ETV Bharat / city

ରାଉରକେଲାରେ ଦେବସ୍ନାନ ପୂର୍ଣ୍ଣିମା ସମ୍ପନ୍ନ

ଆଜି ପବିତ୍ର ଦେବସ୍ନାନ ପୂର୍ଣ୍ଣିମା । ଏହି ଅବସରରେ ପୁରୀ ସମେତ ରାଉରକେଲାର ବିଭିନ୍ନ ଦେବାଳୟରେ ତିନି ଠାକୁରଙ୍କ ସ୍ନାନ ଯାତ୍ରା କାର୍ଯ୍ୟ ସମ୍ପନ୍ନ ହୋଇଛି । ଅଧିକ ପଢନ୍ତୁ...

deba snana purnima in Rourkela
ରାଉରକେଲାରେ ଦେବ ସ୍ନାନ ପୂର୍ଣ୍ଣିମା ସମ୍ପନ୍ନ
author img

By

Published : Jun 5, 2020, 8:35 PM IST

ରାଉରକେଲା: ଆଜି ପବିତ୍ର ଦେବସ୍ନାନ ପୂର୍ଣ୍ଣିମା । ଏହି ଅବସରରେ ପୁରୀ ସମେତ ରାଉରକେଲାର ବିଭିନ୍ନ ଦେବାଳୟରେ ତିନି ଠାକୁରଙ୍କ ସ୍ନାନ ଯାତ୍ରା କାର୍ଯ୍ୟ ସମ୍ପନ୍ନ ହୋଇଛି । କୋରୋନା ସଙ୍କଟ କାରଣରୁ ବିନା ଭକ୍ତରେ ସ୍ନାନ ପୂର୍ଣ୍ଣିମା ହେବା ଏହା ପ୍ରଥମ ।

ରାଉରକେଲାରେ ଦେବ ସ୍ନାନ ପୂର୍ଣ୍ଣିମା ସମ୍ପନ୍ନ
ରାଉରକେଲା ସହରର ହନୁମାନ ବାଟିକା, ତିନି ନମ୍ବର ସେକ୍ଟର ଜଗନ୍ନାଥ ମନ୍ଦିର, ଉଦିତ ନଗର, ତାରିଣୀ ମନ୍ଦିର, ବାସନ୍ତୀ କଲୋନୀ, କୋଏଲ ନଗର ସହ ଅନ୍ୟ ମନ୍ଦିରମାନଙ୍କରେ ଶ୍ରୀଜୀଉଙ୍କ ସ୍ନାନ ପୂର୍ଣ୍ଣିମା ସମ୍ପନ୍ନ ହୋଇଯାଇଛି । କୋଭିଡ-19 ଗାଇଡ଼ଲାଇନକୁ ମାନି ଜଗନ୍ନାଥଙ୍କ ସ୍ନାନ ଯାତ୍ରା ସମ୍ପନ୍ନ ହୋଇଛି ।

ଗାଇଡ଼ଲାଇନ ଅନୁସାରେ ଅଳ୍ପ ସଂଖ୍ୟକ ସେବାୟତଙ୍କୁ ନେଇ ସ୍ନାନ ପୂର୍ଣ୍ଣିମା ରୀତିନୀତି ସମ୍ପନ୍ନ ହୋଇଛି ।

ରାଉରକେଲାରୁ ରାଜେନ୍ଦ୍ର ନାଥ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.