ETV Bharat / city

ଟିଟିଇଙ୍କୁ ମାଡମରା ଘଟଣା: କଳା ବ୍ୟାଚ ପିନ୍ଧି ଟିଟିଇଙ୍କ ଶାନ୍ତିପୂର୍ଣ୍ଣ ପ୍ରତିବାଦ - rourkela

ବିହାରରେ ଟିଟିଇଙ୍କୁ ମାଡମରା ଘଟଣାରେ ରାଉରକେଲା ଟିଟିଇ ମାନେ କଳାବ୍ୟାଚ ପିନ୍ଧି ଶାନ୍ତିପୂର୍ଣ୍ଣ ପ୍ରତିବାଦ କରିଛନ୍ତି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ରାଉରକେଲା
author img

By

Published : May 16, 2019, 8:38 PM IST

ରାଉରକେଲା: ଗୁରୁବାର ରାଉରକେଲା ରେଳ ଷ୍ଟେସନ ଓ ଟ୍ରେନରେ କଳା ବ୍ୟାଚ ପିନ୍ଧି ଟିଟିଇଙ୍କ ଶାନ୍ତିପୂର୍ଣ୍ଣ ପ୍ରତିବାଦ । କଳା ଫିତା ଲଗାଇ ଡ୍ୟୁଟି କଲେ ଟିଟିଇ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ରାଉରକେଲା

ସୂଚନାନୂଯାୟୀ, ଗତ ମେ' 14 ତାରିଖ ଦିନ ବିହାରର ଦାନାପୁରରେ ଟିକେଟ ମାଗିବାରୁ ଟିଟିଇଙ୍କୁ କିଛି ବ୍ୟକ୍ତି ମାଡ଼ ମାରିଥିଲେ । ଯାହାକୁ ପ୍ରତିବାଦ କରି ଗୁରୁବାର ଦେଶବ୍ୟାପୀ କଳା ବ୍ୟାଚ ପିନ୍ଧି ଟିଟିଇ ମାନେ ଡ୍ୟୁଟି କରିବା ପାଇଁ ନିଷ୍ପତି ନେଇଛନ୍ତି ।

ଏହି ନିଷ୍ପତି ଅନୁସାରେ ରାଉରକେଲାରେ ମଧ୍ୟ ଟିଟିଇ ମାନେ କଳାବ୍ୟାଚ ପିନ୍ଧି ଶାନ୍ତିପୂର୍ଣ୍ଣ ଭାବରେ ପ୍ରତିବାଦ କରି କଳା ବ୍ୟାଚ ପିନ୍ଧି ଥିଲେ ।

ରାଉରକେଲାରୁ ରାଜେନ୍ଦ୍ର ନାଥ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.