ETV Bharat / city

କୋରୋନା କିଟରେ ଦୁର୍ନୀତି ଅଭିଯୋଗ, ଉଚ୍ଚସ୍ତରୀୟ ତଦନ୍ତ ଦାବି କଲା ସିପିଆଇଏମ

author img

By

Published : Jun 18, 2020, 8:34 PM IST

କୋରୋନା ମୁକାବିଲା ପାଇଁ କିଣାଯାଇଥିବା ସାମଗ୍ରୀରେ ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଛି । ମାମଲାର ଉଚ୍ଚସ୍ତରୀୟ ତଦନ୍ତ ଦାବି କରି ସିପିଆଇଏମ ପକ୍ଷରୁ ସହରର ବିଭିନ୍ନ ସ୍ଥାନରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଅଧିକ ପଢନ୍ତୁ...

CPI (M) has demanded a high-level investigation into allegations of corruption in the Corona Kit
କୋରୋନା କିଟରେ ଦୁର୍ନୀତି ଅଭିଯୋଗ, ଉଚ୍ଚସ୍ତରୀୟ ତଦନ୍ତ ଦାବି କଲା ସିପିଆଇଏମ

ରାଉରକେଲା: ରାଜ୍ୟରେ କୋରୋନାର ପ୍ରସାର ଦ୍ରୁତଗତିରେ ହେଉଥିବା ବେଳେ ଏହାର ମୁକାବିଲା ପାଇଁ କିଣାଯାଇଥିବା ସାମଗ୍ରୀରେ ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଛି । ମାମଲାର ଉଚ୍ଚସ୍ତରୀୟ ତଦନ୍ତ ଦାବି କରି ସିପିଆଇଏମ ପକ୍ଷରୁ ସହରର ବିଭିନ୍ନ ସ୍ଥାନରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ।

ରାଉରକେଲା ଏବଂ ବଣେଇରେ କମ୍ୟୁନିଷ୍ଟ ପାର୍ଟି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇ ଲକଡାଉନ ସମୟରେ ଚାଷୀଙ୍କ ଋଣ ଛାଡ, ରାଜ୍ୟକୁ ଫେରିବାକୁ ପ୍ରବାସୀ ଶ୍ରମିକ ଖର୍ଚ୍ଚ କରିଥିବା ଟଙ୍କା ଫେରସ୍ତ , ମନରେଗା ଯୋଜନାର ଶ୍ରମିକଙ୍କୁ 300 ଟଙ୍କା ମଜୁରୀ ଏବଂ ବର୍ଷକୁ 200 ଦିନ କାମର ଗ୍ୟାରେଣ୍ଟି ଆଦି ଦେବାକୁ ଦାବି କରାଯାଇଛି ।

ରାଉରକେଲାରେ ମହାନଗର ନିଗମ ନିକଟରେ ବଣେଇ ବିଧାୟକ ଲକ୍ଷ୍ମଣ ମୁଣ୍ଡାଙ୍କ ନେତୃତ୍ୱରେ ଏହି ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା ।

ରାଉରକେଲାରୁ ରାଜେନ୍ଦ୍ର ନାଥ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.