ETV Bharat / city

ରାଉରକେଲାରେ କୁକୁରଙ୍କ ଆତଙ୍କ

ରାଉରକେଲାରେ କୁକୁରଙ୍କ ଆତଙ୍କ । କିଛିଦିନ ତଳେ ଇସ୍ପାତ କାରଖାନା ଭିତରେ 12 ଜଣ ଶ୍ରମିକଙ୍କୁ କୁକୁର କାମୁଡ଼ିଥିଲା । ଏହି ଘଟଣା ଜଣାପଡିବା ପରେ କୁକୁରଙ୍କୁ ଧରିବା ପାଇଁ ଗଠନ କରାଯାଇଥିବା ସ୍କ୍ୱାର୍ଡ ପାଗଳ କୁକୁରକୁ ଧରିଥିବା ପ୍ରକାଶ ।

author img

By

Published : Mar 30, 2019, 1:13 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ରାଉରକେଲା

ରାଉରକେଲା: ରାଉରକେଲାରେ କୁକୁରଙ୍କ ଆତଙ୍କ । ଏହି ଘଟଣା ଦେଖିବାକୁ ମିଳିଛି ରାଉରକେଲାର ଇସ୍ପାତ କାରଖାନାରେ । ତେବେ ସେଥିପାଇଁ କାରଖାନାରେ କାମ କରୁଥିବା ଶ୍ରମିକମାନେ ଆତଙ୍କିତ ହୋଇଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ରାଉରକେଲା

ସୂଚନା ଅନୁଯାୟୀ,କାରଖାନା ଭିତରେ12 ଜଣ ଶ୍ରମିକଙ୍କୁ ଉକ୍ତ ପାଗଳ କୁକୁର କାମୁଡ଼ିଥିଲା । ଏହାପରେ ସେମାନେ ତାଙ୍କର ଚିକିତ୍ସା ପାଇଁ ଆଇଜିଏଚ ଆସିଥିଲେ। ତେବେ ଏହି ଘଟଣା ଜଣାପଡିବା ପରେ କୁକୁରଙ୍କୁ ଧରିବା ପାଇଁ 3ଟି ସ୍କ୍ୱାର୍ଡ ଗଠନ କରାଯାଇଥିଲା। ତେବେଉକ୍ତ ସ୍କ୍ୱାର୍ଡ କୁକୁରକୁ ଧରିନେଇଥିବା ଜଣାପଡ଼ିଛି

ତେବେ ଶ୍ରମିକ ସଂଗଠନ ମାନେ ଏପରି ପରିସ୍ଥିତକୁ ନେଇ ଚିନ୍ତିତ ରହିଛନ୍ତି । ତେବେ କାରଖାନାର କନଭେନ ତଥା ବ୍ଲାଷ୍ଟ ଫର୍ଣ୍ଣେସନିକଟରେ ଏହି ଘଟଣା ଘଟିଥିବା ଜଣାପଡ଼ିଛି ।

ରାଉରକେଲାରୁ ରାଜେନ୍ଦ୍ର ନାଥ ମିଶ୍ର, ଇଟିଭି ଭାରତ

Intro:ଆତଙ୍କିତ ଅବସ୍ଥାରେ ଲୋକେ । ବେକାବୁ ହେବାରେ ଲାଗିଛି କିଡନୀ ରୋଗର ଆତଙ୍କ । ଦିନକୁ ଦିନ ବଢ଼ିବାରେ ଲାଗିଛି ଆକ୍ରାନ୍ତ ଙ୍କ ସଂଖ୍ୟା ।କେତେବେଳେ କେଉଁ ରୋଗୀର ମୁଣ୍ଡ ଗଡିବ ,ସେନେଇ ଚିନ୍ତାରେ ପରିବାର । ବିଗତ ଦିନରେ ଏହି ରୋଗ କେବଳ ହରଭଙ୍ଗା ବ୍ଲକର ନିର୍ଦ୍ଦିଷ୍ଟ କେତୋଟି ସ୍ଥାନରେ ଚିହ୍ନଟ ହୋଇଥିଲା ବେଳେ ବର୍ତ୍ତମାନ ଏହା ଜିଲ୍ଲାର ବିଭିନ୍ନ ଅଞ୍ଚଳକୁ ବ୍ୟାପିବାରେ ଲାଗିଛି । ରୋଗକୁ ନେଇ ସ୍ଥାନୀୟ ଡାକ୍ତର ନଳକୂପ ପାଣିକୁ ଦାୟୀ କରିଥିବା ବେଳେ ମୁଖ୍ୟ ଚିକିତ୍ସା ଅଧିକାରୀ ଏହାକୁ ଖଣ୍ଡନ କରିଛନ୍ତି । କାରଣ ଯାହା ହେଉନାକାହିଁକି ଜିଲ୍ଲାରେ କିଡନୀ ରୋଗୀଙ୍କ ସଂଖ୍ୟା ବୃଦ୍ଧି ଓ କେତେକ ରୋଗୀଙ୍କ ମୃତ୍ୟୁ ହୋଇ ସାରିଥିବା ସ୍ପଷ୍ଟ ଭାବରେ ଡାଏଲିସିସ ସେଣ୍ଟର ର ଫାଇଲରୁ ଜଣାପଡିଛି ।କିନ୍ତୁ ରୋଗୀ ଓ ମୃତ୍ୟୁ ର ସଂଖ୍ୟା କୁନେଇ ସ୍ବାସ୍ଥ୍ୟ ବିଭାଗ ନିଜକୁ ଯଥା ସମ୍ଭବ ଦୂରେଗ ରଖୁଛି । କାରଣ ରୋଗୀର ମୃତ୍ୟୁ କେବଳ ଡାକ୍ତରଖାନାରେ ହେଲେହିଁ ଏହାକୁ ଉକ୍ତ ରୋଗ ସମ୍ପର୍କିତ ବୋଲି ପ୍ରମାଣପତ୍ର ଦିଆଯିବ । ଏହି କ୍ଷେତ୍ରରେ ଅଧିକାଂଶ ରୋଗୀ ନିଜ ଘରେ କିମ୍ବା ଅନ୍ୟ କୌଣସି ସ୍ଥାନରେ ମୃତ୍ୟୁ ଘଟୁଥିବାରୁ ଏହାକୁ କିଡନୀ ରୋଗ ଜନିତ ବୋଲି ମାନିବାକୁ ସ୍ବାସ୍ଥ୍ୟ ବିଭାଗ ନାରାଜ ।

Body:ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଅନ୍ତର୍ଗତ ବାଣୀଭୂଷଣପୁର,ଛତରଙ୍ଗ, ହରଭଙ୍ଗା,ସଙ୍କୁଲୋଇ, ବୌଦ୍ଧ ବ୍ଲକର ମନୁପାଲି,କଣ୍ଟାମାଳ ବ୍ଲକର ମନମୁଣ୍ଡା,ବିଳାସପୁର ଭଳି କେତେକ ପଞ୍ଚାୟତ ରେ କିଡନୀ ରୋଗୀ ଥିବାର ସରକାରୀ ଭାବେ କୁହାଯାଇଥିଲେ ମଧ୍ୟ ଜିଲ୍ଲା ର ଆହୁରି ଅନେକ ସ୍ଥାନରେ ତଥା ଶହ ଶହ ସଂଖ୍ୟା ରେ କିଡନୀ ରୋଗୀ ରହିଥିବା ନିଜେ ରୋଗୀ କହିଛନ୍ତି ।ଆମ ଟିମ କେବଳ ଚାରିଛକ ଅଞ୍ଚଳରେ ଗୋଟିଏ ଦିନରେ ୫/୬ଜଣ ରୋଗୀ ଓ ସମ୍ପର୍କୀୟ ଙ୍କୁ ଭେଟି ତଥ୍ୟ ସଂଗ୍ରହ କରିଥିଲେ । ପୂର୍ବରୁ ମଧ୍ୟ ଜିଲ୍ଲା ପ୍ରଶାସନ ପକ୍ଷରୁ କେତେକ କିଡନୀ ରୋଗୀକୁ ଅଳ୍ପ ଆର୍ଥିକ ସହାୟତା ଯୋଗାଇ ଦିଆଯାଇଛି । କିନ୍ତୁ ବର୍ତ୍ତମାନ ରୋଗର ଆତଙ୍କ ଏଭଳି ସୃଷ୍ଟି ହୋଇଛି ଯେ କିଡନୀ ରୋଗ ନା ଶୁଣିବାମାତ୍ରେ କାନ୍ଦବୋବାଳି ପଡିଯାଉଛି । କେତେକ ମଧ୍ୟ ଅନ୍ଧବିଶ୍ୱାସର ବିଭିନ୍ନ ମାଧ୍ୟମକୁ ଆପଣାଉଥିବା ସୂଚନା ମିଳିଛି ।ସରକାରଙ୍କ ମାଳ ମାଳ ଯୋଜନା ରହିଥିଲେ ମଧ୍ୟ କିଡନୀ ରୋଗ କୁ ନେଇ ବୌଦ୍ଧ ଜିଲ୍ଲାରେ କାହିଁକି ଏଭଳି ପରିସ୍ଥିତି ହୋଇଛି ସେନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

Conclusion:ବାଇଟ-୧-ସଞ୍ଜୁ କଲତା, ରାଉତପଡା
ବାଇଟ-୨-ରମେଶ କୁମାର ସ୍ବାଇଁ, ଚାରିଛକ
ବାଇଟ-୩-ଶ୍ରୀମତୀ ବେହେରା, ଚାରିଛକ
ବାଇଟ-୪-ସୁମନ୍ତ ରଞ୍ଜନ ସ୍ବାଇଁ, ଡାକ୍ତର, ଚାରିଛକ
ପରବର୍ତ୍ତୀ ଭିଡିଓର ବାଇଟ
ବାଇଟ-୧-ପୂର୍ଣ୍ଣଚନ୍ଦ୍ର ଦେହୁରୀ, କନ୍ଧରିଆପଡା
ବାଇଟ-୨-ଡ଼ ବିଜନ କିଶୋର ମହାନ୍ତି, ମୁଖ୍ୟ ଚିକିତ୍ସାଧିକାରୀ,ବୌଦ୍ଧ
ବୌଦ୍ଧ ରୁ ସତ୍ୟ ନାରାୟଣ ପାଣି, ଈଟିଭି ନ୍ୟୁଜ

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.