ETV Bharat / city

ବିଜେଡ଼ି ନେତାଙ୍କୁ ବୋମା ମାଡ଼

ପୂର୍ବତନ କାଉନସିଲର ତଥା ବିଜେଡ଼ି ନେତା ବୁଲୁ ଓରଫ ଆଶେଷ ମହାନ୍ତିଙ୍କ ଉପରେ ବୋମାମାଡ । ଗୁରୁତର ଅବସ୍ଥାରେ ତାଙ୍କୁ ଆଇଜିଏଚ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଆଗକୁ ପଢନ୍ତୁ...

author img

By

Published : Feb 7, 2020, 1:39 AM IST

ବିଜେଡ଼ି ନେତାଙ୍କୁ ବୋମା ମାଡ଼
ବିଜେଡ଼ି ନେତାଙ୍କୁ ବୋମା ମାଡ଼

ରାଉରକେଲା: ପୂର୍ବତନ କାଉନସିଲର ତଥା ବିଜେଡ଼ି ନେତା ବୁଲୁ ଓରଫ ଆଶେଷ ମହାନ୍ତିଙ୍କ ଉପରେ ବୋମାମାଡ । ଗୁରୁତର ଅବସ୍ଥାରେ ତାଙ୍କୁ ଆଇଜିଏଚ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଘଟଣା ସମ୍ବନ୍ଧରେ ଖବର ପାଇ ବହୁ ସଂଖ୍ୟାରେ ସମର୍ଥକ ମେଡ଼ିକାଲରେ ପହଁଚିଛନ୍ତି ।

ବିଜେଡ଼ି ନେତାଙ୍କୁ ବୋମା ମାଡ଼

ରାଉରକେଲା ବାସନ୍ତି କଲୋନୀରେ ଗୁରୁବାର ରାତି 9.30 ସମୟରେ ଦୃବୃତ୍ତ ମାନେ ଆଶେଷଙ୍କ ଉପରକୁ ବୋମା ମାଡ କରିଥିଲେ । ବୁଲୁ ବାସନ୍ତି କଲୋନୀ ସ୍ଥିତ ନିଜ ଅଫିସରୁ ବାହାରି ସ୍କୁଟି ଯୋଗେ ଯାଉଥିବା ବେଳେ ଦୁଇ ଜଣ ଯୁବକ ବାଇକରେ ଆସି ତାଙ୍କ ଉପରକୁ ବୋମା ନିକ୍ଷେପ କରିଥିଲେ । ବୁଲୁ ଗୁରୁତର ଭାବେ ଆହତ ହୋଇ ତଳେ ପଡ଼ିଗଲା ପରେ ଯୁବକ ଦ୍ବୟ ଫାଙ୍କା ଗୁଳି ଚାଳନା କରି ଫେରାର ହୋଇଯାଇଥିଲେ ।

ଉଦିତନଗର ପୋଲିସ ଘଟଣା ସ୍ଥଳରେ ପହଞ୍ଚିବା ସହ ତଦନ୍ତ ଆରମ୍ଭ କରିଛି। ସିସିଟିଭି ଫୁଟେଜ ମଧ୍ୟ ଯାଞ୍ଚ ଚାଲିଛି । 7 ବର୍ଷ ପୂର୍ବେ ବ୍ୟବସାୟିକ ଶତ୍ରୁତାକୁ ନେଇ ବୁଲୁ ମହାନ୍ତିଙ୍କ ଉପରେ ଦୃବୃତ୍ତ ମାନେ ଗୁଳି ଚଳାଇ ଥିଲେ ଏବଂ ସେଥିରେ ମଧ୍ୟ ଗୁରୁତର ଆହତ ହୋଇଥିଲେ ବୁଲୁ । ବହୁ ଚର୍ଚ୍ଚିତ ଧଳ ସାମନ୍ତ ଲିଙ୍କରେ ମଧ୍ୟ ବୁଲୁଙ୍କୁ ସେତେବେଳେ କ୍ରାଇମ ବ୍ରାଞ୍ଚ ଗିରଫ କରିଥିଲା ।

ରାଉରକେଲାରୁ ରାଜେନ୍ଦ୍ର ନାଥ ମିଶ୍ର, ଇଟିଭି ଭାରତ

Intro:ରାଉରକେଲା_ ପୁରାତନ କାଉନସିଲର ତଥା ବିଜେଡ଼ି ନେତା ବୁଲୁ ଉରଫ୍ ଆସେଷ୍ ମହାନ୍ତି ଉପରେ ବୋମାମାଡ ରେ ଗୁରୁତର ଭାବରେ ଆହତ ହୋଇ IGH ରେ ଚିକିତ୍ସାଧୀନ ଅଛନ୍ତି।ଘତ୍ନ ଖବର ପାଇ ତାଙ୍କ ସମର୍ଥକ ବହୁତ୍ ସଂଖ୍ୟବରେ IGH ରେ ଆସି ଥିଲେ ।

Body:ରାଉରକେଲା ବାସନ୍ତି କଲୋନୀରେ ଗୁରୁବାର ସନ୍ଧ୍ୟା ସାଢେ ନଅ ଟା ସମୟରେ ଦୃବୃତ୍ତ ଙ୍କ ବୋମା ମାଡରେ ପୂର୍ବତନ କାଉନସିଲର ଅଶେଷ ମହାନ୍ତି ଓରଫ ବୁଲୁ ମହାନ୍ତି ଗୁରୁତର ଆହତ ହୋଇଛନ୍ତି । ବୁଲୁ ଙ୍କୁ ଗୁରୁତର ଅବସ୍ଥାରେ ରାଉରକେଲା ଇସ୍ପାତ ଜେନେରାଲ ହସପିଟାଲ ରେ ଭର୍ତ୍ତି କରାଯାଇଛି । ବୁଲୁ ବାସନ୍ତି କଲୋନୀ ସ୍ଥିତ ନିଜ ଅଫିସ ରୁ ବାହାରି ସ୍କୁଟି ଯୋଗେ ଯାଉଥିବା ବେଳେ ଦୁଇ ଜଣ ଯୁବକ ବାଇକ ରେ ଆସି ତାଙ୍କ ଉପରକୁ ବୋମା ନିକ୍ଷେପ କରିଥିଲେ । ବୁଲୁ ଗୁରୁତର ଆହତ ହୋଇ ତଳେ ପଡ଼ିଗଲା ପରେ ଯୁବକ ଦ୍ବୟ ଫାଙ୍କା ଗୁଳି ଚାଳନା କରି ଫେରାର ହୋଇଯାଇଥିଲେ । ତୁରନ୍ତ ବୁଲୁଙ୍କୁ ସ୍ଥାନୀୟ ଲୋକେ IGH ପଠାଇ ଦେଇଛନ୍ତି ।
Conclusion: ଉଦିତନଗର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରୁଛନ୍ତି । ସିସି ଟିଭି ଫୁଟେଜ ମଧ୍ୟ ଯାଞ୍ଚ ଚାଲିଛି । 7 ବର୍ଷ ପୂର୍ବେ ବ୍ୟବସୟିକ ଶତ୍ରୁତାକୁ ନେଇ ବୁଲୁ ମହାନ୍ତି ଙ୍କ ଉପରେ ଦୃବୃତ୍ତ ମାନେ ଗୁଳି ଚଳାଇ ଥିଲେ ଏବଂ ଗୁରୁତର ଆହତ ହୋଇଥିଲେ ବୁଲୁ । ବହୁ ଚର୍ଚ୍ଚିତ ଧଳ ସାମନ୍ତ ଲିଙ୍କ ରେ ମଧ୍ୟ ବୁଲୁ ଙ୍କୁ ସେତେବେଳେ crime branch ପୋଲିସ ଗିରଫ କରିଥିଲେ ।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.