ETV Bharat / city

ଜନବସତି ମୁହାଁ ହରିଣ, ଉଦ୍ଧାର କଲା ବନବିଭାଗ

ଗାଁମୁହାଁ ହେବାରେ ଲାଗିଛନ୍ତି ହରିଣ । ସଂରକ୍ଷିତ ଜଙ୍ଗଲରେ ସୁରକ୍ଷିତ ଭାବେ ଛାଡିଲା ବନବିଭାଗ । ଅଧିକ ପଢନ୍ତୁ...

ଜନବସତି ମୁହାଁ ହରିଣ, ଉଦ୍ଧାର କଲା ବନବିଭାଗ
ଜନବସତି ମୁହାଁ ହରିଣ, ଉଦ୍ଧାର କଲା ବନବିଭାଗ
author img

By

Published : May 31, 2021, 6:45 PM IST

ପୁରୀ: ଜନବସତି ମୁହାଁ ହେଉଛନ୍ତି ହରିଣ । ପୁରୀ ଜିଲ୍ଲା ପିପିଲି ଦୁର୍ଗାଦାଶପୁର ପଞ୍ଚାୟତର ଜନବସତି ମଧ୍ୟରୁ ଏକ ହରିଣ ପଶି ଆସିଥିବା ବେଳେ ସ୍ଥାନୀୟ ଯୁବକଙ୍କ ଉଦ୍ୟମରେ କୌଶଳକ୍ରମେ ତାକୁ ଧରି ବନବିଭାଗକୁ ଖବର ଦେଇଥିଲେ ।

ଖବର ପାଇ ବାଲିପାଟଣା ବନବିଭାଗ ଅଧିକାରୀ ଉକ୍ତ ଗ୍ରାମରେ ପହଞ୍ଚି ହରିଣକୁ ନେଇ ନିକଟସ୍ଥ ସଂରକ୍ଷିତ ଜଙ୍ଗଲରେ ସୁରକ୍ଷିତ ଭାବେ ଛାଡ଼ି ଦେଇଥିବା ସୂଚନା ମିଳିଛି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.