ETV Bharat / city

ସାବଧାନ ! ମେଡିକାଲରେ ବୁଲୁଛନ୍ତି ନକଲି ଡାକ୍ତର - 3 ବର୍ଷ ଧରି ରୋଗୀଙ୍କ ସେବାରେ ନକଲି ଡାକ୍ତର

3 ବର୍ଷ ଧରି ରୋଗୀଙ୍କ ସେବାରେ ସୁନ୍ଦରଗଡର ନକଲି ଡାକ୍ତର। ଖବର ପାଇ ସ୍ବାସ୍ଥ୍ୟବିଭାଗର ଖୋଳତାଡ। ଭୀମସାର ସହ ଅଲ ଇଣ୍ଡିଆ ମେଡିକାଲ କାଉନସିଲକୁ ଜବାବ ତଲବ। ଅଧିକ ଖବର ପଢନ୍ତୁ...

ସାବଧାନ ! ମେଡିକାଲଲେ ବୁଲୁଛନ୍ତି ନକଲି ଡାକ୍ତର
author img

By

Published : Nov 12, 2019, 2:23 PM IST

Updated : Nov 12, 2019, 3:09 PM IST

ରାଉରକେଲା: ମେଡିକାଲରେ ନିଯୁକ୍ତି ପାଇଛନ୍ତି ନକଲି ଡାକ୍ତର। ଜାଲ୍ ପ୍ରମାଣପତ୍ର ଓ ଡିଗ୍ରୀ ସାର୍ଟିଫିକେଟ ଦେଖାଇ ସରକାରୀ ଚାକିରୀ ହାତେଇଛନ୍ତି । ତେବେ ଏଭଳି ସଙ୍ଗୀନ ଅଭିଯୋଗ ଆସିଛି ସୁନ୍ଦରଗଡ ଜିଲ୍ଲା ନୂଆଗାଁ ବ୍ଲକ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରରୁ । ଆଜିକି 3 ବର୍ଷ ବିତିଯାଇଥିଲେ ମଧ୍ୟ ଉକ୍ତ MBBS ଡାକ୍ତର ଜଣଙ୍କ ସ୍ବାସ୍ଥ୍ୟକେନ୍ଦ୍ରରେ ସ୍ବାସ୍ଥ୍ୟସେବା ଦେଇଆସୁଛନ୍ତି ।

ସାବଧାନ ! ମେଡିକାଲଲେ ବୁଲୁଛନ୍ତି ନକଲି ଡାକ୍ତର

ଏବେ ଘଟଣାଟି ଲୋକଲୋଚନକୁ ଆସିବା ପରେ ସ୍ବାସ୍ଥ୍ୟବିଭାଗ ଖୋଳତାଡ ଆରମ୍ଭ କରିଛି। ହେଲେ ତଦନ୍ତ ଆରମ୍ଭ ହେବା ପରଠୁ ସମ୍ପୃକ୍ତ ଡାକ୍ତରଙ୍କ ପତ୍ତା ମିଳୁନାହିଁ। ଉକ୍ତ ଡାକ୍ତରଙ୍କ ସାର୍ଟିଫିକେଟକୁ ନେଇ ଭୀମସାରକୁ ଚିଠି ଲେଖିବା ସହିତ ତାଙ୍କ ପଞ୍ଜିକରଣ କେଉଁ ପରିସ୍ଥିତିରେ ବିହାର ମେଡିକାଲ କାଉନସିଲରେ କରାଯାଇଛି, ତାହାକୁ ନେଇ ତନାଘନା ଜୋରସୋର କରାଯାଇଛି । ଏପରିକି ଘଟଣାକୁ ନେଇ ଅଲ ଇଣ୍ଡିଆ ମେଡିକାଲ କାଉନସିଲ ତଥା ବିହାର ମେଡିକାଲ କାଉନସିଲକୁ ମଧ୍ୟ ଚିଠି ଲେଖାଯାଇଥିବା କୁହାଯାଉଛି ।

ସୂଚନା ଅନୁସାରେ, ଏହି ଡାକ୍ତର ଇସ୍ପାତ କଲେଜ ପରେ ରାଉରକେଲା VSS ମେଡିକାଲ କଲେଜର ଡିଗ୍ରୀ ଦାଖଲ କରି ଚାକିରୀ ପାଇଥିଲେ। ସାର୍ଟିଫିକେଟ ଅନୁଯାୟୀ 2002 ମସିହାରେ ସେ MBBS ଡିଗ୍ରୀ ହାସଲ କରି ହାଇଟେକ ମେଡିକାଲ, ରେଳବାଇ, ରାଉରକେଲା ଇସ୍ପାତ କାରଖାନା ସମାଜ ମଙ୍ଗଳ ବିଭାଗରେ କାମ କରି ତଡା ଖାଇଛନ୍ତି। ପରେ 2016ରେ ନୂଆଗାଁ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରରେ ଅସ୍ଥାୟୀ ଭାବେ ନିଯୁକ୍ତି ପାଇଥିଲେ। ଏହିପରି ଭାବେ ସେ ସରକାରୀ ତହବିଲରୁ କୋଟି କୋଟି ଟଙ୍କା ଦରମା ଆକାରରେ ନେଇଥିବାବେଳେ ସ୍ବାସ୍ଥ୍ୟ ବିଭାଗ ଖୋଳତାଡ଼ ପରେ ଏବେ ଆଉ ସେ ମିଳୁନାହାଁନ୍ତି ।

ରାଉରକେଲାରୁ ରାଜେନ୍ଦ୍ର ନାଥ ମିଶ୍ର, ଇଟିଭି ଭାରତ

Intro:ରାଉରକେଲା-ସୁନ୍ଦରଗଡ ଜିଲ୍ଲା ନୂଆଗାଁ ବ୍ଲକ ରେ ତିନି ବର୍ଷ ହେଲା ପଦ୍ମ ନାଭନ ମୁଖୀ Karwa ନାମକ ଜଣେ ବ୍ୟକ୍ତି MBBS ଡାକ୍ତର ଭାବେ ନୂଆଗାଁ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ସ୍ୱାସ୍ଥ୍ୟ ସେବା ଦେଇ ଆସୁଥିଲେ ମଧ୍ୟ ସେ ନକଲି ଡାକ୍ତରୀ ଡିଗ୍ରୀ ଦାଖଲ କରି ସରକାରୀ ଚାକିରୀ ପାଇଥିବା ଅଭିଯୋଗ ର ତଦନ୍ତ ଆରମ୍ଭ କରିଛି ବିଭାଗ।। ଏ ବାବଦରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଖୋଳ ତାଡ଼ ଆରମ୍ଭ ହେବା ପରେ ସମ୍ପୃକ୍ତ ଡାକ୍ତର ମିଳୁନହାନ୍ତି। ତାଙ୍କ ସାର୍ଟିଫିକେଟ କୁ ନେଇ ଭୀମସାର କୁ ଚିଠି ଲେଖିବା ସହିତ ତାଙ୍କ ପଞ୍ଜିକରଣ କେଉଁ ପରିସ୍ଥିତି ରେ ବିହାର ମେଡିକାଲ council ରେ କର ଯାଇଛି ଏହାକୁ ନେଇ ଇଣ୍ଡିଆ ମେଡିକାଲ council ତଥା ବିହାର ମେଡିକାଲ council କୁ ମଧ୍ୟ ଚିଠି ଲେଖା ଯାଇ ଥିବା କୁହ ଯାଉଛି।

Body: ଏହି ଡାକ୍ତର ଇସ୍ପାତ କଲେଜ ପରେ ରାଉରକେଲାVSS ମେଡିକାଲ କଲେଜ ର ଡିଗ୍ରୀ ଦାଖଲ କରି ଚାକିରୀ ପାଇଥିଲେ । ସାର୍ଟିଫିକେଟ ଅନୁଯାୟୀ 2002 ମସିହାରେ ସେ MBBS ଡିଗ୍ରୀ ହାସଲ କରି ହାଇଟେକ ମେଡିକାଲ , ରେଳବାଇ , ରାଉରକେଲା ଇସ୍ପାତ କାରଖାନା ସମାଜ ମଙ୍ଗଳ ବିଭାଗ ରେ କାମ କରି ତଡା ଖାଇବା ପରେ 2016 ରେ ନୂଆଗାଁ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଅସ୍ଥାୟୀ ଭାବେ ନିଯୁକ୍ତି ପାଇଥିଲେ ।

Conclusion:ଏହିପରି ଭାବେ ସେ ସରକାରୀ ତହବିଲ ରୁ କୋଟି କୋଟି ଟଙ୍କା ଦରମା ଆକାର ରେ ନେଇଥିବା ବେଳେ ସ୍ୱାସ୍ଥ୍ୟ ବିଭାଗ ଖୋଳ ତାଡ଼ ପରେଏବେ ଆଉ ସେ ମିଳୁନହାନ୍ତି
ବାଇଟ- ସରୋଜ ମିଶ୍ର, cdmo, sundargarh
Last Updated : Nov 12, 2019, 3:09 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.