ETV Bharat / city

JNU ଘଟଣାକୁ ନେଇ NITରେ ଦୁଇଗୋଷ୍ଠି ମୁହାଁମୁହିଁ - JNU attack issue

JNU ଘଟଣାକୁ ନେଇ NITରେ ଉତ୍ତେଜନା । ଦୁଇ ଗୋଷ୍ଠି ଛାତ୍ର ମୁହାଁମୁହିଁ ହୋଇଛନ୍ତି । ପଢନ୍ତୁ ସମ୍ପୂର୍ଣ୍ଣ ରିପୋର୍ଟ...

JNU attack issue
JNU ଘଟଣାକୁ ନେଇ NITରେ ଦୁଇଗୋଷ୍ଠି ମୁହାଁମୁହିଁ
author img

By

Published : Jan 7, 2020, 10:15 PM IST

ରାଉରକେଲା: ଜେଏନୟୁ ଘଟଣାକୁ ନେଇ ସାରା ଦେଶରେ ତିବ୍ର ଉତ୍ତେଜନା ପ୍ରକାଶ ପାଇଛି । ଏହାକୁ ସବୁ ମହଲରେ ନିନ୍ଦା କରାଯାଇଛି । ଏପଟେ ଜେଏନୟୁ ଘଟଣାକୁ ନେଇ ଏନଆଇଟିରେ ଦୁଇ ଛାତ୍ର ଗୋଷ୍ଠୀ ମୁହାଁମୁହିଁ ହୋଇଛନ୍ତି ।

JNU ଘଟଣାକୁ ନେଇ NITରେ ଦୁଇଗୋଷ୍ଠି ମୁହାଁମୁହିଁ

ଗୋଟିଏ ଗୋଷ୍ଠୀର ଛାତ୍ର ଏହାକୁ ପ୍ରତିବାଦ କରି ଏକତିତ୍ର ହୋଇ ସ୍ଲୋଗାନ ଦେଉଥିବା ବେଳେ ଅନ୍ୟଗୋଷ୍ଠିର ଏହାକୁ ବିରୋଧ କରିଥିଲେ । ଯାହାକୁ ନେଇ ଅପ୍ରିତିକର ପରିସ୍ଥିତି ସୃଷ୍ଟି ହୋଇଥିଲା । ସଙ୍ଗେ ସଙ୍ଗେ ସୁରକ୍ଷାକର୍ମୀ ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲେ । ଅନ୍ୟପଟେ ଘଟଣାସ୍ଥଳରେ ପୋଲିସ ମୁତୟନ ରହିଛନ୍ତି ।

ରାଉରକେଲାରୁ ରାଜେନ୍ଦ୍ର ନାଥ ମିଶ୍ର, ଇଟିଭି ଭାରତ

Intro:NIT ପରିସର ରେ ଦୁଇ ଛାତ୍ର ଗୋଷ୍ଟି ମଧ୍ୟରେ ଉତ୍ତେଜନା
ରାଉରକେଲା-JNU ଘଟଣା କୁ ନେଇ ଆଜି ସନ୍ଧ୍ୟା ରେ NIT ର ଦୁଇ ଛାତ୍ର ଗୋଷ୍ଟି ସାମ୍ନା ସାମ୍ନି ହୋଇ ଯାଇ ଥିଲେ। ଏକ ଛାତ୍ର ଗୋଷ୍ଟି JNU ଘଟଣା କୁ ପ୍ରତିବାଦ କରିବା ପାଇଁ ଏକତ୍ରିତ ହୋଇ ସ୍ଲୋଗାନ ଦେଉ ଥିବା ସମୟ ରେ ଅନ୍ୟ ଛାତ୍ର ଗୋଷ୍ଟି ଏମାନଙ୍କ ବରୋଧ କରିଥିଲେ। ଦୁଇ ଗୋଷ୍ଟି ମଧ୍ୟ ରେ ସୁରକ୍ଷା କର୍ମୀ ଆସି ପରିସ୍ଥିତି କୁ ନିଅନ୍ତ୍ରଣ କରି ଥିଲେ ପରେ ବହୁତ ସଂଖ୍ୟା ରେ ପୋଲିସ ଆସି ଥିଲେ।

Body:ଗୋଟିଏ ଗୋଷ୍ଟି ର ଅଭିଯୋଗ ଥିଲା କି RSS ତଥା ବିଦ୍ୟାର୍ଥୀ ପରିଷଦ ର ଲୋକ ମାନେ ଆସି ଗଣ୍ଡଗୋଳ କରି ଥିଲେ। ସେହିଭଳି ବିଦ୍ୟାର୍ଥୀ ପରିଷଦ ଲୋକଙ୍କ ଅଭିଯୋଗ ଥିଲା କି 20-25 ଲୋକ NIT ଭଳି ଜାତୀୟ ସଂସ୍ଥା ର ନାମ କୁ ବଦନାମ କରି ପାରିବେ ନାହିଁ।

Conclusion:NIT ପରିସର ରେ JNU ଘଟଣା କୁ ନେଇ ଉତ୍ତେଜନା ଲାଗି ରହିଛି ତଥା ପୋଲିସ ମୁତୟନ କର ଯାଇଛି।
ବାଇଟ- ଛାତ୍ରୀ
ବାଇଟ- ବୀଜ ବିକସ, ଛାତ୍ର
ବାଇଟ-ଓମ ପ୍ରିୟଦର୍ଶୀ,ଛାତ୍ର
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.