ETV Bharat / city

ବାଲୁକା କଳାରେ ବାଜପେୟୀଙ୍କୁ ଶ୍ରଦ୍ଧାଞ୍ଜଳି

ଆଜି ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ଦ୍ବିତୀୟ ଶ୍ରାଦ୍ଧବାର୍ଷିକ । ଏହି ଅବସରରେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ବାଲୁକା କଳା ମାଧ୍ୟମରେ ରାଜନୀତିର ପିତାମହ ଭୀଷ୍ମଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି।

ବାଜପେୟୀଙ୍କୁ ବାଳୁକା କଳାରେ ଶ୍ରଦ୍ଧାଞ୍ଜଳୀ ଜଣାଇଲେ ସୁଦର୍ଶନ

author img

By

Published : Aug 16, 2020, 9:40 AM IST

ପୁରୀ: ଆଜି ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ଦ୍ବିତୀୟ ଶ୍ରାଦ୍ଧବାର୍ଷିକୀ । ଏହି ଅବସରରେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ବାଲୁକା କଳା ମାଧ୍ୟମରେ ରାଜନୀତିର ପିତାମହ ଭୀଷ୍ମଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି।

ତେବେ ବାଲୁକା ଶିଳ୍ପୀ ଟ୍ବିଟ କରି ଲେଖିଛନ୍ତି, ଶ୍ରାଦ୍ଧ ବାର୍ଷିକୀରେ ଭାରତ ରତ୍ନଙ୍କୁ ମୋର ନମ୍ର ଶ୍ରଦ୍ଧାଞ୍ଜଳି । ଏହି ଅବସରରେ ମୁଁ ମୋର ଏକ ବାଲୁକା କଳା ପ୍ରଦର୍ଶନ କରୁଛି।

1924 ମସିହା ଡିସେମ୍ବର 24 ତାରିଖରେ ଜନ୍ମଗ୍ରହଣ କରିଥିବା ବାଜପେୟୀଙ୍କ ଦେହାନ୍ତ 2018 ଅଗଷ୍ଟ 16 ରେ ହୋଇଥିଲା। ଜଣେ ଜନନେତା, ବକ୍ତା, ପ୍ରସିଦ୍ଧ ହିନ୍ଦୀ କବି ଓ ଦୃଢ ଇଚ୍ଛାଶକ୍ତିର ଅଧିକାରୀ ଥିଲେ ବାଜପେୟୀ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.