ETV Bharat / city

ରାଉରକେଲାରେ ଶ୍ରମିକଙ୍କୁ ଶୋଷଣ ଅଭିଯୋଗ, କଂଗ୍ରେସର ବିକ୍ଷୋଭ

author img

By

Published : Aug 11, 2020, 3:01 PM IST

ଆଇଜିଏଚ ହସ୍ପିଟାଲ କାମରେ ନିୟୋଜିତ ଶ୍ରମିକଙ୍କୁ କେନ୍ଦ୍ର ଦ୍ବାରା ନିର୍ଦ୍ଧାରିତ ଦରମା ଦେବା ସହ ସ୍ଥାନୀୟ ଲୋକଙ୍କୁ କାମ ଦିଆଯାଉ । ଏ ନେଇ ପୁର୍ବତନ ବିଧାୟକ ଜର୍ଜ ତିର୍କୀ ଙ୍କ ନେତୃତ୍ୱ କେନ୍ଦ୍ର ଶ୍ରମ ବିଭାଗ କୁ ଦାବି ପତ୍ର ପ୍ରଦାନ ହୋଇଛି । ଅଧିକ ପଢନ୍ତୁ..

ରାଉରକେଲାରେ  ଶ୍ରମିକଙ୍କୁ ଶୋଷଣ ଅଭିଯୋଗ  , କଂଗ୍ରେସର ବିକ୍ଷୋଭ

ରାଉରକେଲା: ଆଇଜିଏଚ ସୁପର ସ୍ପେସିଆଲିଷ୍ଟ ହସ୍ପିଟାଲ ଭବନ ନିର୍ମାଣ କାମରେ ନିୟୋଜିତ ଶ୍ରମିକଙ୍କୁ ସରକାର ଦ୍ୱାରା ନିର୍ଦ୍ଧାରିତ ଦରମା ଠାରୁ କମ ଟଙ୍କା ଦିଆଯାଇଛି । ଏ ନେଇ ଅଭିଯୋଗ କରି ମଙ୍ଗଳବାର କଂଗ୍ରେସ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଏଥିସହ ଏହି କାମରେ ସ୍ଥାନୀୟ ଲୋକଙ୍କୁ ଚାକିରୀ ପ୍ରଦାନ ଦାବି ତେଜିଛି ।

ଏଠାରେ କାର୍ଯ୍ୟରତ ଶ୍ରମିକଙ୍କ ସ୍ଥିତିକୁ ଅନୁଧ୍ୟାନ କେନ୍ଦ୍ର ଶ୍ରମ ବିଭାଗ ସର୍ଵନିମ୍ନ ମଜୁରୀ ପ୍ରଦାନ ପାଇଁ ଦାବି ହୋଇଛି। ସୁପର ସ୍ପେସାଲିଷ୍ଟ ହସ୍ପିଟାଲ ଭବନ ନିର୍ମାଣ କାମ NBCC କୁ ପ୍ରଦାନ କରଯାଇଛି। ହେଲେ ଏଠାରେ ଶ୍ରମିକଙ୍କୁ ସର୍ବନିମ୍ନ ପାରିଶ୍ରମିକ ପ୍ରଦାନ କରାଯାଉ ନାହିଁ। ଏଥିସହ ପ୍ରବାସୀ ଶ୍ରମିକ ପଳାୟନ କରି ଥିବା ବେଳେ ତାଙ୍କ ସ୍ଥାନ ରେ ସ୍ଥାନୀୟ ଶ୍ରମିକ ମାନଙ୍କ କାମ ଦେବା ପାଇଁ ଦାବି କରାଯାଇଛି ।

ଦାବି ପୂରଣ ପାଇଁ ପୂର୍ବତନ ବିଧାୟକ ଜର୍ଜ ତିର୍କୀଙ୍କ ନେତୃତ୍ୱ କେନ୍ଦ୍ର ଶ୍ରମ ବିଭାଗକୁ ଦାବି ପତ୍ର ପ୍ରଦାନ କରାଯାଇଛି ।

ରାଉରକେଲାରୁ ରାଜେନ୍ଦ୍ରନାଥ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.