ETV Bharat / city

24 ପ୍ରବାସୀ ଶ୍ରମିକଙ୍କୁ ବସରେ ଝାଡଖଣ୍ଡ ସୀମାରେ ପହଞ୍ଚାଇଲା ରାଉରକେଲା ପୋଲିସ

author img

By

Published : May 20, 2020, 6:52 PM IST

24 ପ୍ରବାସୀ ଶ୍ରମିକଙ୍କୁ ଉଦ୍ଧାର କରି ବସ ଯୋଗେ ସେମାନଙ୍କୁ ଝାଡଖଣ୍ଡ ସୀମାରେ ପହଞ୍ଚାଇଲା ରାଉରକେଲା ପୋଲିସ ।

jharkhand migrant labour in rourkela
24 ପ୍ରବାସୀ ଶ୍ରମିକଙ୍କୁ ବସ ଯୋଗେ ପଠାଇଲା ପୋଲିସ

ରାଉରକେଲା: 24 ପ୍ରବାସୀ ଶ୍ରମିକଙ୍କୁ ଉଦ୍ଧାର କରି ବସ ଯୋଗେ ଝାଡଖଣ୍ଡ ସୀମାରେ ପହଞ୍ଚାଇଲା ରାଉରକେଲା ପୋଲିସ । ପ୍ଲାଣ୍ଟସାଇଟ ପୋଲିସ ପେଟ୍ରୋଲିଂ ସମୟ ରିଙ୍ଗ ରୋଡ଼ ଦେଇ କିଛି ଶ୍ରମିକ ଚାଲି ଚାଲି ଯାଉଥିବା ଦେଖି ପଚରାଉଚରା ପରେ ସେମାନେ ନିଜ ଅଞ୍ଚଳ ବୋକାରୋ ଝାଡଖଣ୍ଡକୁ ଯାଉଥିବା ଜାଣିବାକୁ ପାଇଲା ପୋଲିସ ।

ଏନେଇ ପ୍ରବାସୀମାନଙ୍କ ସୁବିଧା ଗସ୍ତ ପାଇଁ ପୋଲିସ ବିଭାଗ ପକ୍ଷରୁ ତ୍ବରିତ ପଦକ୍ଷେପ ନିଆଯାଇ ସେମାନଙ୍କୁ ବସ ଯୋଗେ ଝାଡଖଣ୍ଡ ସୀମାନ୍ତରେ ପୋଲିସ ତଥା ଅନ୍ୟ ଅଧିକାରୀ ମାନଙ୍କ ପାଖରେ ପହଞ୍ଚାଇ ଥିଲେ। ସେଠାରୁ ପରେ ଝାରଖଣ୍ଡ ପାଇଁ ସେମାନଙ୍କର ବସର ବ୍ୟବସ୍ଥା କରାଯାଇଥିଲା।

ରାଉରକେଲାରୁ ରାଜେନ୍ଦ୍ରନାଥ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.