ETV Bharat / city

ଶୃଙ୍ଖଳାରେ ସମାପନ ହେଲା ମହାପ୍ରଭୁଙ୍କ ସ୍ନାନନୀତି - Lord's jaganath niti

ଶୃଙ୍ଖଳାରେ ସମାପନ ହୋଇଯାଇଛି ମହାପ୍ରଭୁଙ୍କ ସ୍ନାନନୀତି । ଏନେଇ ସମସ୍ତ ସେବାୟତଙ୍କୁ ଧନ୍ୟବାଦ ଜଣାଇଛନ୍ତି ପୁରୀ ଜିଲ୍ଲାପାଳ ବଲବନ୍ତ ସିଂ । ଅଧିକ ପଢନ୍ତୁ..

the-discipline-ended-with-the-lords-jaganath-niti

author img

By

Published : Jun 5, 2020, 7:49 PM IST

ପୁରୀ: ଶୃଙ୍ଖଳାର ସହ ସ୍ନାନ ବେଦୀରେ ସମାପନ ହୋଇଛି ମହାପ୍ରଭୁଙ୍କ ସ୍ନାନ ନୀତି। ଗଜପତି ମହାରାଜ ଛେରା ପହଁରା ନୀତି କରିବା ପରେ ମହାପ୍ରଭୁଙ୍କ ହାତୀ ବେଶ ଆରମ୍ଭ ହେବ। ତେବେ ମହାପ୍ରଭୁଙ୍କ ସ୍ନାନ ନୀତି ଶାନ୍ତି ଶୃଙ୍ଖଳାରେ ସମୟ ଅନୁଯାୟୀ ହୋଇ ଥିବାରୁ ପୁରୀ ଜିଲାପାଳ ବଲବନ୍ତ ସିଂ ସେବାୟତଙ୍କୁ ଧନ୍ୟବାଦ ଦେଇଛନ୍ତି।

ଅନ୍ୟ ନୀତିକାନ୍ତି ମଧ୍ୟ ଭଲରେ ହେବା ବୋଲି ଆଶା ପ୍ରକାଶ କରିଛନ୍ତି। ତେବେ କିଭଳି ମହାପ୍ରଭୁଙ୍କ ସ୍ନାନ ନୀତି ହୋଇଛି ସେନେଇ ଆସନ୍ତୁ ଶୁଣିବା ବରିଷ୍ଠ ସେବାୟତ ପ୍ରେମାନନ୍ଦ ଦାସ ମହାପାତ୍ରଙ୍କ ନିକଟରୁ ।

ଶୃଙ୍ଖଳାରେ ସମାପନ ହେଲା ମହାପ୍ରଭୁଙ୍କ ସ୍ନାନ ନୀତି
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.