ETV Bharat / city

ଫେଲ ମାରିଲା ନକ୍ସଲଙ୍କ ଆତ୍ମଘାତୀ ଯୋଜନା, ଲ୍ୟାଣ୍ଡମାଇନ ଜବତ

ଲ୍ୟାଣ୍ଡମାଇନକୁ ସିଆରପିଏଫ ଟିମ୍ ଜବତ କରିଛି । ନକ୍ସଲଙ୍କ ବିରୋଧରେ ପାଟ୍ରୋଲିଂ ପାଇଁ ଯାଇଥିବାବେଳେ ସିଆରପିଏଫଙ୍କୁ ଏହି ସଫଳତା ମିଳିଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ରାଉରକେଲା
author img

By

Published : Feb 2, 2019, 12:36 PM IST

ରାଉରକେଲା: ପଣ୍ଡ ହେଲା ନକ୍ସଲଙ୍କ ଆତ୍ମଘାତୀ ଯୋଜନା । ରାଉରକେଲା ଲାଙ୍ଗଳକଟାରେ ଏକ ଲ୍ୟାଣ୍ଡମାଇନକୁ ସିଆରପିଏଫ ଟିମ୍ ଜବତ କରିଛି । ନକ୍ସଲଙ୍କ ବିରୋଧରେ ପାଟ୍ରୋଲିଂ ପାଇଁ ଯାଇଥିବାବେଳେ ସିଆରପିଏଫଙ୍କୁ ଏହି ସଫଳତା ମିଳିଛି ।

ସୂଚନା ଅନୁସାରେ, ଜବତ ହୋଇଥିବା ଲ୍ୟାଣ୍ଡମାଇନର ଓଜନ 15 କିଲୋଗ୍ରାମ ହେବ ବୋଲି ଅନୁମାନ କରାଯାଉଛି । ଯାହାକୁ ଜବତ କରିବା ପରେ ନିଷ୍କ୍ରିୟ କରାଯାଇଛି ।

ତେବେ ମାଓବାଦୀମାନେ ସୁରକ୍ଷାବଳକୁ କ୍ଷତି ପହଞ୍ଚାଇବା ପାଇଁ ଏହି ଯୋଜନା କରିଥିବାବେଳେ ଲ୍ୟାଣ୍ଡମାଇନକୁ ଜବତ କରାଯାଇଛି। ଫଳରେ ଏକ ବଡ ଧରଣର ଆତ୍ମଘାତୀ ବିସ୍ଫୋରଣକୁ ଏଡା ଯାଇପାରିଛି । ସୁରକ୍ଷା ବ୍ୟବସ୍ଥାକୁ ଆହୁରି କଡାକଡି କରାଯାଇଛି ।

ରାଉରକେଲାରୁ ରାଜେନ୍ଦ୍ରନାଥ ମିଶ୍ର, ଇଟିଭି ଭାରତ

Intro:Body:

ରାଉରକେଲାରୁ ରାଜେନ୍ଦ୍ରନାଥ ମିଶ୍ର, ଇଟିଭି ନ୍ୟୁଜ

Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.