ETV Bharat / city

ଆଜି ସୁନାବେଶ, ନୀତି ନିର୍ଘଣ୍ଟ ସ୍ଥିର - ନୀତି ନିର୍ଘଣ୍ଟ

ଆଜି ଭକ୍ତମାନଙ୍କୁ ସୁନାବେଶରେ ଦର୍ଶନ ଦେବେ ଶ୍ରୀଜୀଉ । ଏନେଇ ସ୍ଥିର ହୋଇଛି ନୀତି ନିର୍ଘଣ୍ଟ ।

ଆଜି ସୁନାବେଶ, ନୀତି ନିର୍ଘଣ୍ଟ ସ୍ଥିର
ଆଜି ସୁନାବେଶ, ନୀତି ନିର୍ଘଣ୍ଟ ସ୍ଥିର
author img

By

Published : Jul 2, 2020, 9:06 AM IST

ପୁରୀ: ବୁଧବାର ନବଦିନାତ୍ମକ ଲୀଳା ଶେଷକରି ଜନ୍ମବେଦୀରୁ ଫେରିଲେ ଶ୍ରୀଜୀଉ । ତେବେ ଆଜି ଭକ୍ତମାନଙ୍କୁ ସୁନାବେଶରେ ଦର୍ଶନ ଦେବେ ଶ୍ରୀଜୀଉ । ଏନେଇ ସ୍ଥିର ହୋଇଛି ନୀତି ନିର୍ଘଣ୍ଟ ।

today-suna-besha-rituals-held-in-puri
ଆଜି ସୁନାବେଶ, ନୀତି ନିର୍ଘଣ୍ଟ ସ୍ଥିର

3ରଥର ମଙ୍ଗଳ ଆଳତୀ ପ୍ରାତଃ ଘ.6ଟାରୁ 6.30 ହେବ । ଏହାପରେ ମଇଲମ- ତଡପ ଲାଗି ଘ.7ଟା, ଅବକାଶ ଘ.8.00, ବେଶ ଶେଷ ଘ. 9ଟା, ଗୋପାଳ ବଲ୍ଳଭ ଘ.10.00 ମଧ୍ୟରୁ ଘ.10.30 ରହିଛି, ସକାଳ ଧୂପ ଘ.11.00ରୁ 12.00, ମଇଲମ ଘ.12.30, ମାହାସ୍ନାନ ଓ ସର୍ବାଙ୍ଗ ଘ.1.00, ବେଶ ଶେଷ ଘ.1.30,ମଧ୍ୟାହ୍ନ ଧୂପ ଘ.2.00ରୁ 3.00, ମଇଲମ ଘ.3.30, ମେକାପ ସର୍ବାଙ୍ଗ ଘ.4.00, ସୁନାବେଶ ଘ.4.00ରୁ ଘ.5.30, ସନ୍ଧ୍ୟା ଆଳତୀ 6ଟା, ସନ୍ଧ୍ୟା ଧୂପ 8.00ରୁ 9.00, ସୁନାବେଶ ମଇଲମ ରାତି 11.00ରୁ ଘ 12, ଚନ୍ଦନ ଲାଗି ରାତି 12ଟାରୁ.30, ବଡସିଂହାର ବେଶ ରାତି ଗୋଟାଏ, ବଡସିଂହାର ଭୋଗ ଘ. 1.30 ଓ ରାତ୍ରି ପହୁଡ ରାତି 2ଟା ସମୟ ନିର୍ଘଣ୍ଟ ହୋଇଛି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.