ETV Bharat / city

ରାଉରକେଲାରେ ବିଜେଡିର ଜନସମ୍ପର୍କ ପଦଯାତ୍ରା - bjd janasampark padayatra

ଗାନ୍ଧୀ ଜୟନ୍ତୀ ଉପଲକ୍ଷେ ରାଉରକେଲାରେ ବିଜେଡିର ଜନସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଛି । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ସମ୍ବାଦଦାତା, ରାଉରକେଲା
author img

By

Published : Oct 2, 2019, 9:16 PM IST

ରାଉରକେଲା: ରାଉରକେଲାରେ ବିଜେଡିର ଜନସମ୍ପର୍କ ପଦଯାତ୍ରା । ରଘୁନାଥପାଲି ବିଧାୟକ ସୁବ୍ରତ ତରାଇଙ୍କ ନେତୃତ୍ବରେ ଜନସମ୍ପର୍କ ଯାତ୍ରା ଅନୁଷ୍ଠିତ ହୋଇଛି । ପଦଯାତ୍ରା ମାଧ୍ୟମରେ ରାଜ୍ୟ ସରକାରଙ୍କ ଲୋକାଭିମୁଖି ଯୋଜନା ଗୁଡିକୁ ଜନସାଧାରଣଙ୍କୁ ଅବଗତ କରିଥିଲେ ବିଜେଡି ନେତା ଓ କର୍ମୀ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ରାଉରକେଲା

ଗାନ୍ଧୀ ଜୟନ୍ତୀ ଅବସରରେ ପ୍ରଥମେ ସିଭିକ ସେଣ୍ଟରରେ ବିଜେଡି ନେତା ଓ କର୍ମୀ ଏକତ୍ରିତ ହୋଇ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ । ପରେ ସେଠାରୁ ଆରମ୍ଭ ହୋଇଥିଲା ପଦଯାତ୍ରା । ଏଥିରେ ରଘୁନାଥପାଲି ବିଜେଡି ସଭାପତି ସୁଧୀର ସୁନ୍ଦରରାୟ , ବିଜେଡି ନେତା ଆନନ୍ଦ ମହାନ୍ତିଙ୍କ ସମେତ ଶତାଧିକ କର୍ମୀ ସାମିଲ ହୋଇଥିଲେ ।

ରାଉରକେଲାରୁ ରାଜେନ୍ଦ୍ର ନାଥ ମିଶ୍ର, ଇଟିଭି ଭାରତ

Intro:ରାଉରକେଲା-ରାଉରକେଲା ରେ ବିଜେଡି ର ଜନ ସମ୍ପର୍କ ପଦଯାତ୍ରା ସମ୍ପନ ହୋଇଯାଇଛି । ରଘୁନାଥପାଲି ବିଧାୟକ ସୁବ୍ରତ ତରାଇ ଙ୍କ ନେତୃତ୍ୟ ରେ ଏହି ଜନ ସମ୍ପର୍କ ଯାତ୍ରା ଅନୁଷ୍ଠିତ ହୋଇଥିବା ବେଳେ ରଘୁନାଥପାଲି ବିଜେଡି ସଭାପତି ସୁଧୀର ସୁନ୍ଦରରାୟ , ବିଜେଡି ନେତା ଆନନ୍ଦ ମହାନ୍ତି ଙ୍କ ସମେତ ଶତାଧିକ କର୍ମୀ ଯୋଗଦେଇ ସରକାରଙ୍କ ଵିଭିନ୍ନ ଯୋଜନା ର ସୂଚନା ଲୋକଙ୍କ ପାଖରେ ପହଞ୍ଚାଇ ଥିଲେ ।

Body:ଆଜି ସିଭିକ ସେଣ୍ଟର ରେ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ ପରେ ପଦଯାତ୍ରା ଆରମ୍ଭ ହୋଇ ଥିଲା। ବିଜେଡି ନେତାଙ୍କ ସହିତ ବହୁତ ସଂଖ୍ୟା ରେ ମହିଳା ମାନେ ମଧ୍ୟ ପଦଯାତ୍ରା ରେ ଶାମିଲ ହୋଇଥିଲା।
Conclusion:
ଏହି କାର୍ୟ୍ଯକ୍ରମ ଦ୍ୱାରା ସରକାରଙ୍କ କାର୍ୟ୍ଯକ୍ରମ ଲୋକଙ୍କ ପର୍ଯନ୍ତ ପହଞ୍ଚିବା ସହିତ ପାର୍ଟି କୁ ଲୋକଙ୍କ ପାଖକୁ ପହଞ୍ଚାଇବା ପାଇଁ କାର୍ୟ୍ଯକ୍ରମ ଚାଲିବ।
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.