ETV Bharat / city

ସରପଞ୍ଚଙ୍କ ସ୍ବାମୀ ଓ ବନ୍ଧୁଙ୍କୁ ଗୁଳିମାଡ଼, କାରଣ ଅସ୍ପଷ୍ଟ - ସରପଞ୍ଚଙ୍କ ବନ୍ଧୁଙ୍କୁ ଗୁଳିମାଡ଼

ରାଉରକେଲା ତଳସରା ଥାନା କୁରେଇ ପଞ୍ଚାୟତ ସରପଞ୍ଚଙ୍କ ସ୍ବାମୀ ହୃଦାନନ୍ଦ ବାରିକ ଏବଂ ଶିକ୍ଷକ ରଣ ସିଂଙ୍କୁ ଗୁଳିମାଡ଼ । ଗୁରୁତର ଅବସ୍ଥାରେ ସେମାନଙ୍କୁ ସୁନ୍ଦରଗଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ରାଉରକେଲା
author img

By

Published : Aug 14, 2019, 8:22 PM IST

ରାଉରକେଲା: ତଳସରା ଥାନା କୁରେଇ ପଞ୍ଚାୟତ ସରପଞ୍ଚଙ୍କ ସ୍ବାମୀ ଏବଂ ତାଙ୍କ ଶିକ୍ଷକ ବନ୍ଧୁଙ୍କୁ ଗୁଳିମାଡ଼ ହୋଇଛି । ଗୁରୁତର ଅବସ୍ଥାରେ ସୁନ୍ଦରଗଡ଼ ମେଡିକାଲରେ ଭର୍ତ୍ତି କରାଯାଇ ଚିକିତ୍ସା ଜାରି ରହିଛି । ସରପଞ୍ଚଙ୍କ ସ୍ବାମୀ ହୃଦାନନ୍ଦ ବାରିକ ଏବଂ ଶିକ୍ଷକ ରଣ ସିଂଙ୍କୁ ଗୁଳିମାଡ଼ ହୋଇଥିବା ସୂଚନା ମିଳିଛି । ଏହି ଗୁଳିକାଣ୍ଡର କାରଣ ଅସ୍ପଷ୍ଟ ରହିଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ରାଉରକେଲା

୩ ଜଣ ଦୁର୍ବୃତ୍ତ ବାଇକରେ ଆସି ଗୁଳିମାଡ଼ କରିଥିବା ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି । ଗୁଳିମାଡ଼ କରିଥିବା ଯୁବକ ମୁଖା ପିନ୍ଧିଥିବାରୁ ତାଙ୍କ ପରିଚୟ ମିଳିନାହିଁ । ଘଟଣା ସମ୍ପର୍କରେ ସଦର ପୋଲିସ ସୂଚନା ପାଇ ଘଟଣାସ୍ଥଳରେ ପହଞ୍ଚିଛି । ସେପଟେ ଗୁଳିକାଣ୍ଡର କାରଣ ଜାଣିବା ପାଇଁ ପୋଲିସ ଆହତଙ୍କ ସହିତ ତାଙ୍କ ପରିବାର ଲୋକଙ୍କୁ ପଚରାଉଚରା କରୁଛି ।

ରାଉରକେଲାରୁ ରାଜେନ୍ଦ୍ର ନାଥ ମିଶ୍ର, ଇଟିଭି ଭାରତ

Intro:ରାଉରକେଲା- ତଳସରା ଥାନା କୁରେଇ ପଞ୍ଚାୟତ ସରପଞ୍ଚ ଙ୍କ ସ୍ବାମୀ ଙ୍କୁ ଏବଂ ତାଙ୍କ ବନ୍ଧୁ ଶିକ୍ଷକ ଙ୍କୁ ଗୁଳିମାଡ଼ ହୋଇଛି। ଆହତ ମାନଙ୍କୁ ସଦର ହସ୍ପିଟାଲ ରେ ଭର୍ତି କରା ଯାଇଛି।Body: ସରପଞ୍ଚ ଙ୍କ ସ୍ବାମୀ ହୃଦାନନ୍ଦ ବାରିକ, ଶିକ୍ଷକ ରଣ ସିଂ ଙ୍କୁ ଗୁଳିମାଡ଼। ଗୁରୁତର ଅବସ୍ଥାରେ ସୁନ୍ଦରଗଡ଼ ମେଡିକାଲ ରେ ଭର୍ତ୍ତି କରି ଚିକିତ୍ସା ଜାରି ରହିଛି। ୩ ଜଣ ଦୁର୍ବୃତ୍ତ ବାଇକ ରେ ଆସି ଗୁଳିମାଡ଼ କରିଛନ୍ତି ବୋଲି କୁହ ଯାଉଛି। ଗୁଳି ମାଡ଼ କରିଥିବା ଯୁବକ ମୁଖବପିନ୍ଧି ଥିବାରୁ ତାଙ୍କ ପରିଚୟ ମିଳି ନାହିଁ।
Conclusion:ପୋଲିସ ଗୁଳିକାଣ୍ଡ ର କାରଣ ବୁଝିବା ପାଇଁ ଆହତ ମାନଙ୍କ ସହିତ ତାଙ୍କ ପରିବାର ଲୋକଙ୍କ ସହିତ ତାଙ୍କ ପାଖ ଲୋକଙ୍କୁ ପଚରା ଉଚରା କରୁଛି। ଗୁଳିକାଣ୍ଡ ର କାରଣ ଖୋଜୁଛି ପୋଲିସ।
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.