ETV Bharat / city

ପେଟ୍ରୋଲ ପମ୍ପରେ ଲୁଟ ଘଟଣା: ମୁଖ୍ୟ ଅଭିଯୁକ୍ତ ଗିରଫ

: ସ୍ଥାନୀୟ କୋଇଡା ଥାନା ଅନ୍ତର୍ଗତ ଏମ୍‌ଆର୍‌ଏ ପେଟ୍ରୋଲ ପମ୍ପରେ ଗତ 26 ତାରିଖରେ ହୋଇଥିଲା ଲୁଟ ଉଦ୍ୟମ । ବନ୍ଧୁକ ଦେଖାଇ ହୋଇଥିବା ଏହି ଲୁଟରେ ମୁଖ୍ୟ ଅଭିଯୁକ୍ତ ଭିସାଲ ପ୍ରସାଦ ରାମକୁ ରବିବାର ଗିରଫ କରିଛି କୋଇଡା ପୋଲିସ ।

author img

By

Published : Aug 18, 2019, 5:18 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ରାଉରକେଲା

ରାଉରକେଲା: ସ୍ଥାନୀୟ କୋଇଡା ଥାନା ଅନ୍ତର୍ଗତ ଏମ୍‌ଆର୍‌ଏ ପେଟ୍ରୋଲ ପମ୍ପରେ ଗତ 26 ତାରିଖରେ ହୋଇଥିଲା ଲୁଟ ଉଦ୍ୟମ । ବନ୍ଧୁକ ଦେଖାଇ ହୋଇଥିବା ଏହି ଲୁଟରେ ମୁଖ୍ୟ ଅଭିଯୁକ୍ତ ଭିସାଲ ପ୍ରସାଦ ରାମକୁ ରବିବାର ଗିରଫ କରିଛି କୋଇଡା ପୋଲିସ । ଗିରଫ ଅଭିଯୁକ୍ତ ପାଖରୁ ଗୋଟିଏ ବନ୍ଧୁକ, 3ଟି ଜୀବନ୍ତ ଗୁଳି ଓ ନଗଦ 25 ହଜାର ଟଙ୍କା ମଧ୍ୟ ଜବତ କରିଛି ପୋଲିସ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ରାଉରକେଲା
ପ୍ରକାଶ ଯେ ସମ୍ପୃକ୍ତ ଲୁଟ ଘଟଣାରେ ପୂର୍ବରୁ ଦୁଇ ଜଣଙ୍କୁ ଗିରଫ କରାଯାଇଥିଲା । ତେବେ ପେଟ୍ରୋଲ ପମ୍ପରେ ହୋଇଥିବା ସଶସ୍ତ୍ର ଡକାୟତି ଘଟଣା ପରେ ଅଭିଯୁକ୍ତମାନଙ୍କୁ ଧରିବା ପୋଲିସ ପାଇଁ ଏକ ବଡ ଚ୍ୟାଲେଞ୍ଜ ଥିଲା । ତଥାପି ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ହୋଇଛି କୋଇଡା ପୋଲିସ ବୋଲି ସୂଚନା ଦେଇଛନ୍ତି କୋଇଡା ଆଇଆଇସି ।

ରାଉରକେଲାରୁ ରାଜେନ୍ଦ୍ର ନାଥ ମିଶ୍ର, ଇଟିଭି ଭାରତ

Intro:ପେଟ୍ରୋଲ ପମ୍ପ ଡକାୟତି ଘଟଣା ବନ୍ଧୁକ ସହ ଏକ୍ ଗିରଫ୍.
ରାଉରକେଲା- ସୁନ୍ଦରଗଡ଼ ଜିଲ୍ଲାର କୋଇଡ଼ା ଥାନା ଅନ୍ତର୍ଗତ MRA ପେଟ୍ରୋଲ ପମ୍ପ ରୁ ଗତ 26 ତାରିଖ ରେ ବନ୍ଧୁକ ଦେଖାଇ ଲୁଟ ଘଟଣାରେ ମୁଖ୍ୟ ଅଭିଯୁକ୍ତ ଭିସାଲ ପ୍ରସାଦ ରାମ କୁ କୋଇଡ଼ା ପୁଲିସ ଗିରଫ୍ କରିବା ସହ ତା ପାଖରୁ ଏକ ବନ୍ଧୁକ, ତିନି ଟି ଜୀବନ୍ତ ଗୁଳି ନଗଦ 25 ହଜାର ଟଙ୍କା ଜବତ କରିଛି.
Body:ଏହା ପୂର୍ବରୁ ଏହି ଘଟଣାରେ ଦୁଇ ଜଣଙ୍କୁ ଗିରଫ୍ କରାଯାଇ ଥିଲା. ବୋଲି କୋଇଡ଼ା ଆଇଆଇସି ଆଜି ସୂଚନା ଦେଇଛନ୍ତି.
Conclusion:ପେଟ୍ରୋଲ ପମ୍ପ ରେ ସଶସ୍ତ୍ର ଡକାଇଟି ଘଟଣା ପରେ ଡକାୟତ ମାନଙ୍କୁ ଧରିବା ପୋଲିସ ପାଇଁ ଚଳଲେଞ୍ଜ ହୋଇ ଥିଲା।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.