ETV Bharat / city

ବିଜେଡି ନେତାଙ୍କୁ ବୋମାମାଡ ଘଟଣା: 3 ଅଟକ, ପୋଲିସର ତଦନ୍ତ ଜାରି

ରାଉରକେଲା ପୂର୍ବତତ କାଉନସିଲର ତଥା ବିଜେଡି ନେତା ବୁଲୁ ଓରଫ୍ ଅଶେଷ ମହାନ୍ତି ଉପରେ ବୋମାମାଡ ଘଟଣାରେ ପୋଲିସ 3ଜଣଙ୍କୁ ଅଟକ ରଖି ପଚରାଉଚରା ଜାରି ରଖିଛି । ଅଧିକ ପଢନ୍ତୁ....

author img

By

Published : Feb 7, 2020, 7:34 PM IST

ବିଜେଡ଼ି ନେତାଙ୍କୁ ବୋମାମାଡ ଘଟଣା: 3 ଅଟକ, ପଚରାଉଚରା ଜାରି

ରାଉରକେଲା: ପୂର୍ବତନ କାଉନସିଲର ତଥା ବିଜେଡ଼ି ନେତା ବୁଲୁ ଓରଫ୍ ଅଶେଷ ମହାନ୍ତିଙ୍କ ଉପରେ ବୋମାମାଡ ଘଟଣାରେ ପୋଲିସ 3 ଜଣଙ୍କୁ ଅଟକ ରଖି ପଚରାଉଚରା ଜାରି ରଖିଛି । ସହରର ଜଣେ ଜଣାଶୁଣା ବ୍ୟବସାୟୀ ତଥା ସାମାଜିକ କର୍ଯ୍ୟକର୍ତ୍ତା ସହିତ 3 ଜଣଙ୍କୁ ଅଟକ ରଖି ପୋଲିସ ପଚରା ଉଚରା କରୁଛି । ଏହାସହ ତଦନ୍ତରେ ଯେ କେହିବି ଆସିବେ ତାକୁ ପୋଲିସ ଗିରଫ କରିବ ବୋଲି ଏସପି ସୂଚନା ଦେଇଛନ୍ତି ।

ରାଉରକେଲା ବାସନ୍ତି କଲୋନୀରେ ଗୁରୁବାର ସନ୍ଧ୍ୟା ସାଢେ ନଅଟା ସମୟରେ ଦୁର୍ବୃତ୍ତଙ୍କ ବୋମା ମାଡରେ ପୂର୍ବତନ କାଉନସିଲର ଅଶେଷ ମହାନ୍ତି ଓରଫ ବୁଲୁ ଗୁରୁତର ଆହତ ହୋଇଥିଲେ । ଶୁକ୍ରବାର ସକାଳେ ଘଟଣାର ତଦନ୍ତ ପାଇ ଫରେନସିକ୍ ଟିମ୍ ବାସନ୍ତୀ କଲୋନୀ ଯାଇଥିଲେ । ସେଠାରୁ ଏକ ଅଫୁଟା ବୋମା ଜବତ କରାଯାଇ ତାକୁ ନିଷ୍କ୍ରିୟ କରିଥିଲା ବୋମା ନିଷ୍କ୍ରିୟକାରୀ ଟିମ୍ ।

ବୋମା ମାଡ଼ରେ ଗୁରୁତର ଆହତ ହୋଇଥିବା ବୁଲୁ ମହାନ୍ତିଙ୍କ ଚିକିତ୍ସା ଆଇଜିଏଚ୍‌ରେ ଚାଲିଛି । ତାଙ୍କ ଅବସ୍ଥା ଏବେ ସ୍ଥିର ରହିଛି । ତେବେ ପୂର୍ବ ଶତ୍ରୁତାକୁ ନେଇ ଏହି ଘଟଣା ଘଟାଇଥିବା ସନ୍ଦେହ କରାଯାଉଛି । ଏନେଇ ଅଧିକ ତଦନ୍ତ ଜାରି ରଖିଛି ପୋଲିସ ।

ରାଉରକେଲାରୁ ରାଜେନ୍ଦ୍ର ନାଥ ମିଶ୍ର, ଇଟିଭି ଭାରତ

Intro:ରାଉରକେଲା_ପୂର୍ଵତନ୍ କାଉନସିଲର ତଥା ବିଜେଡ଼ି ନେତା ବୁଲୁ ଉରଫ୍ ଆସେଷ୍ ମହାନ୍ତି ଉପରେ ବୋମାମାଡ ଘଟଣା ରେ ପୋଲିସ 3 ଜଣଙ୍କୁ ଅଟକ ରଖି ପଚରା ଉଚରା କରୁଛି। ସହର ର ଜଣେ ଜନା ଶୁଣା ବ୍ୟବସାୟୀ ତଥା ସାମାଜିକ କର୍ୟକର୍ତା ସହିତ 3 ଜଣଙ୍କୁ ଅଟକ ରଖି ପୋଲିସ ପଚରା ଉଚରା କରୁଛି ତଥା ତଦନ୍ତ ରେ ଯିଏ ଭି ଆସିବ ତାକୁ ପୋଲିସ ଗିରଫ କରି ବୋଲି ଏସପି ସୂଚନା ଦେଇ ଥିଲେ।

Body: ବୋମା ମାଡ଼ ରେ ଗୁରୁତର ଭାବରେ ଆହତ ଆସେଶ ଉରଫ୍ ବୁଲୁ ମହାନ୍ତି ଙ୍କ ଚିକିତ୍ସା IGH ରେ ଚାଲିଛି।

Conclusion:ରାଉରକେଲା ବାସନ୍ତି କଲୋନୀରେ ଗୁରୁବାର ସନ୍ଧ୍ୟା ସାଢେ ନଅ ଟା ସମୟରେ ଦୃବୃତ୍ତ ଙ୍କ ବୋମା ମାଡରେ ପୂର୍ବତନ କାଉନସିଲର ଅଶେଷ ମହାନ୍ତି ଓରଫ ବୁଲୁ ମହାନ୍ତି ଗୁରୁତର ଆହତ ହୋଇଛନ୍ତି ।ଆଜି ସକାଳେ ଘଟଣା ର ତଦନ୍ତ ପାଇ ଫୋରେଂସିକ ଟିମ୍ ବାସନ୍ତୀ କଲୋନୀ ଯାଇ ଥିଲେ। ଏକ ଅଫୁଟା ବୋମା ସେଠାରୁ ଜପତ୍ତ୍ କରାଯାଇ ତାକୁ ନିଷ୍କ୍ରିୟ କରା ଯାଇ ଥିଲା।
ପୁରୁଣା ଶତ୍ରୁତା କୁ ନେଇ ଏହି ଘଟଣା ହୋଇ ଥିବା କୁହା ଯାଉଛି। ଘଟଣା ର ତଦନ୍ତ ପୋଲିସ ଜାରି ରଖିଥିବା କୁହା ଯାଉଛି।
ବାଇଟ_ k.shiva subramani,sp,Rourkela

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.