ETV Bharat / city

70 କେଜି ଗୋ-ମାଂସ ଜବତ, 3ଗିରଫ

70 କେଜି ଗୋ-ମାଂସ ଜବତ ସହ 3 ଜଣଙ୍କୁ ଗିରଫ କରିଛି ପୋଲିସ । ଅଟୋ ନମ୍ବର (OD-14H 1025) ଚାଳକଙ୍କୁ ଗିରଫ କରିଛି ପୋଲିସ ।

author img

By

Published : Jun 30, 2019, 2:48 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ରାଉରକେଲା

ରାଉରକେଲା: ବ୍ରାହ୍ମଣୀତରଙ୍ଗ ଥାନା ଅନ୍ତର୍ଗତ କଳୁଙ୍ଗା ଅଞ୍ଚଳରୁ ରବିବାର 70 କେଜି ଗୋ -ମାଂସ ଜବତ ସହ 3 ଜଣଙ୍କୁ ଗିରଫ କରିଛି ପୋଲିସ । ରାଉରକେଲାରୁ ବେଦବ୍ୟାସ ଦେଇ କଳୁଙ୍ଗା ଯାଉଥିବାବେଳେ ବଜରଙ୍ଗର କର୍ମକର୍ତ୍ତା ସନ୍ଦେହ କରି ଅଟୋକୁ ଅଟକାଇ ଥିଲେ । ପରେ ସେହି ଅଟୋରୁ ଗୋ-ମାଂସ ମିଳିଥିଲା । ଚାଳକଙ୍କୁ ଅଟକ ରଖି ପୋଲିସକୁ ଖବର ଦେଇଥିଲେ ବଜରଙ୍ଗ ଦଳର କର୍ମକର୍ତ୍ତା ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ରାଉରକେଲା

ଖବର ପାଇ ପୋଲିସ ଅଟୋ ଚାଳକ ଗୋପବନ୍ଧୁପଲ୍ଲୀ ଗ୍ରାମର ମହମ୍ମଦ ଅଜରକୁ ଗିରଫ କରି ପଚରାଉଚୁରା କରିଥିଲା । ଅଟୋ ଚାଳକ ଅନ୍ୟ ଦୁଇଜଣକୁ ଗୋ-ମାଂସ ଯୋଗାଉଥିବା ମାନିଛି ।

ପୋଲିସ ଏହି ଘଟଣାକୁ ନେଇ ଏକ ମାମଲା ରୁଜୁ କରିବା ସହିତ 3 ଜଣଙ୍କୁ ଗିରଫ କରିଛି । ଏହାସହ ଅଟୋ ସହ ମାଂସ ଜବତ କରିଛି ।

ରାଉରକେଲାରୁ ରାଜେନ୍ଦ୍ର ନାଥ ମିଶ୍ର, ଇଟିଭି ଭାରତ

Intro:ରାଉରକେଲା- ରାଉରକେଲା ର ବ୍ରହ୍ମଣୀତରଙ୍ଗ ଥାନା ର କଳୁଙ୍ଗା ଅଂଚଳ ରେ ଆଜି 70 କେଜି ପ୍ରତିବାନ୍ଧିତ ମାଂଶ ସହିତ 3 ଜଣଙ୍କୁ ଗିରଫାକର ଯାଇଛି। ରାଉରକେଲା ରୁ ବେଦବ୍ୟାସ ଦେଇ କଳୁଙ୍ଗା ଯାଉଥିବା ବଜ୍ରଙ୍ଗଦଲ ର କର୍ମକର୍ତା ମନେ ଆଟୋ ଅଟକାଇଥିଲେ। ପରେ ସେହି ଆଟୋ ରୁ ପ୍ରତିବାନ୍ଧିତ ମାଂଶ ମିଳିଥିଲା।Body:ବଜ୍ରଙ୍ଗଦଲ ର କର୍ମକର୍ତା ମନେ ଥାନା ରେ ଏକ ଫିର ଦେଇ ଥିଲେ। ପୋଲିସ ଔଟୋ ଚାଳକ ଗୋପବନ୍ଧୁପଲ୍ଲୀ ର ମହମ୍ମଦ ଅଯର କୁ ଗିରଫ କରି ପଚରା ଉଚ୍ଚର କରିଥିଲା। ଆଟୋ ଚାଳକ ଦୁଇ ଜଣଙ୍କୁ ଏହି ମାଂଶ ଦେଉଥିଲା ବୋଲି କହି ଥିଲା।Conclusion:ପୋଲିସ ଏହି ଘଟଣା କୁ ନେଇ ଏକ ମାମଲା ରୁଜୁ କରିବା ସହିତ 3 ଜଣଙ୍କୁ ଗିରଫ କରି ଆଟୋ ନମ୍ବର od_14h_1025 ତଥା ମାଂଶ କୁ ଜପତ କରିଛି।

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.