ETV Bharat / city

ବାଲୁକା କଳାରେ ଗାଙ୍ଗୁଲିଙ୍କ ଆଶୁ ଆରୋଗ୍ୟ କାମନା

author img

By

Published : Jan 2, 2021, 7:50 PM IST

ଭାରତୀୟ ଦଳର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲୀ ଅସୁସ୍ଥ । ବାଲୁକା କଳାରେ ଗାଙ୍ଗୁଲିଙ୍କ ଆଶୁ ଆରୋଗ୍ୟ କାମନା । ଅଧିକ ପଢନ୍ତୁ...

Wishing Ganguly a speedy recovery in the sand art
ବାଲୁକା କଳାରେ ଗାଙ୍ଗୁଲିଙ୍କ ଆଶୁ ଆରୋଗ୍ୟ କାମନା

ପୁରୀ : ଭାରତୀୟ ଦଳର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲୀ ଅସୁସ୍ଥ ହୋଇପଡିଛନ୍ତି । ସୌରଭ ଗାଙ୍ଗୁଲି ଶନିବାର ହୃଦଘାତର ଶିକାର ହୋଇଛନ୍ତି । ସକାଳେ ଘରେ ଜିମ କରୁଥିବାବେଳେ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ ଗାଙ୍ଗୁଲି । ଏହାପରେ ସେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଯାହାକୁ ନେଇ କ୍ରିକେଟପ୍ରେମୀ ମହଲରେ ଦୁଃଖର ଛାୟା ଖେଳି ଯାଇଛି ।

ତାଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ । ପୁରୀ ବେଳାଭୂମିରେ ଏନେଇ ଏକ ସୁନ୍ଦର ବାଲୁକା ଚିତ୍ର କଳା କରି ସୌରଭଙ୍କ ଆରୋଗ୍ୟ କାମନା କରିଛନ୍ତି।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.