ETV Bharat / city

ଓଡ଼ିଶାରେ ଅଫିସର ରାଜ ଚାଲିଛି: ରଘୁବର ଦାସ

author img

By

Published : Apr 3, 2019, 7:37 PM IST

ଝାରଖଣ୍ଡ ସୀମାନ୍ତ ରାଇବଗାରେ ଆୟୋଜିତ ବିଜୟ ସଂକଳ୍ପ କାର୍ଯ୍ୟକ୍ରମରେ ଯୋଗ ଦେଇ ନବୀନ ସରକାରଙ୍କ ଉପରେ ବର୍ଷିଛନ୍ତି ଝାଡଖଣ୍ଡ ସିଏମ । ନବୀନଙ୍କ ଭାଷା, ସଂସ୍କୃତି ଜ୍ଞାନକୁ ତାତ୍ସଲ୍ୟ କରି ସମାଲୋଚନା କରିଛନ୍ତି ସେ ।

ଫଟୋ ସୌଜନ୍ୟ- ସମ୍ବାଦଦାତା, ରାଉରକେଲା

ରାଉରକେଲା: ଗତ 19 ବର୍ଷ ଧରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଫିସରଙ୍କ ଦ୍ୱାରା ପରିଚାଳିତ ହେଉଛନ୍ତି। ଏଥିପାଇଁ ସେ ସାଧାରଣ ଲୋକଙ୍କ ଦୁଃଖ କଷ୍ଟକୁ ବୁଝି ପାରୁନାହାଁନ୍ତି । ଏଭଳି ଅଭିଯୋଗ କରି ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ କରିଛନ୍ତି ଝାରଖଣ୍ଡମୁଖ୍ୟମନ୍ତ୍ରୀ ରଘୁବର ଦାସ।

ଭିଡିଓ ସୌଜନ୍ୟ- ସମ୍ବାଦଦାତା, ରାଉରକେଲା

ସ୍ଥାନୀୟ ରାଇବଗାରେ ଆୟୋଜିତ ବିଜୟ ସଂକଳ୍ପ କାର୍ଯ୍ୟକ୍ରମରେ ଯୋଗ ଦେଇ ସେ ନବୀନଙ୍କୁ ତୀବ୍ର ଭର୍ତ୍ସନା କରିଛନ୍ତି। ଗୋଟିଏ ପଟେ ସେ ନବୀନଙ୍କ ଭାଷା, ସଂସ୍କୃତିଜ୍ଞାନକୁ ତାତ୍ସଲ୍ୟ କରି ସମାଲୋଚନା କରିଛନ୍ତି । ଅନ୍ୟପଟେ ବିଜେପି ସରକାରଙ୍କ ସଫଳତାର ଗାଥା ବଖାଣି ନରେନ୍ଦ୍ର ମୋଦିଙ୍କୁ ପ୍ରଂଶସାରେ ପୋତିଛନ୍ତି।

ଏଥି ସହ ସେ କହିଛନ୍ତି,ଯିଏ ନିଜର ମାତୃଭାଷାକୁ ସମ୍ମାନ କରନ୍ତି ନାହିଁ ସେ ଓଡିଶାର ମଧ୍ୟ ବିକାଶ କରିପାରିବେ ନାହିଁ। ଆଉ ଏଥି ଯୋଗୁଁ ହିଁ ନବୀନ ନିଜ ରାଜ୍ୟବାସୀଙ୍କ ସମସ୍ୟା ସମ୍ପର୍କରେ ଅବଗତ ହୋଇପାରୁ ନାହାଁନ୍ତି । କାରଣ ସେ କେବେ ଗରିବୀଦେଖନାହାଁନ୍ତି ।ଏଣୁ ଗରିବର ଦୁଃଖ ଜାଣି ନାହାଁନ୍ତି। ସେ କେନ୍ଦ୍ର ଦ୍ୱାରା ପରିଚାଳିତ ଗରିବଙ୍କ ପାଇଁ ଉର୍ଦ୍ଦିଷ୍ଟ ଯୋଜନାରୁ ମଧ୍ୟ ଜନତାଙ୍କୁ ବଞ୍ଚିତକରୁଛନ୍ତି।

ରାଜ୍ୟରେ ବିଜେପି ହିଁ ବିକାଶ କରିପାରିବ। ଦେଶର ସୁରକ୍ଷା ପାଇଁ କେନ୍ଦ୍ରରେ ମୋଦି ସରକାରରଆବଶ୍ୟକତା ରହିଛି। ସେ ଏକ ଗରିବ ଘରୁ ଆସି ପ୍ରଧାନମନ୍ତ୍ରୀ ହୋଇ ଥିବାରୁ ଗରିବଙ୍କ ଉଦ୍ଦେଶ୍ୟରେ ଯୋଜନା ପ୍ରସ୍ତୁତ କରି ତାକୁ ଲାଗୁ କରୁଛନ୍ତି। ହିନ୍ଦୁ, ମୁସଲମାନ, ଶିଖ୍‌ ,ଖ୍ରୀଷ୍ଟିଆନ ସବୁ ଧର୍ମ ଓ ସମ୍ପ୍ରଦାୟତାଙ୍କ ଯୋଜନାରେ ଉପକୃତ ହେଉଛନ୍ତି। କୃଷକ ପାଇଁ ମଧ୍ୟ କେବଳ ମୋଦି ସରକାର ହିଁ ଚିନ୍ତା କରୁଥିବା ନେଇ ସେ ଜଣାଇଛନ୍ତି।

ରାଉରକେଲାରୁ ରାଜେନ୍ଦ୍ରନାଥ ମିଶ୍ର, ଇଟିଭି ଭାରତ

Intro:Body:

दुनिया की 8 सबसे हॉट भारतीय महिला मॉडल.....

गैलरी के बारे में

------------------------------------

-------------------------------

1- मॉडल-एक्ट्रेस एंजेला जॉनसन ने 2011 में किंगफिशर कैलेंडर मॉडल हंट का खिताब जीतकर एक नया मुकाम हासिल किया. 28 फरवरी, 1990 को चेन्नई में जन्मी एंजेला ने कुछ बॉलीवुड फिल्मों में भी काम किया है. वह वर्ष 2011 में टाइम्स ऑफ़ इंडिया के सर्वे में टॉप 50 में मोस्ट डिजायरेबल वूमेंस की फेहरिस्त में भी शामिल हो चुकीं हैं.

2- निकोल फारिया ने मिस अर्थ 2010 जीता और मिस अर्थ जीतने वाली भारत की पहली महिला बनीं. बंगलौर की सुंदरी कई फैशन पत्रिकाओं जैसे एले, वोग, कॉस्मोपॉलिटन में भी काम कर चुकीं हैं.

3- उत्तराखंड के एक छोटे से शहर में जन्मीं सोनम बाजवा 2012 में फेमिना मिस इंडिया प्रतियोगिता में भाग लेने के कारण सुर्खियों में आईं. मॉडलिंग के अलावा, सोनम को पंजाबी और तमिल फिल्मों में हॉट ब्यूटी के रूप में भी जाना जाता है. साथ ही सोनम ब्लॉक बस्टर फिल्म “पंजाब 1984” में लीडिंग रोल में भी नजर आ चुकी हैं.

4- एक अन्य युवा मॉडल, अदिति आर्य को लीडिंग भारतीय मॉडल में गिना जाता है. उन्होंने फेमिना मिस इंडिया वर्ल्ड 2015 का खिताब जीता था.

5- सुप्रिया आइमन को 2012 में बिहार की राजकुमारी के रूप में ताज पहनाया गया. साथ ही सुप्रिया जापान के टोक्यो में आयोजित मिस इंटरनेशनल 2015 में भारत का प्रतिनिधित्व करने के लिए शीर्ष पर थीं. हॉट मॉडल सुप्रिया ने कई बड़े ब्रांड्स जैसे कि Sunsilk, Biba Apparels, Lolral, Pantaloons Fashion और Retail का समर्थन भी किया है.

6- शर्लिन चोपड़ा जो कई बॉलीवुड फिल्मों में नज़र आ चुकी हैं. वह अमेरिकी पुरुषों की पत्रिका 'प्लेबॉय' के लिए न्यूड पोज देने वाली पहली भारतीय मॉडल थीं. मॉडल शर्लिन को अपनी बोल्डनेस के चलते विवादों में रहना पड़ा. साथ ही उन्हें अब तक की सबसे हॉट मॉडल में भी गिना जाता है.

7- पूनम पांडे ने मॉडलिंग में अपना करियर शुरू किया. साथ ही बॉलीवुड और टॉलीवुड की कई फिल्मों में काम किया. वह 'ग्लैडरैग्स 2010' के शीर्ष नौ प्रतियोगियों में से एक थीं.

8- उर्वशी रौतेला अब तक की सबसे अधिक सौंदर्य प्रतियोगिता जीतने वाली सबसे कम उम्र की हॉट मॉडल हैं. उर्वशी को युवा और सेक्सी महिला के रुप में दुनिया की सबसे सफल मॉडल में से एक माना जाता है.

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.