ETV Bharat / city

ସୁନା ବ୍ୟବସାୟୀଙ୍କୁ ଛୁରା ମାଡ

ମଙ୍ଗଳବାର ବିଳମ୍ବିତ ରାତିରେ ସେକ୍ଟର 5 ସ୍ଥିତ ପ୍ରସାଦ ପ୍ଲାଜାର ମାଲିକ ବିନାୟକ ପ୍ରସାଦଙ୍କୁ ଛୁରମାଡ । ଅଧିକ ପଢନ୍ତୁ...

author img

By

Published : Nov 20, 2019, 4:19 AM IST

Updated : Nov 20, 2019, 10:05 AM IST

ପ୍ରସାଦ ପ୍ଲାଜ଼ାର ମାଲିକଙ୍କୁ ଛୁରା ମାଡ

ରାଉରକେଲା: ସେକ୍ଟର 5 ସ୍ଥିତ ପ୍ରସାଦ ପ୍ଲାଜାର ମାଲିକ ବିନାୟକ ପ୍ରସାଦଙ୍କୁ ଛୁରମାଡ । ତାଙ୍କୁ ଚିକିତ୍ସା ପାଇଁ ଆଇଜିଏଚ୍ ହସ୍ପିଟାଲରେ ଭର୍ତ୍ତୀ କରାଯାଇଛି ।

ପ୍ରସାଦ ପ୍ଲାଜ଼ାର ମାଲିକଙ୍କୁ ଛୁରା ମାଡ

ସୂଚନା ଅନୁସାରେ, ମଙ୍ଗଳବାର ବିଳମ୍ବିତ ରାତିରେ ଦୋକାନ ବନ୍ଦ କରି ଫେରିବା ସମୟରେ ରାଉରକେଲା ଟ୍ରାଫିକ ଗେଟ୍ ନିକଟରେ ତାଙ୍କ ଉପରେ ଆକ୍ରମଣ ହୋଇଥିଲା । ଏହି ଆକ୍ରଣରେ ତାଙ୍କ ପେଟରେ ଆଘାତ ଲାଗିଛି ।

ତେବେ ବିନାୟକ ପ୍ରସାଦ ଛେଣ୍ଡ ଅଞ୍ଚଳରେ ରୁହନ୍ତି ା। ମାସେ ପୂର୍ବରୁ ସେ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ତାଙ୍କୁ କିଏ ଓ କାହିଁକି ଆକ୍ରମଣ କରିଛି ଏନେଇ ତଦନ୍ତ ଚଳାଇଛି ପୋଲିସ ।

ରାଉରକେଲାରୁ ରାଜେନ୍ଦ୍ର ନାଥ ମିଶ୍ର, ଇଟିଭି ଭାରତ

Intro:ରାଉରକେଲା-ସେକ୍ଟର-5 ସ୍ଥିତ ପ୍ରସାଦ ପ୍ଲାଜ଼ା ର ମାଲିକ ବିନାୟକ ପ୍ରସାଦ କୁ ଛୁରମାଡ଼ ହୋଇଛି। ଛୁର ମାଡ଼ ପରେ ତାଙ୍କୁ ଚିକିତ୍ସା ପାଇଁ IGH ରେ ଭର୍ତି କର ଯାଇ ଥିଲା।
Body:ଟ୍ରାଫିକ ଗେଟ ନିକଟ ରେ ଏହି ଘଟଣା ହୋଇ ଥିବା କୁହା ଯାଉଛି।ତାଙ୍କ ପେଟ ରେ ଆଘାତ ଲାଗି ଥିବା କୁହ ଯାଉଛୁ।ମିଳିଥିବା ଖବର ଅନୁସାରେ ଦୋକାନ ବନ୍ଦ କରି ବିଳମ୍ବିତ ରାତି ରେ ଫେରିବା ସମୟ ରେ ଏହି ଘଟଣା ହୋଇଛି। ଲୂଟ ଉଦ୍ଦେଶ୍ୟ ରେ ଏହା ହୋଇଛି ନ ତାଙ୍କୁ ଭୟଭୀତ କରିବା ନ ପ୍ରେମ ପ୍ରସଙ୍ଗ ପାଇଁ ଏହା ସ୍ପଷ୍ଟ ନାହିଁ।
Conclusion:ପୋଲିସ ତଦାନ୍ତ ପରେ ଏହା ସ୍ପଷ୍ଟ ହେବ।ତା ଘର ଛେଣ୍ଡ ଅଂଚଲ ର ବୋଲି ଜଣା ପଡ଼ିଛି।ମାସେ ଆଗରୁ ସେ ଆତ୍ମହତ୍ୟା ଉଦ୍ୟମ କରିଥିବା ଜଣ ପଡିଛି।ପ୍ରେମ ପ୍ରସାଙ୍ଗ ରେ ଘଟଣା ହୋଇ ପାରେ।
Last Updated : Nov 20, 2019, 10:05 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.