ETV Bharat / city

ବାଲୁକା କଳାରେ କଳ୍ପନା ଦାସଙ୍କୁ ଶ୍ରଦ୍ଧାଞ୍ଜଳି

ରାଜ୍ୟର ପ୍ରଥମ ମହିଳା ଆରୋହିଣୀ କଳ୍ପନା ଦାଶଙ୍କ ମୃତ୍ୟୁ ଖବର ଶୋକର ଛାୟା ଖେଳାଇ ଦେଇଛି। ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ବାଲୁକା କଳା ମାଧ୍ୟମରେ କଳ୍ପନା ଦାସଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ।

author img

By

Published : May 24, 2019, 10:40 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ପୁରୀ

ପୁରୀ: ରାଜ୍ୟର ପ୍ରଥମ ମହିଳା ପର୍ବତାରୋହିଣୀ କଳ୍ପନା ଦାଶଙ୍କ ମୃତ୍ୟୁ ଖବର ଶୋକର ଛାୟା ଖେଳାଇ ଦେଇଛି। ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ସେ ବାଲୁକା କଳା ମାଧ୍ୟମରେ କଳ୍ପନା ଦାସଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ପୁରୀ

ସେ ପୁରୀ ବେଳାଭୂମିରେ ସେ ଏକ ବିଶାଳ ବାଲୁକା କଳା ସ୍ଥାପନ କରିଛନ୍ତି । ଏଥିରେ କଳ୍ପନା ଦାସଙ୍କ ପ୍ରତିକୃତିକୁ ସ୍ଥାନ ଦେଇ ୟୁ ମିସ୍ ୟୁ ବୋଲି ଲେଖିଛନ୍ତି।

ଏଠାରେସୂଚନାଯୋଗ୍ୟ, ସ୍ୱର୍ଗତ କଳ୍ପନା ଦାସ ରାଜ୍ୟର ପ୍ରଥମ ମହିଳା ପର୍ବତ ଆରୋହିଣୀ । ଯିଏକି ରାଜ୍ୟର ପ୍ରଥମ ମହିଳା ଭାବେ ଏଭେରେଷ୍ଟ ଆରୋହଣ କରିଥିଲେ। ତେବେ ଗତକାଲି ନେପାଳରେ ଏକ ପର୍ବତ ଆରୋହଣ କାର୍ଯ୍ୟକ୍ରମରେ ସାମିଲ ଥିବା ବେଳେ ତାଙ୍କର ମୃତ୍ୟୁ ହୋଇଥିଲା। ଯାହାକୁ ନେଇ ସାରା ରାଜ୍ୟରେ ଶୋକର ଛାୟା ଖେଳି ଯାଇଛି।

ପୁରୀ ରୁ ଶକ୍ତି ପ୍ରାସାଦ ମିଶ୍ର, ଇଟିଭି ଭାରତ

slug-vijaya rally bjd reaction
format-avbb
report-sadaiba patra
place-Phulabani(Kandhamal)
date-24.5.2019
କନ୍ଧମାଳ ଜିଲାରେ ବାଜିଛି ବିଜୟ ଶଙ୍ଖନାଦ  । ଜିଲାର ସମସ୍ତ ତିନୋଟି ବିଧାନସଭା ଓ ଗୋଟିଏ ଲୋକସଭା ଆସନରେ ବିଜେଡି ଜିତିଛି  । କଂଗ୍ରେସ ଓ ବିଜେପି ଶିବିରରେ ନିରାଶା ଖେଳିଯାଇଛି  । ପ୍ରଥମ ଥର ପାଇଁ ଜିଲାର ସମସ୍ତ ଆସନରେ ବିଜେଡି ବାଜିମାତ୍ କରିବା ପରେ ଉଲ୍ଲସିତ ହୋଇ ଖୁସି ମନାଇଛନ୍ତି ବିଜେଡି କର୍ମୀ ଓ ନେତା  । ନବନିର୍ବାଚିତ ସାଂସଦ ଅଚ୍ୟୁତ ସାମନ୍ତ ପ୍ରଥମେ ଫୁଲବାଣୀରେ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ସହିତ ସମସ୍ତଙ୍କୁ ସାଧୁବାଦ ଜଣାଇଥିଲେ  । ବିଜୟର ଶ୍ରେୟ ମୂଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଦେବା ସହିତ କନ୍ଧମାଳ ଲୋକସଭା ଆସନ ସହିତ ଏହା ଅନ୍ର୍ଗତ ଚାରିଟି ଜିଲାର ସାତଟି ବିଧାନସଭା ଆସନରେ ମଧ୍ୟ ବିଜେଡି ପ୍ରାର୍ଥୀ ଜିତିଥିବାରୁ ସମସ୍ତଙ୍କୁ ସାଧୁବାଦ ଜଣାଇଥିଲେ  । ଫୁଲବାଣୀରେ ମେଡିକାଲ କଲେଜ ସ୍ଥାପନ,ଜିଲାକୁ ରେଳ ସଂଯୋଗ ସହିତ ବୁନିଆଦି ବିକାଶ ହିଁ ମୋର ପ୍ରାଥମିକତା ହେବ ବୋଲି ପ୍ରତିକ୍ରୀୟାରେ କହିଛନ୍ତି ଡ. ସାମନ୍ତ  ।
ସେହିପରି ନବନିର୍ବାଚିତ ଫୁଲବାଣୀ ବିଧାୟକ ଅଙ୍ଗଦ କହଁର ମଧୟ ମୂଖ୍ୟମନ୍ତ୍ରୀଙ୍କୁ ଶ୍ରେୟ ଦେବା ସହିତ ବିକାଶ ହିଁ ମୋର ଲକ୍ଷ୍ୟ ବୋଲି କହିଛନ୍ତି  । ଏହି ଅବସରରେ ମିଠା ବଣ୍ଟନ କରି ସମସ୍ତଙ୍କୁ ଅଭିନନ୍ଦନ ଜଣାଇଥିଲେ ଅଚ୍ୟୁତ ସାମନ୍ତ  ।
ବାଇଟ୍(1) ଅଙ୍ଗଦ କହଁର,ନବନିର୍ବାଚିତ ବିଧାୟକ,ଫୁଲବାଣୀ
            (2) ଡ. ଅଚ୍ୟୁତ ସାମନ୍ତ,ନବନିର୍ବାଚିତ ସାଂସଦ ,କନ୍ଧମାଳ
....
ଏଫଟିପିରେ ଫିଡ୍ ଯାଇଛି  ।

--
SADASIBA PATRA
DISTRICT CORRESPONDENT/
REPORTER CUM CONTENT EDITOR,
ETV BHARAT ODIA,
KANDHAMAL
AT/PO-PHULABANI
DIST.:KANDHAMAL
ODISHA
9437223003/7008280984
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.