ETV Bharat / city

ୟୁନିୟନ ବ୍ୟାଙ୍କରେ ରହିବ ଶ୍ରୀମନ୍ଦିର ପାଣ୍ଠି - Union Bank will have Sree Mandir funds

Union Bank
ୟୁନିୟନ ବ୍ୟାଙ୍କରେ ରହିବ ଶ୍ରୀମନ୍ଦିର ପାଣ୍ଠି
author img

By

Published : Mar 20, 2020, 1:16 PM IST

Updated : Mar 20, 2020, 1:32 PM IST

13:13 March 20

ୟୁନିୟନ ବ୍ୟାଙ୍କରେ ରହିବ ଶ୍ରୀମନ୍ଦିର ପାଣ୍ଠି

ପୁରୀ: ଶ୍ରୀମନ୍ଦିର ଟଙ୍କା ରଖାଯିବା ପାଇଁ ଟେଣ୍ଡର ଚୂଡାନ୍ତ ହୋଇଛି। ୟୁନିଅନ୍ ବ୍ୟାଙ୍କକୁ ଦିଆଗଲା ଟେଣ୍ଡର। 5.75 ସୁଧ ହାରରେ ରଖାଯିବ ସମସ୍ତ ଟଙ୍କା। ତିନିବର୍ଷ ପାଇଁ ୟୁନିଅନ୍ ବ୍ୟାଙ୍କ ରଖାଯିବା ଟେମ୍ପୁଲ୍ ଫଣ୍ଡ ଓ କର୍ପୋସ୍ ଫଣ୍ଡ। ଟେଣ୍ଡର ପ୍ରକ୍ରିୟାରେ16ଟି ବ୍ୟାଙ୍କକୁ ଡକାଯାଇଥିବାବେଳେ ଆଠଟି ବ୍ୟାଙ୍କ ଅଂଶଗ୍ରହଣ କରିଥିଲେ।  

ସେଥିରୁ ୟୁନିଅନ୍ ବ୍ୟାଙ୍କ 5.75, ଇଣ୍ଡିଆନ ବ୍ୟାଙ୍କ 5.40 ଓ କାନ୍ନାଡା ବ୍ୟାଙ୍କ 5 ପ୍ରତିଶତ ସୁଧ ଦେବାକୁ ଆବେଦନ କରିଥିଲେ। ସେଥିରୁ ୟୁନିଅନ୍ ବ୍ୟାଙ୍କ ଅଧିକ ସୁଧ ଦେଉଥିବାରୁ  ସମସ୍ତ ଟଙ୍କା ସ୍ଥାୟୀ ଜମା ଭାବରେ ରହିବ ।  

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

Last Updated : Mar 20, 2020, 1:32 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.