ETV Bharat / city

ବାଲୁକା କଳାରେ ‘ନମସ୍ତେ ଟ୍ରମ୍ପ’

author img

By

Published : Feb 23, 2020, 4:05 PM IST

2 ଦିନିଆ ଭାରତ ଗସ୍ତରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ତାଙ୍କ ପତ୍ନୀ । ପୁରୀ ବେଳାଭୂମିରେ ବାଲୁକା କଳା ମାଧ୍ୟମରେ ବାଲୁକାଶିଳ୍ପୀ ମାନସ ସାହୁ ଟ୍ରମ୍ପଙ୍କୁ ସ୍ବାଗତ କରିଛନ୍ତି । ଅଧିକ ଖବର ପଢନ୍ତୁ...

pur_isand art trump
ଟ୍ରମ୍ପଙ୍କୁ ବାଲୁକା କଳାରେ ପୁରୀ ବେଳାଭୂମିରେ ସ୍ବାଗତ

ପୁରୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ତାଙ୍କ ପତ୍ନୀ 24 ଫେବୃଆରୀରୁ ଦୁଇ ଦିନିଆ ଭାରତ ଗସ୍ତରେ ଆସୁଛନ୍ତି। ଏହି ଗସ୍ତ ଦ୍ବାରା ଭାରତ ଓ ଆମେରିକା ସମ୍ପର୍କ ଆହୁରି ମଜଭୁତ ହେବ ବୋଲି ଆଶା କରାଯାଉଛି।

ତେବେ ପୁରୀ ବେଳାଭୂମିରେ ବାଲୁକା କଳା ମାଧ୍ୟମରେ ବାଲୁକାଶିଳ୍ପୀ ମାନସ ସାହୁ ଟ୍ରମ୍ପଙ୍କୁ ସ୍ବାଗତ କରିଛନ୍ତି। 'ନମସ୍ତେ ଟ୍ରମ୍ପ' କାର୍ଯ୍ୟକ୍ରମ ଉପଲକ୍ଷେ ଏହି ବାଲୁକା କଳା ନିର୍ମାଣ କରିଛନ୍ତି ବାଲୁକାଶିଳ୍ପୀ ମାନସ ସାହୁ। ବାଲୁକା କଳାରେ ଟ୍ରମ୍ପ ଙ୍କ ପ୍ରତିମୂର୍ତ୍ତି ନିର୍ମାଣ ସହ ଦୁଇ ଦେଶର ଜାତୀୟ ପତାକା କରିଛନ୍ତି।

ଏଥିରେ ଗୁଜୁରାଟର ମୋଟରା ଷ୍ଟାଡିଅମର 'ନମସ୍ତେ ଟ୍ରମ୍ପ' କାର୍ଯ୍ୟକ୍ରମକୁ ବାଲୁକା କଳାରେ ଚିତ୍ରଣ କରିଛନ୍ତି ମାନସ ସାହୁ। ଏହି ବାଲୁକା କଳାଟି 15 ଫୁଟ ଓସାର ହୋଇଥିବା ବେଳେ 15 ଟନ ବାଲିର ବ୍ୟବହାର କରାଯାଇଛି।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.