ETV Bharat / city

ରାଉରକେଲାରେ ଦୁଇ ଦିନ ବ୍ୟାଙ୍କ ବନ୍ଦ - ବ୍ୟାଙ୍କ କାରବାର ବନ୍ଦ

ଦରମା ନିର୍ଦ୍ଧାରଣ ସହିତ ବିଭିନ୍ନ ଦାବି ନେଇ ଦୁଇ ଦିନିଆ ବ୍ୟାଙ୍କ ଧର୍ମଘଟ ଦିଆଯାଇଛି । ଏହା ପ୍ରଭାବରେ ରାଉରକେଲା ସହିତ ସମ୍ପୂର୍ଣ୍ଣ ଜିଲ୍ଲାରେ ବ୍ୟାଙ୍କ କାରବାର ବନ୍ଦ ରହିଛି ।

bank-strike-in-rourkela
ରାଉରକେଲାରେ ଦୁଇ ଦିନିଆ ବ୍ୟାଙ୍କ ଧର୍ମଘଟ
author img

By

Published : Jan 31, 2020, 4:40 PM IST

ରାଉରକେଲା: ଦରମା ନିର୍ଦ୍ଧାରଣ ସହିତ ବିଭିନ୍ନ ଦାବି ନେଇ ଦୁଇ ଦିନିଆ ବ୍ୟାଙ୍କ ଧର୍ମଘଟ ଦିଆଯାଇଛି । ଏହା ପ୍ରଭାବରେ ରାଉରକେଲା ସହିତ ସମ୍ପୂର୍ଣ୍ଣ ଜିଲ୍ଲାରେ ବ୍ୟାଙ୍କ କାରବାର ବନ୍ଦ ରହିଛି । ଏଥିପାଇଁ ଲୋକମାନେ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ସହରର ବିଶ୍ରା ଛକ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ଶାଖାରେ united forum of bank unionsର ବ୍ୟାନର ତଳେ ବ୍ୟାଙ୍କ କର୍ମଚାରୀ ମାନେ ଏକତ୍ରିତ ହୋଇ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ବିଭିନ୍ନ ପ୍ରସଙ୍ଗରେ ସ୍ଲୋଗାନ ଦେଇ ଥିଲେ।

ରାଉରକେଲାରେ ଦୁଇ ଦିନିଆ ବ୍ୟାଙ୍କ ଧର୍ମଘଟ

ନଭେମ୍ବର 2017ରେ ଦରମା ପୁନଃନିର୍ଦ୍ଧାରଣ ହେବା କଥା କିନ୍ତୁ 40ଟି ବୈଠକ ପରେ ମଧ୍ୟ ଦାବି ପୂରଣ ହୋଇପାରିନାହିଁ । ଏହି ଦୁଇଦିନିଆ ଧର୍ମଘଟ ପରେ 11,12 ଓ 13 ମାର୍ଚ୍ଚରେ ଧର୍ମଘଟ ଓ ପରେ 1 ଏପ୍ରିଲରୁ ଅନିଶ୍ଚିତକାଳ ପାଇଁ ଧର୍ମଘଟ କରାଯିବ ।

ରାଉରକେଲାରୁ ରାଜେନ୍ଦ୍ରନାଥ ମିଶ୍ର, ଇଟିଭି ଭାରତ

Intro:ରାଉରକେଲା-ଦରମା ନିର୍ଦ୍ଧାରଣ ସହିତ ବିଭିନ୍ନ ଦାବି ନେଇ ବ୍ୟାଙ୍କ କର୍ମଚାରୀଙ୍କ ଦୁଇ ଦିନିଆ ଧର୍ମଘଟ ଯୋଗୁ ରାଉରକେଲା ସହିତ ସମ୍ପୂର୍ଣ ଜିଲ୍ଲା ରେ ବ୍ୟାଙ୍କ ବାଣ୍ଡ ରହି ଥିବାରୁ ଲୋକ ମାନେ ନାହିଁ ନ ଥିବାବସୁବିଧା ର ସମ୍ମୁଖୀନ ହୋଇ ଥିଲେ। ରାଉରକେଲା ର ବିଶ୍ରା ଛକ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ଶାଖା ରେ united forum of bank unions ର ବ୍ୟାନର ତଳେ ବ୍ୟାଙ୍କ କର୍ମୀ ଏକତ୍ରିତ ହୋଇ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ତାଙ୍କ ଦାବି ସମର୍ଥନ ରେ ସ୍ଲୋଗାନ ଦେଇ ଥିଲେ।

Body:ବ୍ୟାଙ୍କ କର୍ମୀ ମାନଙ୍କ କହିବାର ଥିଲେ କି ନଭେମ୍ବର 2017 ରେ ଦରମା ପୁନନିର୍ଧାରଣ ହେବା କଥା କିନ୍ତୁ 40 ଟି ବୈଠକ ପରେ ମଧ୍ୟ ତାଙ୍କ ଦାବି ପୁରା ହୋଇ ନାହିଁ। ଆଜି ର ଦୁଇଦିନିଆ ଧର୍ମଘଟ ପରେ 11,12,13 ମାର୍ଚ୍ଚ ରେ ଧର୍ମଘଟ ପରେ 1 ଏପ୍ରିଲ ରୁ ବ୍ୟାଙ୍କ କର୍ମଚାରୀ ଅନିଶ୍ଚିତକାଳୀନ ଧର୍ମଘଟ ପାଇଁ ବାଧ୍ୟ ହେବେ।

Conclusion:ବାଇଟ-ସୁରେଶ କୁମାର ଦାଶ, convenor,UFBU,Rourkela
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.