ETV Bharat / city

ମୁକ୍ତିକାନ୍ତଙ୍କ ଟିକେଟକୁ ନେଇ କଂଗ୍ରେସରେ କନ୍ଦଳ - rourkela

ମୁକ୍ତିକାନ୍ତଙ୍କ ଟିକେଟ ଦେବା ନେଇ କଂଗ୍ରେସ ନେତା ଓ କର୍ମୀଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି । କଂଗ୍ରେସର ସଭ୍ୟ ନଥାଇ ତାଙ୍କୁ ପ୍ରାର୍ଥୀ କରାଯିବା ନିଷ୍ପତି ଉପରେ ପୁର୍ନବିଚାର କରିବାକୁ ଦାବି ହୋଇଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ରାଉରକେଲା
author img

By

Published : Mar 24, 2019, 4:11 AM IST

ରାଉରକେଲା: ସାଧାରଣ ନିର୍ବାଚନରେ ଦଳୀୟ ଟିକେଟ ପାଇଁ ନେତାଙ୍କ ମଧ୍ୟରେ ଛକାପଞ୍ଝା ଲାଗି ରହିଥିବାବେଳେ କଂଗ୍ରେସ ପ୍ରାର୍ଥୀ ଭାବରେ ମୁକ୍ତିକାନ୍ତ ବିଶ୍ୱାଳଙ୍କ ନାମ ଘୋଷଣା କରାଯାଇଛି । ଯାହାକୁ ନେଇ କଂଗ୍ରେସରେ ଉଠିଛି ବିଦ୍ରୋହର ଧ୍ବନି । ଏନେଇ ଶନିବାର ରାଉରକେଲା ଉଦିତନଗର ସ୍ଥିତ ରାଧାକୃଷ୍ଣ ମନ୍ଦିରରେ କଂଗ୍ରେସ ପକ୍ଷରୁ ଏକ ବୈଠକ ଡକାଯାଇଥିଲା । ଯେଉଁଥିରେ ଦଳର ବରିଷ୍ଠ ନେତା ଓ କର୍ମୀ ଉପସ୍ଥିତ ଥିଲେ ।

ବୈଠକରେ ମୁକ୍ତିକାନ୍ତଙ୍କୁ ଟିକେଟ ଦେବାର ନିଷ୍ପତି ଉପରେ ପୁର୍ନବିଚାର କରିବାକୁ ଦାବି ହୋଇଛି । ମୁକ୍ତିକାନ୍ତ କଂଗ୍ରେସର ସଭ୍ୟ ନଥାଇ ତାଙ୍କୁ ପ୍ରାର୍ଥୀ କରାଯିବା ଘଟଣାକୁ ତୀବ୍ର ବିରୋଧ କରାଯାଇଛି । ତୁରନ୍ତ ଏହି ନିଷ୍ପତ୍ତି ଉପରେ ପୁର୍ନବିଚାର କରାନଗଲେ ସମୂହ ଇସ୍ତଫା ଦେବେ ବୋଲି ଚେତାବନି ଦେଇଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ରାଉରକେଲା

ସୂଚନାଯୋଗ୍ୟ, ରାଉରକେଲା ଆଇଜିଏଚକୁ ସୁପର ସ୍ପେଶାଲିଟି ହସ୍ପିଟାଲରେ ପରିଣତ କରିବା ଏବଂ ଦ୍ବିତୀୟ ବ୍ରାହ୍ମଣୀ ସେତୁ ନିର୍ମାଣ ପାଇଁ ପ୍ରଧାନମନ୍ତ୍ରୀ ମୋଦି ଘୋଷଣା କରିଥିଲେ । ମାତ୍ର ରାଉରକେଲାବାସୀଙ୍କୁ ପ୍ରତିଶ୍ରୁତି ଦେଇ ଭୂଲି ଯାଇଥିଲେ ମୋଦି । ଯାହାକୁ ମନେପକାଇବା ପାଇଁ ରାଉରକେଲାରୁ ଚାଲି ଚାଲି ଦିଲ୍ଲୀରେ ପ୍ରଧାନମନ୍ତ୍ରୀଙ୍କୁ ଦେଖା କରିବାକୁ ଯାଇ ଚର୍ଚ୍ଚାର ପରିସରକୁ ଆସିଥିଲେ ମୁକ୍ତିକାନ୍ତ ବିଶ୍ବାଳ ।

ରାଉରକେଲାରୁ ରାଜେନ୍ଦ୍ର ନାଥ ମିଶ୍ର, ଇଟିଭି ଭାରତ

AP Video Delivery Log - 1800 GMT News
Saturday, 23 March, 2019
Here is a roundup of Associated Press video content which has been sent to customers in the last hour. These items are available to access now on Media Port and Video Hub. Please note, customers will receive stories only if subscribed to the relevant product.
AP-APTN-1755: Algeria Protest AP Clients Only 4202473
Lawyers march demanding Bouteflika's departure
AP-APTN-1749: Ukraine Protest AP Clients Only 4202472
Thousands of nationalists rally against President
AP-APTN-1730: UK Brexit March 2 AP Clients Only 4202470
Thousands march through for right to vote on Brexit deal
AP-APTN-1724: Norway Cruise Ship 2 MANDATORY ON SCREEN CREDIT: Odd Roar Lange/thetravelinspector.no 4202469
Cruise ship off Norway issues mayday; begins evacuations
AP-APTN-1711: Afghanistan Kunduz Protest AP Clients Only 4202468
Dozens protest after civilians killed in military operation
AP-APTN-1644: Russia Mueller Analyst AP Clients Only 4202465
Russian analyst on Kremlin reax to Mueller probe
AP-APTN-1637: Norway Cruise Ship No Access Norway 4202464
STILLS: Cruise ship issues mayday; evacuated
AP-APTN-1611: Ethiopia Plane CEO AP Clients Only 4202459
ONLY ON AP Airline chief queries 737 Max 8 training
AP-APTN-1610: Italy China AP Clients Only 4202462
Xi arrives for MOU signing on Belt and Road initiative
AP-APTN-1604: UK Brexit Mayor AP Clients Only 4202460
Khan: It's time to withdraw Article 50 and move forward
To opt-in to receive AP’s video updates (content alerts, outlooks, etc) via email, please register via http://discover.ap.org/Signup-for-APvideoalert
If you have a video coverage enquiry, please contact the Customer Desk (available 24/7) – customerdesk@ap.org
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.