ETV Bharat / city

ଆଖଣ୍ଡଳମଣି ମନ୍ଦିର ପାଖ ଜଙ୍ଗଲରୁ ଝୁଲନ୍ତା ମୃତଦେହ ଉଦ୍ଧାର - ରାଉରକେଲା ଲାଟେଷ୍ଟ ନ୍ୟୁଜ୍‌

ସ୍ଥାନୀୟ 19 ନଂ ସେକ୍ଟର ସ୍ଥିତ ଆଖଣ୍ଡଳମଣି ମନ୍ଦିର ନିକଟସ୍ଥ ଜଙ୍ଗଲରୁ ଉଦ୍ଧାର ହୋଇଛି ଜଣେ ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ । ଅଧିକ ପଢନ୍ତୁ...

ପ୍ରତୀକାତ୍ମକ ଫଟୋ
author img

By

Published : Nov 17, 2019, 5:11 PM IST

ରାଉରକେଲା: ସ୍ଥାନୀୟ 19 ନଂ ସେକ୍ଟର ସ୍ଥିତ ଆଖଣ୍ଡଳମଣି ମନ୍ଦିର ନିକଟସ୍ଥ ଜଙ୍ଗଲରୁ ଉଦ୍ଧାର ହୋଇଛି ଜଣେ ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ । ବର୍ତ୍ତମାନ ସୁଦ୍ଧା ମୃତକଙ୍କ ପରିଚୟ ମିଳିପାରି ନଥିବା ବେଳେ ମୃତ୍ୟୁର କାରଣ ମଧ୍ୟ ସ୍ପଷ୍ଟ ହୋଇପାରି ନାହିଁ । ତେଣେ ମୃତ ବ୍ୟକ୍ତିଙ୍କ ପାଖରେ ଚପଲ, ପାଣି ବୋତଲ ଓ ଅନ୍ୟାନ୍ୟ ସାମଗ୍ରୀ ତଳେ ପଡି ରହିଥିବା ଦେଖିବାକୁ ମିଳିଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ରାଉରକେଲା

ସ୍ଥାନୀୟ ଲୋକଙ୍କଠାରୁ ଖବର ପାଇ 19ନଂ ସେକ୍ଟର ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ମୃତକଙ୍କ ଚିହ୍ନଟ ପ୍ରକ୍ରିୟା ମଧ୍ୟ ଆରମ୍ଭ ହେବା ସହ ବ୍ୟବଚ୍ଛେଦ ରିପୋର୍ଟ ପରେ ହିଁ ଏହା ହତ୍ୟା ନା ଆତ୍ମହତ୍ୟା ସ୍ପଷ୍ଟ ଜଣା ପଡିବ ବୋଲି ସୂଚନା ଦେଇଛି ପୋଲିସ ।

ରାଉରକେଲାରୁ ରାଜେନ୍ଦ୍ର ନାଥ ମିଶ୍ର, ଇଟିଭି ଭାରତ

Intro:ରାଉରକେଲା-ରାଉରକେଲା 19 ନମ୍ବର ସେକ୍ଟର ସ୍ଥିତ ଆଖଣ୍ଡଳମଣି ମନ୍ଦିର ନିକଟସ୍ଥ ଜଙ୍ଗଲରୁ ଜଣେ ବ୍ୟକ୍ତିଙ୍କ ଝୁଲନ୍ତା ଶବ ଉଦ୍ଧାର କରାଯାଇଛି । ମୃତ ବ୍ୟକ୍ତି ଙ୍କୁ ଚିହ୍ନଟ କରାଯାଇ ପାରିନାହିଁ । ଏକ ଗଛ ଡାଳରେ ଝୁଲୁଥିବା ବ୍ୟକ୍ତି ଜଣକ ଏକ ଟି ସାର୍ଟ ଏବଂ ପ୍ୟାଣ୍ଟ ପିନ୍ଧିଥିବା ବେଳେ ଚପଲ , ପାଣି ବୋତଲ ଏବଂ ଅନ୍ୟ କେତେକ ସାମଗ୍ରୀ ପାଖରେ ରହିଛି ।

Body:19 ନମ୍ବର ସେକ୍ଟର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।ମୃତକ କୁ ଚିହ୍ନଟ ପାଇଁ ଉଦ୍ୟମ କର ଯାଉଛି ତଥା ଶବ ବ୍ୟବଚ୍ଛେଦ ପରେ ସ୍ପଷ୍ଟ ହେବ କି ଏହା ହତ୍ୟା ନ ଆତ୍ମା ହତ୍ୟା।
Conclusion:ଆଖ ପାଖ ଲୋକ ମାନେ ମଧ୍ୟ ଆସି ଶବ କୁ ଦେକୁଛନ୍ତି କିନ୍ତୁ ଚିହ୍ନଟ ହେଲେ ସବୁ ସ୍ପଷ୍ଟ ହେବ।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.