ETV Bharat / city

ଇସ୍କନର ଅଦିନିଆ ରଥଯାତ୍ରା: ସିଂହଦ୍ବାର ଥାନାରେ ଏତଲା

ଇସ୍କନ ପକ୍ଷରୁ ମୁମ୍ବାଇରେ ଅନୁଷ୍ଠିତ ହୋଇଥିବା ଅଦିନିଆ ରଥଯାତ୍ରାକୁ ନେଇ ଥାନାରେ ଏତଲା । ପୁରୀ ସିଂହଦ୍ବାର ଥାନାରେ ଏତଲା ଦେଲା ଶ୍ରୀଜଗନ୍ନାଥ ଭକ୍ତ ପରିଷଦ । ଅଧିକ ପଢନ୍ତୁ...

author img

By

Published : Feb 3, 2020, 3:18 PM IST

Iscon ratha yatra
ଇସ୍କନର ଅଦିନିଆ ରଥଯାତ୍ରା: ସିଂହଦ୍ବାର ଥାନାରେ ଏତଲା

ପୁରୀ: ମୁମ୍ବାଇରେ ଅଦିନିଆ ରଥଯାତ୍ରାକୁ ନେଇ ତ୍ରୀବ ହେଉଛି ବିରୋଧ । ଏହି କ୍ରମରେ ଆଜି ପୁଣି ଥରେ ଶ୍ରୀଜଗନ୍ନାଥ ଭକ୍ତ ପରିଷଦ ପକ୍ଷରୁ ସିଂହଦ୍ବାର ଥାନାରେ ଏତଲା ଦିଆଯାଇଛି । ଶ୍ରୀଜଗନ୍ନାଥ ସଂସ୍କୃତି ପରମ୍ପରାକୁ ଇସ୍କନ ଉଲ୍ଲଙ୍ଘନ କରିଥିବାରୁ ପୋଲିସ ଏହାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛି ସଙ୍ଗଠନ ।

ଇସ୍କନର ଅଦିନିଆ ରଥଯାତ୍ରା: ସିଂହଦ୍ବାର ଥାନାରେ ଏତଲା

ଏହି ମର୍ମରେ ଶ୍ରୀଜଗନ୍ନାଥ ଭକ୍ତ ପରିଷଦ ମଧ୍ୟ ମୁଖ୍ୟମନ୍ତ୍ରୀ ଓ ଭାରତର ପ୍ରଧାନମନ୍ତ୍ରୀଙ୍କ ନିକଟକୁ ଯାଇ ଦାବି ପତ୍ର ଦେବ ବୋଲି ଅନୁଷ୍ଠାନ ପକ୍ଷରୁ ସୂଚନା ଦିଆଯାଇଛି । ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ରଥଯାତ୍ରା ଆୟୋଜନ ନେଇ ଏକ ନିୟମ କରିବା ସହ ଆଇନ ଉଲ୍ଳଙ୍ଘନକାରୀଙ୍କ ପ୍ରତି କଡା କାର୍ଯ୍ୟାନୁଷ୍ଠାନ ନେବାକୁ ଶ୍ରୀଜଗନ୍ନାଥ ଭକ୍ତ ପରିଷଦ ଦାବି କରାଯାଇଛି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

Intro:ଇସ୍କନ ବିରୋଧରେ ଏତଲା

Body:ମୁମ୍ବାଇ ରେ ଇସ୍କନ ପକ୍ଷରୁ ଅଦିନିଆ ରଥ ଯାତ୍ରା ଆୟୋଜନ ନେଇ ବିରୋଧ ବଢ଼ିବାରେ ଲାଗିଛି। ଏହି କ୍ରମ ରେ ପୁଣି ସିଂହ ଦ୍ୱାର ଥାନା ଆଜି ପୁଣି ଶ୍ରୀଜଗନ୍ନାଥ ଭକ୍ତ ପରିଷଦ ପକ୍ଷରୁ ଈସ୍କନ ବିରୋଧରେ ଏତଲା ଦିଆଯାଇଛି। ଶ୍ରୀଜଗନ୍ନାଥ ସଂସ୍କୃତି ପରମ୍ପରା ଉଲଂଘନ ଇସ୍କନ କରିଥିବା ହେତୁ ପୋଲିସ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେବାକୁ ସଂଗଠନ ଦାବି କରିଛି। ଏହି ମର୍ମ ରେ ଶ୍ରୀଜଗନ୍ନାଥ ଭକ୍ତ ପରିଷଦ ମଧ୍ୟ ମୁଖ୍ୟମନ୍ତ୍ରୀ ଓ ଭାରତର ପ୍ରଧାନମନ୍ତ୍ରୀ ଙ୍କ ନିକଟ କୁ ଯାଇ ଦାବି ପତ୍ର ଦେବ ବୋଲି ଅନୁଷ୍ଠାନ ପକ୍ଷରୁ ସୂଚନା ଦିଆଯାଇଛି। ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ରଥଯାତ୍ରା ଆୟୋଜନ ନେଇ ନୀୟମ କରିବା ସହ ଆଇନ ଉଲଘଂନ କାରୀ ଙ୍କୁ କଡା କାର୍ଯ୍ୟାନୁଷ୍ଠାନ ନେବାକୁ ଶ୍ରୀଜଗନ୍ନାଥ ଭକ୍ତ ପରିଷଦ ଦାବି କରିଛି।

ବାଇଟ,, ସୁର୍ଯ୍ୟ ନାରାୟଣ ରଥ ,, ଆବାହକ ,, ଶ୍ରୀଜଗନ୍ନାଥ ଭକ୍ତ ପରିଷଦ

ପୁରୀ ରୁ ଶକ୍ତି ପ୍ରସାଦ ମିଶ୍ର

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.