ETV Bharat / city

ବାଲୁକା କଳାରେ ଅନ୍ତର୍ଜାତୀୟ ମହିଳା ଦିବସର ଶୁଭେଚ୍ଛା - ମାର୍ଚ୍ଚ 8 ବିଶ୍ବ ମହିଳା ଦିବସ ଖବର

ମାର୍ଚ୍ଚ 8 ମହିଳା ଦିବସ ଉପଲକ୍ଷେ ମହିଳାଙ୍କୁ ସମ୍ମାନ ଜଣାଇ ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ମାନସ ସାହୁ ପୁରୀର ଲାଇଟ ହାଉସ ବେଳାଭୂମିରେ ଏକ ସୁନ୍ଦର ବାଲୁକା ଚିତ୍ରକଳା କରିଛନ୍ତି। ଅଧିକ ପଢନ୍ତୁ

send art in Puri beach on World womens day
ବାଲୁକା ଚିତ୍ରକଳାରେ ବିଶ୍ବ ମହିଳା ଦିବସର ଶୁଭେଚ୍ଛା
author img

By

Published : Mar 8, 2021, 6:03 AM IST

Updated : Mar 8, 2021, 6:24 AM IST

ପୁରୀ: ବାଲୁକା ଚିତ୍ରକଳାରେ ଅନ୍ତର୍ଜାତୀୟ ମହିଳା ଦିବସର ଶୁଭେଚ୍ଛା । ମାର୍ଚ୍ଚ ୮ ତାରିଖକୁ ସାରା ବିଶ୍ଵ ଅନ୍ତର୍ଜାତୀୟ ମହିଳା ଦିବସ ଭାବେ ପାଳୁଛି । ଏହି ଅବସରରେ ପୁରୀ ବେଳାଭୂମିରେ ମହିଳାଙ୍କୁ ଉତ୍ସର୍ଗୀକୃତ କରି ବାଳୁକାକଳା କରିଛନ୍ତି ।

ବାଲୁକା ଚିତ୍ରକଳାରେ ବିଶ୍ବ ମହିଳା ଦିବସର ଶୁଭେଚ୍ଛା

ଆଧୁନିକ ଯୁଗରେ ମହିଳା ମାନେ ଅନେକ ସ୍ଥାନରେ ଅତି ଦକ୍ଷତାର ଅନେକ କାର୍ଯ୍ୟ କରି ବିଶ୍ବବାସୀଙ୍କ ପାଇଁ ଅନେକ କିଛି ଭଲ କାର୍ଯ୍ୟ କରୁଛନ୍ତି। ପୂର୍ବରୁ ଯେଭଳି ମହିଳା ମାନଙ୍କୁ ଦୁର୍ବଳ ବିବେଚନା କରାଯାଇ ଅବହେଳା କରାଯାଉଥିଲା ସେହି ପରିସ୍ଥିତି ଏବେ ନାହିଁ । ମହିଳାଙ୍କ ଦକ୍ଷତା, ନିଷ୍ଠାକୁ ସାରା ବିଶ୍ଵବାସୀ ସ୍ବୀକାର କରିଥିବା ବେଳେ ପ୍ରଶଂସା ମଧ୍ୟ କରାଯାଉଛି। ତେବେ ସେହି ମହିଳାଙ୍କୁ ପ୍ରଶଂସା , ସମ୍ମାନ ଜଣାଇ ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ମାନସ ସାହୁ ପୁରୀର ଲାଇଟ ହାଉସ ବେଳାଭୂମିରେ ଏକ ସୁନ୍ଦର ବାଲୁକା ଚିତ୍ରକଳା କରିଛନ୍ତି। ଏହି ଚିତ୍ରକଳା ମାଧ୍ୟମରେ ମହିଳାଙ୍କୁ ବିଶ୍ବ ମହିଳା ଦିବସ ଅବସରରେ ଅଭିନନ୍ଦନ ଜଣାଇଛନ୍ତି।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର,ଇଟିଭି ଭାରତ

Last Updated : Mar 8, 2021, 6:24 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.