭିଡିଓ ଭାଇରାଲ ସନ୍ଦେହରେ ଯୁବକକୁ ମାରପିଟ ଅଭିଯୋଗ

ସେ ଅଭିଯୋଗ କରିଛନ୍ତି ଯେ, ମହିଳା ସବ ଇନସ୍ପେକ୍ଟର ଦେବକୀ ନାୟକ ଲକଡାଉନ ସମୟରେ କିଛି ଲୋକଙ୍କୁ ମାରପିଟ କରିଥିଲେ । ପରେ ଏହି ଭିଡିଓ ଭାଇରାଲ ହୋଇଥିଲା । ଏହାପରେେ ଦେବକୀ ତାଙ୍କ ଘରେ ପଶି ତାକୁ ପିଟିଥିବା ସେ ଅଭିଯୋଗ କରିଛନ୍ତି।

ରାଉରକେଲାରୁ ରାଜେନ୍ଦ୍ର ନାଥ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.