ETV Bharat / city

ରାଉରକେଲାରେ ଫାଟିଲା ଗ୍ୟାସ ସିଲିଣ୍ଡର, 2 ଆହତ

ରାଉରକେଲାରେ ଗ୍ୟାସ ସିଲିଣ୍ଡର ଫାଟି ଦୁଇ ଆହତ । ଡାକ୍ତରଖାନାରେ ଭର୍ତ୍ତି । ସେଲୁନରେ ରୋଷେଇ କରୁଥିବା ସମୟରେ ଏପରି ଅଘଟଣ ହୋଇଥିବା ସୂଚନା ।

ଡିଜାଇନ ଫଟୋ
author img

By

Published : Nov 18, 2019, 5:33 PM IST

ରାଉରକେଲା: ପାନପୋଷରେ ଗ୍ୟାସ ସିଲିଣ୍ଡର ଫାଟି ଦୁଇ ଆହତ । ସରକାରୀ ମହାବିଦ୍ୟାଳୟ ନିକଟରେ ଥିବା ସେଲୁନରେ ଫାଟିଲା ଗ୍ୟାସ ସିଲିଣ୍ଡର । ସେଲୁନ ମାଲିକ ଚନ୍ଦନ ଠାକୁର ଓ ନିକଟରେ ଥିବା ସୋଫା ଦୋକାନୀ ଗୋବିନ୍ଦ ଗୁରୁତର ଆହତ ।

ରାଉରକେଲାରେ ଫାଟିଲା ଗ୍ୟାସ ସିଲିଣ୍ଡର, 2 ଆହତ

ଚନ୍ଦନଙ୍କୁ ସରକାରୀ ହସ୍ପିଟାଲରେ ଚିକିତ୍ସା କରାଯାଉଥିବାବେଳେ ଗୁରୁତର ଆହତ ଗୋବିନ୍ଦଙ୍କୁ ଆଇଜିଏଚ୍‌ ସ୍ଥାନାନ୍ତର କରାଯାଇଛି । ସୂଚନା ଅନୁସାରେ, ସେଲୁନରେ ଚନ୍ଦନ ଖାଦ୍ୟପ୍ରସ୍ତୁତ କରୁଥିବା ସମୟରେ ଏପରି ଅଘଟଣ ହୋଇଥିଲା ।

ରାଉରକେଲାରୁ ରାଜେନ୍ଦ୍ରନାଥ ମିଶ୍ର, ଇଟିଭି ଭାରତ

Intro:ରାଉରକେଲା ପାନପୋଷ ଛକ ସରକାରୀ ମହାବିଦ୍ୟାଳୟ ନିକଟରେ ଥିବା ଏକ ସେଲୁନ ମଧ୍ୟରେ ଥିବା ଗ୍ୟାସ ସିଲିଣ୍ଡର ଫାଟିଯିବାରୁ ଦୁଇଜଣ ଆହତ ହୋଇଛନ୍ତି । ସେଲୁନ ମାଲିକ ଚନ୍ଦନ ଠାକୁର ଙ୍କୁ ସରକାରୀ ହସ୍ପିଟାଲ ରେ ଚିକିତ୍ସା କରାଯାଉଥିବା ବେଳେ ଗୁରୁତର ଆହତ ଗୋବିନ୍ଦ ଙ୍କୁ IGH ସ୍ଥାନାନ୍ତର କରାଯାଇଛି ।
Body:ମିଳିଥିବା ସୂଚନା ଅନୁସାରେ ଗୋବିନ୍ଦ ଠାକୁର ସେଲୂନ ରେ ଖାଇବା ତିଆରି କରି ଥିବା ବେଳେ ନିଆ ଲାଗିଯିନରୁ ରେ ସିଲିଣ୍ଡର ଫିଙ୍ଗିବା ଯୋଗୁ ସୋଫା ଦୋକାନୀ ଗୋବିନ୍ଦ ପୋଡି ଯାଇ ଥିଲା।Conclusion:ସ୍ଥାନୀୟ ଲୋକଙ୍କ ସହାୟତା ରେ ପୋଲିସ ଆହତ ମାନଙ୍କୁ ଚିକତ୍ସା ପାଇଁ ପଠାଇଛି ତଥା ଘଟଣା ର ତଦନ୍ତ କରୁଛି
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.