ETV Bharat / city

ତୈଳଦର ବୃଦ୍ଧିକୁ ନେଇ ବାମପନ୍ଥୀ ଦଳର ମିଳିତ ବିକ୍ଷୋଭ ପ୍ରଦର୍ଶନ - ବାମପନ୍ଥୀ ଦଳର ମିଳିତ ବିକ୍ଷୋଭ ପ୍ରଦର୍ଶନ

ରାଉରକେଲାରେ ପେଟ୍ରୋଲ ଡିଜେଲର ଦର ବୃଦ୍ଧିକୁ ନେଇ ବାମପନ୍ଥୀ ଦଳର ମିଳିତ ବିକ୍ଷୋଭ ପ୍ରଦର୍ଶନ । ସିପିଆଇ, ସିପିଆଇଏମ ଓ ସିପିଆଇଏମଏଲ ତରଫରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଅଧିକ ପଢନ୍ତୁ...

ତୈଳ ଦର ବୃଦ୍ଧିକୁ ନେଇ ବାମପନ୍ଥୀ ଦଳର ମିଳିତ ବିକ୍ଷୋଭ ପ୍ରଦର୍ଶନ

author img

By

Published : Jun 30, 2020, 6:30 PM IST

ରାଉରକେଲା: ପେଟ୍ରୋଲ ଡିଜେଲର ଦର ବୃଦ୍ଧିକୁ ନେଇ ଦେଶବ୍ୟାପୀ ପ୍ରତିବାଦ କରିଛି ବାମପନ୍ଥୀ ଦଳ । ସୋମବାର ରାଉରକେଲାର ଛେଣ୍ଡ ପେଟ୍ରୋଲ ପମ୍ପ ନିକଟରେ ସିପିଆଇ, ସିପିଆଇଏମ ଓ ସିପିଆଇଏମଏଲ ତରଫରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ।

ତୈଳ ଦର ବୃଦ୍ଧିକୁ ନେଇ ବାମପନ୍ଥୀ ଦଳର ମିଳିତ ବିକ୍ଷୋଭ ପ୍ରଦର୍ଶନ

ଦେଶରେ ମହାମାରୀ ତଥା ଲୋକଡାଉନ ସମୟରେ ଗରିବ ତଥା ଖଟିଖିଆଙ୍କ ଆର୍ଥିକ ମେରୁଦଣ୍ଡ ଭାଙ୍ଗି ଯାଇଛି । ଅନ୍ତରାଷ୍ଟ୍ରୀୟ ବଜାରରେ ତୈଳ ଦର ହ୍ରାସ ପାଇଥିବା ସମୟରେ ଆମ ଦେଶରେ ତୈଳ ଦର ବୃଦ୍ଧି ଚିନ୍ତାର କାରଣ ହୋଇଛି । ପ୍ରତ୍ୟକ ଦିନ ଭାରତରେ ସାଧାରଣତଃ ଗରିବ ଶ୍ରେଣୀର ଲୋକ ରହିଛନ୍ତି । ସରକାର ପୁଞ୍ଜିପତି ଓ କମ୍ପାନୀ ପ୍ରତି ଦରଦ ଦେଖାଉଛି ବୋଲି କହିଛନ୍ତି । ପ୍ରତିବାଦ ସଭାରେ କେନ୍ଦ୍ର ସରକାର ବିରୋଧରେ କର୍ମକର୍ତ୍ତା ମାନେ ପ୍ଲାକାର୍ଡ ଧରି ସ୍ଲୋଗାନ ଦେଇଥିଲେ । କେନ୍ଦ୍ରର ନରେନ୍ଦ୍ର ମୋଦି ସରକାର ବିରୋଧରେ ଜୋରଦାର ବିରୋଧ ପ୍ରଦର୍ଶନ କରିଥିଲେ ।

ରାଉରକେଲାରୁ ରାଜେନ୍ଦ୍ରନାଥ ମିଶ୍ର,ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.