ETV Bharat / city

ଶାନ୍ତି ଶୃଙ୍ଖଳାରେ ସରିଲା ନୀଳାଦ୍ରି ବିଜେ

ଶେଷ ହେଲା ରଥଯାତ୍ରାରେ ଅନ୍ତିମ ପର୍ବ ନୀଳାଦ୍ରି ବିଜେ । ନୀଳକନ୍ଦରକୁ ବିଜେ କଲେ ଚତୁର୍ଦ୍ଧାମୂର୍ତ୍ତି । ଅଧିକ ପଢ଼ନ୍ତୁ...

author img

By

Published : Jul 23, 2021, 10:51 PM IST

niladri bije, rath yatra festival, rath yatra concluded, ରଥଯାତ୍ରାରେ ଅନ୍ତିମ ପର୍ବ ନୀଳାଦ୍ରି ବିଜେ, ନୀଳାଦ୍ରି ବିଜେ, ପୁରୀ ରଥଯାତ୍ରା
ଶାନ୍ତି ଶୃଙ୍ଖଳାରେ ସରିଲା ନୀଳାଦ୍ରି ବିଜେ

ପୁରୀ: ଶେଷ ହେଲା ରଥଯାତ୍ରାରେ ଅନ୍ତିମ ପର୍ବ ନୀଳାଦ୍ରି ବିଜେ । ନୀଳକନ୍ଦରକୁ ବିଜେ କଲେ ଚତୁର୍ଦ୍ଧାମୂର୍ତ୍ତି । ଶାନ୍ତି ଶୃଙ୍ଖଳାର ସହ ସମସ୍ତ ନୀତିକାନ୍ତି ସମ୍ପନ୍ନ ହୋଇଛି । ଏନେଇ ପ୍ରତିକ୍ରିୟା ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା ଓ ଏସପି କନୱର ବିଶାଲ ସିଂ ।

ଶାନ୍ତି ଶୃଙ୍ଖଳାରେ ସରିଲା ନୀଳାଦ୍ରି ବିଜେ

ଯଥା ସମୟରେ ରଥ ଉପରେ ମହାପ୍ରଭୁଙ୍କ ନୀତି କାନ୍ତି ଆରମ୍ଭ ହୋଇଥିଲା । ଏହାପରେ ଗୋଟି ପହଣ୍ଡିରେ ସମସ୍ତ ଠାକୁର ଶ୍ରୀମନ୍ଦିରକୁ ବିଜେ କରିଥିଲେ । ଘୋଷଯାତ୍ରାରୁ ଆରମ୍ଭ ହୋଇଥିବା ପର୍ବ ନୀଳାଦ୍ରି ବିଜେ ସହ ଶୋଷ ହୋଇଛି ।

ସମସ୍ତ ବିଭାଗ, ସେବାୟତ ଓ ପୁରୀବାସୀଙ୍କୁ ଦେଲେ ଧନ୍ୟବାଦ ଦେଲେ ଜିଲ୍ଲାପାଳ ଓ ଏସପି । ଏହାସହ ଶନିବାର କଟକଣା ମଧ୍ୟରେ ଉତ୍ତର ଦ୍ବାର ନିକଟରେ ନିଳାଞ୍ଚଳ ଅବଢ଼ା ମିଳିବ ବୋଲି ସୂଚନା ଦେଇଛନ୍ତି ଜିଲ୍ଲାପାଳ ସମର୍ଥ ବର୍ମା ।

ପୁରୀରୁ ଶକ୍ତି ପ୍ରାସଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.