ETV Bharat / city

ଆଜବେଷ୍ଟସ ଭାଙ୍ଗି ଲୁଟୁଥିଲେ ଦାମୀ ଜିନିଷ, ବାନ୍ଧିଲା ରାଉରକେଲା ପୋଲିସ - lootera gang arrested by sector 15 police

ସୋମବାର ରାଉରକେଲା ସେକ୍ଟର 15 ପୋଲିସ ଏକ ଲୁଟେରା ଗ୍ୟାଙ୍ଗକୁ ଧରିବା ସହ ସେମାନଙ୍କ ପାଖରୁ  ଏକ କାର, ଏକ କଳା ପଲସର, 2 ଏଲଇଡି ଟିଭି, କ୍ୟାମେରା, 7ଟି ମୋବାଇଲ  ଏବଂ ଏକ ଲୁହା  ରଡ୍  ଜବତ କରିଛି ।

lootera gang arrested by sector 15 police
ଲୁଟେରା ଗ୍ୟାଙ୍ଗକୁ ଗିରଫ
author img

By

Published : Jan 20, 2020, 5:25 PM IST

ରାଉରକେଲା: ଏକ ଲୁଟେରା ଗ୍ୟାଙ୍ଗକୁ ଗିରଫ କଲା ରାଉରକେଲା ସେକ୍ଟର 15 ପୋଲିସ । ସୋମବାର ରାଉରକେଲା ସେକ୍ଟର 15 ପୋଲିସ ଏକ ଲୁଟେରା ଗ୍ୟାଙ୍ଗକୁ ଧରିବା ସହ ସେମାନଙ୍କ ପାଖରୁ ଏକ କାର, ଏକ କଳା ପଲସର, 2 ଏଲଇଡି ଟିଭି, କ୍ୟାମେରା, 7ଟି ମୋବାଇଲ ଏବଂ ଏକ ଲୁହା ରଡ୍ ଜବତ କରିଛି । ଗିରଫ ହୋଇଥିବା ଅଭିଯୁକ୍ତମାନେ ହେଲେ ରାହୁଲ ରାୟ, ବିରଭଦ୍ର ପଟ୍ଟନାୟକ ଏବଂ ଚନ୍ଦ୍ରକାନ୍ତ ପାଣି ।

ଲୁଟେରା ଗ୍ୟାଙ୍ଗକୁ ଗିରଫ

ତେବେ ଏମାନେ ଘରର ଆଜବେଷ୍ଟ ହଟାଇ ଚୋରି କରୁଥିବା ଜଣାପଡିଛି। ସେକ୍ଟର-15 ଥାନା ଅଞ୍ଚଳରେ 4ଟି କେଶ ତଥା ସେକ୍ଟର-7 ଥାନା ଅଞ୍ଚଳରେ 2ଟି ମାମଲାରେ ପୋଲିସ ଏମାନଙ୍କୁ ଗିରଫ କରି ଘଟଣାର ତଦନ୍ତ କରୁଛି।

ରାଉରକେଲାରୁ ରାଜେନ୍ଦ୍ର ନାଥ ମିଶ୍ର, ଇଟିଭି ଭାରତ

Intro:ରାଉରକେଲା-ସେକ୍ଟର-15 ପୋଲିସ ହାତ ରେ ପଡିଛି ଏକ ଚୋରି ତଥା ଲୂଟ ଗ୍ୟାଙ୍ଗ।ଏମାନଙ୍କ ପାଖରୁ ଏକ od_14_1023 ନମ୍ବର କାର, ଏକ କଳା ପଲସର, 2 led tv, କ୍ୟାମେରା,7 ମୋବାଇଲ ସହିତ ଘର ଭଙ୍ଗା ରେ ପ୍ରଯୁକ୍ତ ଲୁହ ରାଡ଼ ତଥା ଅନ୍ୟ ସାମଗ୍ରୀ।

Body:ଗିରଫ ରାହୁଲ ରାୟ ଏହି ଗ୍ୟାଙ୍ଗ ର ପ୍ରମୁଖ ତଥା ବିରଭଦ୍ର ପତ୍ନୀଙ୍କ ମଧ୍ୟ ତାର ସହଯୋଗୀ। ଚୋରି ସାମଗ୍ରୀ କିଣିବା ଅଭିଯୋଗ ରେ ପୋଲିସ ଚନ୍ଦ୍ରକାନ୍ତ ପାଣି କୁ ମଧ୍ୟ ଗିରଫ କରିଛି। ଘର ଏସ୍ବେସ୍ଟସ ହଟାଇ ଏମେନେ ଚୋରି କରନ୍ତି। ସେକ୍ଟର-15 ଥାନା ଅଂଚଳ ରେ 4 ଟି କେଶ ରେ ତଥା ସେକ୍ଟର-7 ଥାନା ଅଂଚଳ ରେ 2 ଟି ମାମଲା ରେ ପୋଲିସ ଏମାନଙ୍କୁ ଗିରଫ କରି ଘଟଣା ର ତଦନ୍ତ କରୁଛି।

Conclusion:ଏହି ଘଟଣା ର ତଦନ୍ତ ଜାରି ରହିଛି ତଥା ଆଉ କିଏ ଥିଲେ ତାକୁ ମଧ୍ୟ ଗିରଫ କରା ଯିବ ବୋଲି ଜୋନାଲ DSP ସୂଚନା ଦେଇ ଥିଲେ।
ବାଇଟ- ଜ୍ୟୋତିର୍ମୟ ଭୁକ୍ତା, DSP, ରାଉରକେଲା
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.