ପୁରୀ: ରାତି ପାହିଲେ ମହାପ୍ରଭୁଙ୍କ ଘୋଷଯାତ୍ରା । ରଥ ନିର୍ମାଣ ଶେଷ ହୋଇଥିବା ବେଳେ ଆଜି ତିନି ରଥକୁ ଶ୍ରୀମନ୍ଦିର ସିଂହ ଦ୍ଵାରକୁ ନିଆଯାଇଛି । ଭକ୍ତ, ପୋଲିସ୍, ସେବାୟତ ତିନି ରଥକୁ ଟାଣି ଶ୍ରୀମନ୍ଦିର ସମ୍ମୁଖରେ ଲଗାଇଛନ୍ତି । ସକାଳେ ପ୍ରଥମେ ମହାପ୍ରଭୁଙ୍କ ଆଜ୍ଞାମାଳ ରଥ ଖଳାକୁ ବିଜେ କରିଥିଲେ । ପରେ ରଥ ଟାଣିବା ଆରମ୍ଭ ହୋଇଥିଲା । ତେବେ ଚଳିତ ବର୍ଷ ଭକ୍ତ ଗହଣରେ ରଥଯାତ୍ରା ହେଉଥିବାରୁ ଭକ୍ତଙ୍କ ମନରେ ଆନନ୍ଦର ଲହରୀ ଖେଳି ଯାଇଛି । ଗତ ଦୁଇ ବର୍ଷ କୋଭିଡ ମହାମାରୀ ଯୋଗୁଁ ବିନା ଭକ୍ତରେ ରଥଯାତ୍ରା ଅନୁଷ୍ଠିତ ହୋଇଥିଲା ।
ରାତି ପାହିଲେ ଘୋଷଯାତ୍ରା, ବଡଦାଣ୍ଡରେ ଲାଗିଲା ରଥ
ରାତି ପାହିଲେ ମହାପ୍ରଭୁଙ୍କ ଘୋଷଯାତ୍ରା । ରଥ ନିର୍ମାଣ ଶେଷ ହୋଇଥିବା ବେଳେ ଆଜି ତିନି ରଥକୁ ଶ୍ରୀମନ୍ଦିର ସିଂହ ଦ୍ଵାରକୁ ନିଆଯାଇଛି । ଅଧିକ ପଢନ୍ତୁ
ରାତି ପାହିଲେ ଘୋଷଯାତ୍ରା, ସିଂହଦ୍ଵାର ସମ୍ମୁଖରେ ଲାଗିଲା ତିନିରଥ