ETV Bharat / city

ଲାଠିକଟା ଆଦର୍ଶ ବିଦ୍ୟାଳୟର 5 ଛାତ୍ରୀ ଅସୁସ୍ଥ, କାରଣ ଅସ୍ପଷ୍ଟ - rourkela student ill

ରାଉରକେଲା ଲାଠିକଟା ଆଦର୍ଶ ବିଦ୍ୟାଳୟର 5 ଛାତ୍ରୀ ଅସୁସ୍ଥ । ସମସ୍ତଙ୍କୁ ରାଉରକେଲା ସରକାରୀ ମେଡିକାଲରେ ଭର୍ତ୍ତି କରାଯାଇଛି ।

ଲାଠିକଟା ଆଦର୍ଶ ବିଦ୍ୟାଳୟର 5 ଛାତ୍ରୀ ଅସୁସ୍ଥ, କାରଣ ଅସ୍ପଷ୍ଟ
author img

By

Published : Oct 23, 2019, 8:19 PM IST

ରାଉରକେଲା: ଲାଠିକଟା ଆଦର୍ଶ ବିଦ୍ୟାଳୟରେ ଅଘଟଣ । ସ୍କୁଲ ହଷ୍ଟେଲ ଖାଦ୍ୟ ଖାଇବା ପରେ ହଠାତ୍ ଅସୁସ୍ଥ ହୋଇପଡିଛନ୍ତି 5 ଛାତ୍ରୀ । ସେମାନଙ୍କୁ ରାଉରକେଲା ସରକାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ଲାଠିକଟା ଆଦର୍ଶ ବିଦ୍ୟାଳୟର 5 ଛାତ୍ରୀ ଅସୁସ୍ଥ

ସୂଚନା ଅନୁଯାୟୀ, ହଷ୍ଟେଲରେ ରହୁଥିବା ଏହି ଛାତ୍ରୀ ମାନେ ସକାଳେ ହଠାତ୍ ଅସୁସ୍ଥ ହୋଇପଡିବାରୁ ତାଙ୍କୁ ସରକାରୀ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ହେଲେ ମେଡିକାଲରେ ବେଡ୍ ନଥିବାରୁ ତଳେ ସେମାନଙ୍କ ଚିକିତ୍ସା କରାଯାଉଛି । ତେବେ କେଉଁ କାରଣରୁ ସେମାନଙ୍କ ଦେହ ଅସୁସ୍ଥ ହୋଇଛି ତାହା ଜଣା ପଡିନାହିଁ ବୋଲି କହିଛନ୍ତି ଚିକିତ୍ସା କରୁଥିବା ଡାକ୍ତର ।

ରାଉରକେଲାରୁ ରାଜେନ୍ଦ୍ର ନାଥ ମିଶ୍ର, ଇଟିଭି ଭାରତ

Intro:ଅନ୍ଧବିଶ୍ୱାସ ରେ ପିଡିତା 5 ଛାତ୍ରୀ ଚିକିତ୍ସା ପାଇଁ ଭର୍ତି

ରାଉରକେଲା- ରାଉରକେଲା ନିକଟ ଲାଠିକଟା ରେ ଥିବା ଓଡିଶା ଆଦର୍ଶ ବିଦ୍ୟାଳୟ ର 5 ଜଣ ଛାତ୍ରୀ ହଠାତ ଅସୁସ୍ଥ ହୋଇ ପଡିବାରୁ ସେମାନଙ୍କୁ ରାଉରକେଲା ସରକାରୀ ହସ୍ପିଟାଲ ରେ ଭର୍ତ୍ତି କର ଯାଇ ଥିଲା। ଏହି ଛାତ୍ରୀ ମାନେ ବିଦ୍ୟାଳୟରେ ସପ୍ତମ ଶ୍ରେଣୀରେ ପାଠ ପଢୁଛନ୍ତି । ସକାଳେ ହଷ୍ଟେଲ ରୁ ଅଣ୍ଡା ଭାତ ଖାଇ ସ୍କୁଲ ଆସିଥିଲେ ଏବଂ ହଠାତ ତାଙ୍କର ଗୋଡ଼ ହାତ ଥଣ୍ଡା ହେବା ସହ ଫିଟସ ଆସିଥିଲା ।

Body:ସେମାନଙ୍କୁ ହସ୍ପିଟାଲ ରେ ଭର୍ତ୍ତି କରି ସଲାଇନ ଦିଆଯାଉଛି। ମାତ୍ର ବେଡ଼ ନଥିବାରୁ ତଳେ ଚିକିତ୍ସା ଚାଲିଛି । ଏମାନଙ୍କୁ ଚିକିତ୍ସା କରୁଥିବା ଡାକ୍ତର ରୋଗ ର କିଛି ସଂକେତ ପାଇଁ ନ ଥିଲେ। ଭୁତ ର କଥା ନିଜ ମଧ୍ୟ ରେ ହୋଇ ଥିବା ଛାତ୍ରୀ ମାନେ ଅନ୍ଧବିଶ୍ୱାସ ର ଶିକାର ହୋଇ ଛନ୍ତି।
Conclusion:ପ୍ରଥମେ ଆଦର୍ଶ ବିଦ୍ୟାଳୟ ଅଧ୍ୟକ୍ଷା ପ୍ରିନ୍ସିପାଲ incharge 108 ଆମ୍ବୁଲାନ୍ସ କୁ ଫୋନ କରିଥିଲେ । ମାତ୍ର ଆମ୍ବୁଲାନ୍ସ ନଥିଲା । ଟେମ୍ପୋ ରେ ଆଣିଲେ ଲାଠିକଟା ହସ୍ପିଟାଲ ସେଠାରେ ଡାକ୍ତର ନଥିଲେ । ତାପରେ ଆଣି ସରକାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇ ଥିଲା।।

Bite_ . Dr . PK Patra . RGH
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.