ETV Bharat / city

ସ୍ବର୍ଗଦ୍ବାରରୁ ଉଠିଲା ଅନ୍ତିମ ସତ୍କାର କଟକଣା - ସ୍ବର୍ଗଦ୍ବାରରୁ ଉଠିଲା ମୃତଦେହ ସତ୍କାର କଟକଣା

ସ୍ବର୍ଗଦ୍ବାରରୁ ଅନ୍ତିମ ସତ୍କାର କଟକଣା ଉଠିଲା । କୋରୋନା ଗାଇଡଲାଇନ ମାଧ୍ୟମରେ ବାହାର ଜିଲ୍ଲା କିମ୍ବା ବାହାର ରାଜ୍ୟବାସୀ ପୁରୀ ସ୍ବର୍ଗଦ୍ବାରରେ ଅନ୍ତିମ ସତ୍କାର କରିପାରିବେ ବୋଲି ପୁରୀ ଜିଲ୍ଲାପାଳ ସୂଚନା ଦେଇଛନ୍ତି । ଅଧିକ ପଢନ୍ତୁ...

ସ୍ବର୍ଗଦ୍ବାରରୁ ଉଠିଲା ମୃତଦେହ ସତ୍କାର କଟକଣା
ସ୍ବର୍ଗଦ୍ବାରରୁ ଉଠିଲା ମୃତଦେହ ସତ୍କାର କଟକଣା
author img

By

Published : Oct 19, 2020, 4:15 PM IST

ପୁରୀ: ସ୍ବର୍ଗଦ୍ବାରରୁ ଅନ୍ତିମ ସତ୍କାର କଟକଣା ଉଠିଲା । ସ୍ଵର୍ଗଦ୍ବାରରେ ପୁରୀ ଜିଲ୍ଲା ବାହାରୁ କୌଣସି ମୃତ ବ୍ୟକ୍ତିଙ୍କ ଶେଷକୃତ୍ୟ ଉପରେ ଲାଗି ଥିବା ରୋକ ସୋମବାର ପୁରୀ ଜିଲ୍ଲା ପ୍ରଶାସନ ଉଠାଇନେଇଛି ।

ସ୍ବର୍ଗଦ୍ବାରରୁ ଉଠିଲା ମୃତଦେହ ସତ୍କାର କଟକଣା

ପୁରୀରେ କୋଭିଡ ସଂକ୍ରମଣ ହାର କମୁ ଥିବା ଯୋଗୁଁ ସମୀକ୍ଷା ପରେ ଏହି ନିଷ୍ପତ୍ତି ନିଆଯାଇ ଥିବା ପୁରୀ ଜିଲ୍ଲାପାଳ ବଲବନ୍ତ ସିଂ କହିଛନ୍ତି । ପୁରୀର ଜିଲ୍ଲା ବାହାରୁ ଏବଂ ରାଜ୍ୟ ବାହାରୁ ଲୋକମାନେ ନିଜ ପ୍ରିୟଜନଙ୍କ ଶେଷ କୃତ୍ୟ ପାଇଁ ସ୍ବର୍ଗଦ୍ବାର ଆସିପାରିବେ । ତେବେ କୋଭିଡ ଗାଇଡ଼ ଲାଇନ ଯେଭଳି ମାସ୍କ ପିନ୍ଧିବା ସହ 20 ଜଣରୁ ଅଧିକ ଲୋକ ଅନ୍ତିମ ସଂସ୍କାର କାର୍ଯ୍ୟରେ ସାମିଲ ନ ହେବେ ସେ ନେଇ ନିୟମ ମାନିବାକୁ ଜିଲ୍ଲାପାଳ ବଲବନ୍ତ ସିଂ କହିଛନ୍ତି । ତେବେ ଯେଉଁ ବ୍ୟକ୍ତି କୋଭିଡରେ ମୃତ୍ୟୁ ବରଣ କରିଥିବେ ସେ ନେଇ ପୂର୍ବଭଳି କଟକଣା ରହିବ ବୋଲି ଜିଲ୍ଲାପାଳ କହିଛନ୍ତି ।

ସୂଚନାଥାଉକି ପୁରୀରେ ମହାମାରୀ କୋରୋନା ସଂକ୍ରମଣ ବୃଦ୍ଧି ଯୋଗୁଁ ସ୍ବର୍ଗଦ୍ବାରରେ ମୃତଦେହ ସତ୍କାର ଉପରେ ଜିଲ୍ଲା ପ୍ରଶାସନ ପକ୍ଷରୁ କଟକଣା ଜାରୀ କରାଯାଇଥିଲା ।

ପୁରୀରୁ ଶକ୍ତିପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.