ETV Bharat / city

ପୋଲିସ ହାତରୁ ନାବାଳକ ଅପରାଧୀ ଫେରାର, ତଦନ୍ତ ଜାରି - ବାଳ ଅପରାଧୀ ଫେରାର

ପ୍ରିନ୍ସିପାଲ ମାଜିଷ୍ଟ୍ରେଟଙ୍କ ପାଖରେ ହାଜର ହୋଇ ଫେରିବା ବାଟରେ ଅପରାଧୀ ଫେରାର । ଘଟଣାଟି ହେଉଛି ରାଉରକେଲା ବାଳ ସୁଧାର ଗୃହର । ଅଧିକ ପଢନ୍ତୁ...

juvenile criminal fled away in rourkela, rourkela latest news, juvenile justice board kendujhar, ରାଉରକେଲା ଲାଟେଷ୍ଟ ନ୍ୟୁଜ୍‌, ବାଳ ଅପରାଧୀ ଫେରାର, ଜଷ୍ଟିସ ବୋର୍ଡ କେନ୍ଦୁଝର
ପ୍ରତୀକାତ୍ମକ ଫଟୋ
author img

By

Published : Dec 13, 2019, 4:58 AM IST

ରାଉରକେଲା: ପ୍ରିନ୍ସିପାଲ ମାଜିଷ୍ଟ୍ରେଟଙ୍କ ପାଖରେ ହାଜର ହୋଇ ଫେରିବା ବାଟରେ ଅପରାଧୀ ଫେରାର । ଘଟଣାଟି ହେଉଛି ରାଉରକେଲା ବାଳ ସୁଧାର ଗୃହର । ଏଠାକାର 9ଜଣ ନାବାଳକ ଅପରାଧୀଙ୍କୁ କେନ୍ଦୁଝର ଜୁଭେନାଇଲ ଜଷ୍ଟିସ ବୋର୍ଡର ପ୍ରିନ୍ସିପାଲ ମାଜିଷ୍ଟ୍ରେଟଙ୍କ ସମ୍ମୁଖରେ ହାଜର ପାଇଁ ନିଆଯାଇଥିବା ବେଳେ ଫେରିବା ବାଟରେ ଫେରାର ହୋଇଛି ଜଣେ ନାବାଳକ ଅପରାଧୀ ।

ପୋଲିସ ହାତରୁ ନାବାଳକ ଅପରାଧୀ ଫେରାର, ତଦନ୍ତ ଜାରି

ଅପରାଧୀଙ୍କ ନାମରେ ଜଣେ ନାବାଳିକାକୁ ଅସଦାଚରଣ ଓ ଗୁରୁତର ଆଘାତ କରିବା ମାମଲା ରହିଥିଲା । ଏନେଇ ସେମାନଙ୍କୁ ରାଉରକେଲା ବାଳ ସୁଧାର ଗୃହରେ ରଖାଯାଇଥିଲା । ହେଲେ ଗୁରୁବାର କେନ୍ଦୁଝର ଜୁଭେନାଇଲ ଜଷ୍ଟିସ ବୋର୍ଡରୁ ଫେରିବା ବାଟରେ ଚାନ୍ଦିପୋଷରେ ରାସ୍ତା ଜାମ ଯୋଗୁଁ ବସଟି କିଛି ସମୟ ପାଇଁ ଅଟକି ଯାଇଥିଲା । ଏହି ପରିସ୍ଥିତିର ସୁଯୋଗ ନେଇ ଜଣେ ଅପରାଧୀ ଫେରାର ହୋଇଥିଲା ।

ତେଣେ ଅନ୍ୟ 8ଜଣ ଅପରାଧୀଙ୍କୁ ପୁଣି ରାଉରକେଲା ବାଳ ସୁଧାର ଗୃହ ଅଣାଯାଇଛି । ଏ ବାବଦରେ ରାଉରକେଲା ବାଳ ସୁଧାର ଗୃହ ସୁପରିଟେଣ୍ଡେଣ୍ଟ ସିଡବ୍ଲୁସିକୁ ଜଣାଇବା ପରେ ତଦନ୍ତ ଆରମ୍ଭ ହୋଇଛି ।

ରାଉରକେଲାରୁ ରାଜେନ୍ଦ୍ରନାଥ ମିଶ୍ର, ଇଟିଭି ଭାରତ

Intro:ରାଉରକେଲା-ରାଉରକେଲା ବାଳ ସୁଧାର ଗୃହ ର ନ ଜଣ ଅନ୍ତେବାସୀ କେନ୍ଦୁଝର Juvenile Justice Board ର Principal ମଜିଷ୍ଟ୍ରେଟ ଙ୍କ ସମ୍ମୁଖରେ ହାଜର ହୋଇ ରାଉରକେଲା ଫେରୁଥିବା ବେଳେ ଜଣେ ଅନ୍ତେବାସୀ ରାଉରକେଲା ଚାନ୍ଦିପୋଷ ଥାନା ଅଞ୍ଚଳରୁ ଗାଡିରୁ ଫେରାର ହୋଇଯାଇଛି ।

Body: ଏହି ନାବାଳକ ନାମରେ ଜଣେ ନାବାଳିକା କୁ ଅସଦାଚରଣ କରିବା ଏବଂ ଗୁରୁତର ଆଘାତ କରିବା ମାମଲା ଥିଲା । ଅନ୍ୟ ୮ଜଣଙ୍କୁ ଆଣି ରାଉରକେଲା ବାଳ ସୁଧାର ଗୃହ ରେ ରଖାଯାଇଛି । ସୂଚନା ଅନୁସାରେ juvenile justice board ରେ
ହାଜର ହୋଇ ଫରିବା ବେଳେ ଚାନ୍ଦିପୋଷ ନିକଟରେ ରାସ୍ତା ଜାମ ଯୋଗୁ ବସ ଅଟକିଥିଲା । ଏହାର ସୁଯୋଗ ନେଇ ଉକ୍ତ ବାଳ ଅପରାଧୀ ଫେରାର ହୋଇଯାଇଥିଲେ ।

Conclusion:ଏ ବାବଦ ରେ ରାଉରକେଲା ବାଳ ସୁଧାର ଗୃହ ର ସୁପରିଟେଡେଣ୍ଟ CWC କୁ ଜଣାଇବା ପରେ ତଦନ୍ତ ଆରମ୍ଭ ହୋଇଛି ।
Bite_birendra Nath,superintendent,observation home,rourkela
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.