ETV Bharat / city

ଶିଳ୍ପୀଙ୍କ ଅଦ୍ଭୁତ କଳାକୃତି: ଦିଆସିଲି କାଠିରେ ବିଶ୍ବକପ ନିର୍ମାଣ କରି ଟିମ ଇଣ୍ଡିଆକୁ ଶୁଭେଚ୍ଛା - ଶାଶ୍ବତ ରଞ୍ଜନ ସାହୁ

ଆଜି(ରବିବାର)ଠୁ ଆରମ୍ଭ ହେଉଛି ଟି-୨୦ ବିଶ୍ବକପ । ଭାରତୀୟ ଟିମକୁ ଶୁଭେଚ୍ଛା ଜଣାଇବା ପାଇଁ ଦିଆସିଲି କାଠିରେ ବିଶ୍ବକପ ତିଆରି କରିଛନ୍ତି ପୁରୀର କ୍ରିକେଟପ୍ରେମୀ ତଥା ଶିଳ୍ପୀ ଶାଶ୍ବତ ରଞ୍ଜନ ସାହୁ । ଅଧିକ ପଢନ୍ତୁ...

ଶିଳ୍ପୀଙ୍କ ଅଦ୍ଭୁତ କଳାକୃତି: ଦିଆସିଲି କାଠିରେ ବିଶ୍ବକପ ନିର୍ମାଣ କରି ଟିମ ଇଣ୍ଡିଆକୁ ଶୁଭେଚ୍ଛା

author img

By

Published : Oct 17, 2021, 3:59 PM IST

ପୁରୀ: ଆଜି(ରବିବାର)ଠାରୁ ଆରମ୍ଭ ହେଉଛି ଟି-20 ବିଶ୍ବକପ । ଏଥିପାଇଁ କ୍ରିକେଟ ପ୍ରେମୀଙ୍କ ମଧ୍ୟରେ ରହିଛି ନାହିଁ ନଥିବା ଉତ୍ସାହ । ଟିମ ଇଣ୍ଡିଆ ଫ୍ୟାନ୍ସମାନେ ବିଭିନ୍ନ ଢଙ୍ଗରେ ଦଳକୁ ଚିଅର-ଅପ କରିବା ପାଇଁ ପ୍ରସ୍ତୁତ ରହିଛନ୍ତି । ଏହି ଅବସରରେ ପୁରୀର ଯୁବ ଚିତ୍ରଶିଳ୍ପୀ ଶାଶ୍ବତ ରଞ୍ଜନ ସାହୁ ଦିଆସିଲି କାଠିରେ ବିଶ୍ବକପର ଏକ ପ୍ରତିକୃତି ତିଆରି କରି ଦଳକୁ ଶୁଭେଚ୍ଛା ଜଣାଇଛନ୍ତି ।

ଶିଳ୍ପୀଙ୍କ ଅଦ୍ଭୁତ କଳାକୃତି: ଦିଆସିଲି କାଠିରେ ବିଶ୍ବକପ ନିର୍ମାଣ କରି ଟିମ ଇଣ୍ଡିଆକୁ ଶୁଭେଚ୍ଛା
ଶିଳ୍ପୀଙ୍କ ଅଦ୍ଭୁତ କଳାକୃତି: ଦିଆସିଲି କାଠିରେ ବିଶ୍ବକପ ନିର୍ମାଣ କରି ଟିମ ଇଣ୍ଡିଆକୁ ଶୁଭେଚ୍ଛା

8 ଦିନ ସମୟ ନେଇ ଥିଲେ ଶାଶ୍ବତ ଏହି ନିଆରା କଳାକୃତିଟିକୁ ତିଆରି କରିବା ପାଇଁ । ଦିଆସିଲି କାଠିରେ ନିର୍ମିତ ଏହି ବିଶ୍ବକପ ପ୍ରତିକୃତିର ଉଚ୍ଚତା ରହିଛି 21 ଇଞ୍ଚ ଓ ଲମ୍ଵ ରହିଛି 8 ଇଞ୍ଚ । ମୋଟ 2 ହଜାର 8 ଶହ 50ଟି ଦିଆସିଲି କାଠି ଏଥିରେ ବ୍ୟବହାର ହୋଇଛି । ତେବେ ଏହି ନିଆରା କଳାକୃତିକୁ ନେଇ ବେଶ ଚର୍ଚ୍ଚା ହେଉଥିବାବେଳେ ସମସ୍ତେ ଶାଶ୍ବତଙ୍କ ଏହି ଆର୍ଟକୁ ପ୍ରଶଂସା କରିଛନ୍ତି । ଟିମ ଇଣ୍ଡିଆ ଟି-20 ବିଶ୍ବକପ ଜିତି ଭାରତ ନାଁ ପୁଣି ବିଶ୍ବ ଦରବାରରେ ଗୌରବାନ୍ବିତ କରିବାକୁ ସେ ଟିମ ଇଣ୍ଡିଆକୁ ଶୁଭେଚ୍ଛା ଜଣାଇଛନ୍ତି ।

ପୁରୀରୁ ଶକ୍ତିପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.