ETV Bharat / city

ଅଧାବାଟରୁ ନିଖୋଜ ଲୋକୋ ପାଇଲଟ, ତଦନ୍ତ ଆରମ୍ଭ - ରାଉରକେଲାରେ ଟ୍ରେନ ଚାଳକ ନିଖୋଜ

ମାଲଗାଡି ନେଇ ବ୍ରଜରାଜନଗରରେ ପହଞ୍ଚିବା ପରେ ନିଖୋଜ ହୋଇଛନ୍ତି ଲୋକୋ ପାଇଲଟ (ଟ୍ରେନ ଚାଳକ) ଶିବ ଶକ୍ତି । ଅଧିକ ପଢନ୍ତୁ..

loco pilot went missing, rourkela latest news, loco pilot missing in rourkela, ରାଉରକେଲା ଲାଟେଷ୍ଟ ନ୍ୟୁଡ୍‌, ରାଉରକେଲାରେ ଟ୍ରେନ ଚାଳକ ନିଖୋଜ, ଟ୍ରେନ ଚାଳକ ନିଖୋଜ ଘଟଣା
ମାଲଗାଡି ନେଇ ବାଟରୁ ଚାଳକ ନିଖୋଜ,
author img

By

Published : Dec 9, 2019, 10:36 AM IST

Updated : Dec 9, 2019, 4:23 PM IST

ରାଉରକେଲା: ମାଲଗାଡି ନେଇ ବ୍ରଜରାଜନଗରରେ ପହଞ୍ଚିବା ପରେ ନିଖୋଜ ହୋଇଛନ୍ତି ଜଣେ ଲୋକୋ ପାଇଲଟ ବା ଟ୍ରେନ ଚାଳକ । ତାଙ୍କ ନାଁ ଶିବଶକ୍ତି । ସୂଚନା ମୁତାବକ ଗତ 4 ତାରିଖରେ ସେ ରାଉରକେଲା ରେଳ ଷ୍ଟେସନରୁ ମାଲଗାଡି ନେଇ ବ୍ରଜରାଜନଗର ଯାଇଥିଲେ । ହେଲେ ସେଠାରୁ ଶିବ ହଠାତ୍‌ ନିଖୋଜ ହୋଇଯାଇଛନ୍ତି । ଏନେଇ ଗତ 6 ତାରିଖରେ ରାଉରକେଲା ରେଳ ପୋଲିସ ଏକ ନିଖୋଜ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିବ ଜଣା ପଡିଛି ।

ଶିବଶକ୍ତିଙ୍କ ସ୍ତ୍ରୀଙ୍କ କହିବା ମୁତାବକ, ତାଙ୍କ ଫୋନ ନମ୍ବର ବନ୍ଦ ରହିଛି ତଥାପି ଶନିବାର ରାତି 10ଟା 15 ପର୍ଯ୍ୟନ୍ତ ସେ ମୋବାଇଲ ହ୍ବାଟ୍ସଆପ୍‌ରେ କଥା ହୋଇଥିଲେ । ଏହାପର ଠାରୁ ତାଙ୍କ ସହ କୌଣସି ଯୋଗାଯୋଗ ହୋଇପାରୁନଥିବାରୁ ସ୍ତ୍ରୀଙ୍କ ସହ ଚିନ୍ତା ପ୍ରକାଶ କରିଛି ରେଳ ବିଭାଗ । ଅନ୍ୟପଟେ ନିଖୋଜ ଦିନ ଟ୍ରେନ ଚାଳକଙ୍କ ସାଥୀରେ ଥିବା ଅନ୍ୟ ସାଥୀ ମଧ୍ୟ ହଠାତ୍‌ ଛୁଟିରେ ଯିବା ସନ୍ଦେହ ସୃଷ୍ଟି କରୁଛି ।

ରାଉରକେଲାରୁ ରାଜେନ୍ଦ୍ର ନାଥ ମିଶ୍ର, ଇଟିଭି ଭାରତ

Intro:ରାଉରକେଲା-ଲୋକୋ ଚାଳକ ଶିଵଶକ୍ତି ନିଖୋଜ ହୋଇଛନ୍ତି।4 ତାରିଖ ରେ ସେ ରାଉରକେଲା ରେଳ ଷ୍ଟେସନ ରୁ ମାଲଗାଡି ନେଇ ବ୍ରଜରାଜନଗର ଯାଇ ଥିଲେ। ତା ପର ଠାରୁ ତାଙ୍କ କିଛି ଖୋଜଖବର ନାହିଁ।6 ତାରିଖ ଦିନ ରାଉରକେଲା ରେଳ ପୋଲିସ ଏକ ନିଖୋଜ ମାମଲା ରୁଜୁ କରି ତାଙ୍କୁ ଖୋଜୁ ଥିବା ଜଣା ପଡ଼ିଛି।

।Body:ତାଙ୍କ ସ୍ତ୍ରୀଙ୍କ ମୁତବିକ ମୋବାଇଲ ବନ୍ଦ ରହିଛି କିନ୍ତୁ ଶନିବାର ରାତି 10.15 ପର୍ଯ୍ୟନ୍ତ ମୋବାଇଲ whatsapp ରେ ମ୍ୟାସେଜ ଦେଉ ଥିଲେ।କିନ୍ତୁ ଫୋନ ଧରୁ ନାହାନ୍ତି। ଏହି ପାଇଁ ତାଙ୍କ ସ୍ତ୍ରୀ କୁ ସନ୍ଦେହ ରହିଛି କି କିଛି ଅଘଟଣ ହୋଇଛି। ସେହି ଦିନ ତାଙ୍କ ସହିତ ଡିଉଟି ରେ ଥିବା ଅନ୍ୟ ଜଣେ ମଧ୍ୟ ଛୁଟି ରେ ରହିଥିବା ଜଣ ପଡୁଛି।
Conclusion:ପୋଲିସ ପାଇଁ ଏହି ଘଟଣା ମୁଣ୍ଡ ବ୍ୟଥା ର କାରଣ ହୋଇଛି। ନିଖୋଜ ମାଲଗାଡି ଚାଳକ କୁ ଖୋଜିବା ରେଳ3 ବିଭାଗ ପାଇଁ ମୁଣ୍ଡ ବ୍ୟଥା ର କାରଣ ହୋଇ ଥିବାରୁ ବିଭାଗ ତରଫ ରୁ ମଧ୍ୟ ତଦନ୍ତ ଆରମ୍ଭ ହୋଇଛି।
ବ୍ରଜରାଜନଗର ପରଠାରୁ ତାଙ୍କ କିଛି ଖୋଜଖବର ମିଳୁ ନ ଥିବା ଚିନ୍ତା ର କାରଣ ହେଉଛି.
Last Updated : Dec 9, 2019, 4:23 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.