ETV Bharat / city

ଗ୍ୟାସ ସିଲିଣ୍ଡର ଫାଟି ଜଳିଗଲା 4 ବଖରା ଘର, 2 ଆହତ

ମିଠା ତିଆରି ବେଳେ ଫାଟିଲା ଗ୍ୟାସ ସିଲିଣ୍ଡର । ଅଗ୍ନିକାଣ୍ଡରେ 4 ବଖରା ଭସ୍ମୀଭୂତ ହେବା ସହ 2 ଜଣ ଆହତ ହୋଇଛନ୍ତି । ଅଧିକ ଖବର ପଢନ୍ତୁ...

author img

By

Published : Dec 27, 2019, 5:34 PM IST

Updated : Dec 27, 2019, 6:17 PM IST

fire breaks
ସିଲିଣ୍ଡିର ଫାଟି ଜଳିଗଲା 4 ଘର, 2 ଆହତ

ରାଉରକେଲା: ଗ୍ୟାସ ସିଲିଣ୍ଡର ଫାଟି 4 ବଖରା ଭସ୍ମୀଭୂତ। ଅଗ୍ନିକାଣ୍ଡରେ 2 ଜଣ ମଧ୍ୟ ଆହତ ହୋଇଛନ୍ତି । ଘଟଣାଟି ରାଉରକେଲା ଟିମ୍ବର କଲୋନୀ ନିକଟ ବୈଷ୍ଣ ଦେବୀ ମନ୍ଦିର ନିକଟରେ ଘଟିଛି।

ସିଲିଣ୍ଡିର ଫାଟି ଜଳିଗଲା 4 ଘର, 2 ଆହତ

ଖବର ପାଇ ଘଟଣାସ୍ଥଳରେ ଫାୟାର ବ୍ରିଗେଡ଼ ଟିମ ଏବଂ ପୋଲିସ ପହଞ୍ଚି ବହୁତ ପରିଶ୍ରମ ପରେ ନିଆଁ ଲିଭାବାରେ ସଫଳ ହୋଇଛି । ଘଟଣା ପରେ ଅଞ୍ଚଳରେ ଆତଙ୍କ ଖେଳି ଯାଇଥିଲା । ଏକ ଘରେ ମିଠା ପ୍ରସ୍ତୁତ କରାଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା ।

ନିଆଁ ଲାଗିଥିବା ଘରୁ ପୋଲିସ ଏପର୍ଯ୍ୟନ୍ତ 4 ଟି କୁକିଙ୍ଗ ଗ୍ୟାସ ସିଲିଣ୍ଡର ଏବଂ ବହୁ ରିଫାଇନ ତେଲ ଟିଣ ବାହାର କରିଛି । ବସ୍ତି ଭିତରେ ଏହି ମିଠା ତିଆରି କାମ ଚାଲିଥିଲା ।

ରାଉରକେଲାରୁ ରାଜେନ୍ଦ୍ର ନାଥ ମିଶ୍ର, ଇଟିଭି ଭାରତ

Intro:ରାଉରକେଲା-ରାଉରକେଲା ଟିମ୍ବର କଲୋନୀ ନିକଟବୈଷ୍ଣ ଦେବୀ ମନ୍ଦିର ନିକଟରେ ଏକ ଘରେ ଗ୍ୟାସ ସିଲିଣ୍ଡର ଫାଟି ନିଆଁ ଲାଗିଯିବାରୁ 4 ଟି ଘର ପୋଡି ଭସ୍ମୀଭୂତ ହୋଇଯାଇଥିବା ବେଳେ 2 ଜଣ ଆହତ ହୋଇଛନ୍ତି । ଏଠାରେ ମିଠା ତିଆରି କରାଯାଇଥାଏ।

Body:ଘଟଣା ସ୍ଥଳରେ ଫାୟାର ବ୍ରିଗେଡ଼ ଟିମ ଏବଂ ପୋଲିସ ପହଞ୍ଚି ବହୁତ ପରିଶ୍ରମ ପରେ ନିଆଁ ଲିଭାଇରେ ସଫଳ ହୋଇ ଥିଲେ। ଘଟଣା ପରେ ଅଂଚଲ ରେ ଆତଙ୍କ ଖେଳି ଯାଇ ଥିଲା।

Conclusion:। ଏକ ଘରେ ମିଠା ପ୍ରସ୍ତୁତ କରାଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା । ନିଆଁ ଲାଗିଥିବା ଘରୁ ପୋଲିସ ଏପର୍ଯ୍ୟନ୍ତ 4 ଟି କୁକିଙ୍ଗ ଗ୍ୟାସ ସିଲିଣ୍ଡର ଏବଂ ବହୁ ରିଫାଇନ ତେଲ ଟିଣ ବାହାର କରି ଥିଲେ।ବସ୍ତି ଭିତରେ ଏହି ମିଠା ତିଆରି କାମ ଚାଲିଥିଲା।
Last Updated : Dec 27, 2019, 6:17 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.