ETV Bharat / city

ଡମ୍ପର ଧକ୍କାରେ ଅଜଣା ମହିଳା ମୃତ

ସ୍କୁଟିକୁ ସାମ୍ନାପଟୁ ଧକ୍କା ଦେଲା ଡମ୍ପର । ଏଥିରେ ଜଣେ ମହିଳା ମୃତ । ମୃତ ମହିଳାଙ୍କ ପରିଚୟ ଏବେ ସୁଦ୍ଧା ମିଳିପାରିନାହିଁ ।

author img

By

Published : Apr 3, 2019, 12:53 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା ରାଉରକେଲା

ରାଉରକେଲା: ଡମ୍ଫର ଧକ୍କାରେ ମହିଳା ମୃତ । ଏହି ଦୁର୍ଘଟଣାଟି ପାନପୋଷ ହକି ଛକ ନିକଟରେ ଘଟିଛି । ସ୍କୁଟିରେ ଯାଉଥିବା ସମୟରେ ଡମ୍ପରଟି ମହିଳାଙ୍କୁ ସାମ୍ନାପଟୁ ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ ମହିଳାଙ୍କ ମୃତ୍ୟୁ ହୋଇଛି । ମୃତକଙ୍କ ପରିଚୟ ଏବେ ସୁଦ୍ଧା ମିଳିପାରିନାହିଁ । ଖବରପାଇ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା ରାଉରକେଲା

ସୂଚନା ଅନୁସାରେ, ରାଉରକେଲାର ପାନପୋଷ ହକିଛକ ଯାତ୍ରୀଙ୍କ ପାଇଁ ପାଲଟିଛି ମରଣଯନ୍ତା । ଅନେକ ସମୟରେ ଏଠାରେ ଦୁର୍ଘଟଣା ଘଟୁଛି । ତେବେ ପାନପୋଷ ଛକ, ହକି ଛକ ଗୁଡିକରେ ଟ୍ରାଫିକ ବ୍ୟବସ୍ଥାକୁ ଠିକ କରିବା ପାଇଁ ବାରମ୍ବାର ଦାବି ହେଉଥିଲେ ମଧ୍ୟ କେହି ଗୁରୁତ୍ବ ଦେଉନାହାଁନ୍ତି । ଫଳରେ ବାରମ୍ବାର ଦୁର୍ଘଟଣାଚିନ୍ତାର କାରଣ ହୋଇଛି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ଭୁବନେଶ୍ୱର:ସିବିଏସଇ ଅଧିକାରୀଙ୍କ ମନୋମୁଖୀ ଶିକ୍ଷା ବ୍ୟବସ୍ଥା ପ୍ରତି ଅବହେଳା ଓ ମନୋମୁଖୀ କାର୍ଯ୍ୟକାଳପ ବିରୁଦ୍ଧରେ ଏହାର ଆଞ୍ଚଳିକ କାର୍ଯ୍ୟାଳୟ ରେ ତାଲା ପକାଇବା ସହିତ ଧାରଣାରେ ବସିଲା ଓଡିଶା ଅଭିଭାବକ ମହାସଙ୍ଘ।
ମହାସଙ୍ଘ ର ଅଭିଯୋଗ ଅନୁସାରେ ସମସ୍ତ ବେସରକାରୀ ଇଂରାଜୀ ମାଧ୍ୟମ ଵିଦ୍ୟାଳୟ ରେ ପ୍ରଥମ ଶ୍ରେଣୀ ଠାରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ NCERT ପୁସ୍ତକ ପ୍ରଚଳନ ଏବଂ ପ୍ରଥମ ଓ ଦ୍ୱିତୀୟ ଶ୍ରେଣୀ ଛାତ୍ରଛାତ୍ରୀ ମାନଙ୍କୁ କୌଣସ ହୋମ ୱାର୍କ କରିବାକୁ ନ ଦେବା ନେଇ 2018 ମସିହା ରେ ମାନ୍ୟବର ମାଡ଼୍ରାସ ଉଚ୍ଚ ନ୍ୟାୟାଳୟ WP ନଂ 25680/2017 ଏବଂ WMP ନଂ 9267/2018  ପତ୍ର ମାଧ୍ୟମ ରେ ମାନବ ସମ୍ବଳ ମନ୍ତ୍ରାଳୟ ପକ୍ଷରୁ ସିବିଏସଇ କର୍ତ୍ତୃପକ୍ଷ ଙ୍କୁ ସ୍ପଷ୍ଟ ନିର୍ଦ୍ଦେଶ ଦିଆଯାଇଥିଲା ଯାହାକୁ କାର୍ଯ୍ୟକାରୀ କାରିବାକୁ ଅଭିଭାବକ ମହାସଂଘ ତରଫରୁ ୨୦୧୮ ଡିସେମ୍ବର ରେ CBSE ଆନ୍ଚଳିକ ଅଧିକାରୀ ଙ୍କୁ  ଏକ ଦାବିପତ୍ର ପ୍ରଦାନ କରାଯାଇ ଏହି ନିର୍ଦ୍ଦେଶ  କୁ କାର୍ଯ୍ୟକାରୀ କରିବା ପାଇଁ ଅନୁରୋଧ କରାଯାଇଥିଲା।ଯାହାକୁ ରାଜ୍ୟ ସରକାରଙ୍କୁ ମଧ୍ୟ ପତ୍ର ମାଧ୍ୟମରେ  ଅବଗତ କରାଯାଇଥିଲା। କିନ୍ତୁ  ଚଳିତ ଶିକ୍ଷା ବର୍ଷ ରେ ସମସ୍ତ ଵେସରକାରୀ ଵିଦ୍ୟାଳୟ  ଏହି ନିର୍ଦ୍ଦେଶାବଳୀ କୁ ଵେଖାତିର କରି ଘରୋଇ ପ୍ରକାଶନ ପୁସ୍ତକ କିଣିବା ପାଇଁ ଅବିଭାଵକ ମାନଙ୍କୁ ଵାଧ୍ୟ କରୁଥିବା ଏବଂ  କିଛି ଵିଦ୍ୟାଳୟ ମଧ୍ୟ ପୁସ୍ତକ ନ କିଣିଲେ ଛାତ୍ରଛାତ୍ରୀ ମାନଙ୍କ ଉପରେ ଆକ୍ରୋଶମୁଳ ମନୋଭାବ ରଖୁଥିବା ଅଭିଭାବକ ମହାସଙ୍ଘ ପକ୍ଷରୁ ଅଭିଯୋଗ କରାଯାଇଛି।ସେହିଭଳି ଚଳିତ ଦଶମ ପରୀକ୍ଷାରେ ସିଲାବସ ବାହାରୁ ଓ ଉଚ୍ଚ ଶ୍ରେଣୀରୁ ପ୍ରଶ୍ନପତ୍ର ଆସିଥିବା ଲକ୍ଷ୍ୟ କରାଯାଇଛି।ତେଣୁ ଛାତ୍ରଛାତ୍ରୀ ମାନଙ୍କ ରେଜଲ୍ଟ ଖରାପ ହେବା ଆଶଙ୍କା ଥିବାରୁ ଗ୍ରେସ ମାର୍କ ପ୍ରଦାନ କରାଯିବାକୁ ମଧ୍ୟ ଦାବି କରାଯାଇଛି।  ଏ ସବୁ ଵିଷୟ ରେ ଅଧିକାରୀ ଅବଗତ ଥାଇ ମଧ୍ୟ କୋୖଣସି ପଦକ୍ଷେପ ନେଉ ନ ଥିବାରୁ ଆଜି ଅଫିସ ରେ ତାଲା ପକାଯାଇଥିବା ସଂଘର ସଦସ୍ୟ ବାସୁଦେବ ଭଟ୍ଟ କହିଛନ୍ତି।ଏହାର ସମାଧାନ ର ରାସ୍ତା ବାହାର ନ କଲେ ଏହି ଧାରଣା ଜାରି ରହିବ ବୋଲି ଅଭିଭାବକ ମାନେ କହିଛନ୍ତି।
ଆଜିର ଏହି ଧାରଣା ସମୟରେ ଏକ ଅଭାବନୀୟ କାଣ୍ଡ ଦେଖିବାକୁ ମିଳିଥିଲା।ଅଭିଭାବକମାନେ ତାଲା ପକାଇ ଧାରଣାରେ ବସିଥିବା ବେଳେ ହଠାତ ସିବିଏସଇ କାର୍ଯ୍ୟାଳୟର ଜଣେ କର୍ମଚାରି ଆସି ପୋଲିସ ଉପସ୍ଥିତି ରେ ସେମାନଙ୍କୁ ଆଶ୍ରାବ୍ୟ ଭାଷାରେ ଗାଳି ଗୁଳଜ କରିଥିବା ଦେଖିବାକୁ ମିଳିଥିଲା।ଏହାକୁ ନେଇ ଉତ୍ତେଜନା ପ୍ରକାଶ ପାଇବା ପରେ ପୋଲିସ ପରିସ୍ଥିତି କୁ ଆୟତକୁ ନେଇ ଅଧିକାରୀଙ୍କ ସହିତ ସେମାନଙ୍କ ଆଲୋଚନା କରିବା ବ୍ୟବସ୍ଥା କରିଥିଲେ।
Laxmikanta Das
Bhubaneswar
Visual already sent by WhatsApp avb 
Byte -1-Basudev Bhatta
Byte-Subhadipa mohanty Parent

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.